ଆଫଗାନିସ୍ତାନରେ ୫.୯ ତୀବ୍ରତାର ଭୂକମ୍ପ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ୫.୨ ତୀବ୍ରତାର ଭୂକମ୍ପ ହୋଇଛି। ଆଫଗାନିସ୍ତାନର ଦକ୍ଷିଣପୂର୍ବ ଫୟଜବାଦଠାରୁ ୭୦ କିମି ଦୂରରେ ଆଜି ପୂର୍ବାହ୍ନ ୧୧.୧୯ ସମୟରେ ଭୂକମ୍ପ ହୋଇଛି। ପାକିସ୍ତାନର କିଛି ଅଂଶ, କାଶ୍ମୀରର ଶ୍ରୀନଗର, ପୁଞ୍ଚ ଏବଂ ଦିଲ୍ଲୀ ଏନ୍ସିଆର ଅଞ୍ଚଳରେ ଆଜି ଭୂକମ୍ପ ଝଟ୍କା ଅନୁଭବ ହୋଇଛି। ୨୨୦ କିମି ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି।

Tags: