ଆତ୍ମହତ୍ୟା କଲେ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ
ନୂଆଦିଲ୍ଲୀ, ୨୬/୩ : ଲୋକପ୍ରୀୟ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ଆଜି ଆତ୍ମହତ୍ୟା କରିଦେଇଛନ୍ତି। ବାରଣାସୀର ଏକ ହୋଟେଲରୁ ଅଭିନେତ୍ରୀ ଆକାଂକ୍ଷାଙ୍କ ମୃତଦେହ ମିଳିଛି। ୨୫ ବର୍ଷୀୟା ଆକାଂକ୍ଷା ‘ମେରୀ ଜଙ୍ଗ ମେରା ଫୈସଲା’ ଭୋଜପୁରୀ ଚଳଚ୍ଚିତ୍ରରେ ଅଭିନୟ କରି ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ତାଙ୍କର ମୃତ୍ୟୁ ଖବର ଭୋଜପୁରୀ ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି। ସେ ଆଗାମୀ ଫିଲ୍ମ ପାଇଁ ବାରଣାସୀରେ ସୁଟିଂରେ ଥିବାବେଳେ ଆତ୍ମହତ୍ୟା କରିଦେଇଛନ୍ତି। ଆତ୍ମହତ୍ୟାର କାରଣ କ’ଣ ଜଣାପଡ଼ିନି। ପୁଲିସ ଏବେ […]
ନୂଆଦିଲ୍ଲୀ, ୨୬/୩ : ଲୋକପ୍ରୀୟ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ଆଜି ଆତ୍ମହତ୍ୟା କରିଦେଇଛନ୍ତି। ବାରଣାସୀର ଏକ ହୋଟେଲରୁ ଅଭିନେତ୍ରୀ ଆକାଂକ୍ଷାଙ୍କ ମୃତଦେହ ମିଳିଛି। ୨୫ ବର୍ଷୀୟା ଆକାଂକ୍ଷା ‘ମେରୀ ଜଙ୍ଗ ମେରା ଫୈସଲା’ ଭୋଜପୁରୀ ଚଳଚ୍ଚିତ୍ରରେ ଅଭିନୟ କରି ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ତାଙ୍କର ମୃତ୍ୟୁ ଖବର ଭୋଜପୁରୀ ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି। ସେ ଆଗାମୀ ଫିଲ୍ମ ପାଇଁ ବାରଣାସୀରେ ସୁଟିଂରେ ଥିବାବେଳେ ଆତ୍ମହତ୍ୟା କରିଦେଇଛନ୍ତି। ଆତ୍ମହତ୍ୟାର କାରଣ କ’ଣ ଜଣାପଡ଼ିନି। ପୁଲିସ ଏବେ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି।




