ଆତିଶୀଙ୍କ ବିରୋଧରେ ଏତଲା
ନୂଆଦିଲ୍ଲୀ : ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ତାଙ୍କ ନାମାଙ୍କନ ଦାଖଲ କରିବା ପୂର୍ବରୁ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଆଚରଣ ବିଧି ଉଲ୍ଲଙ୍ଘନ କରିବା ଅଭିଯୋଗରେ ରିଟର୍ଣ୍ଣିଂ ଅଫିସର ଆତିଶୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ବ୍ୟକ୍ତିଗତ କାର୍ଯ୍ୟାଳୟ ପାଇଁ ସେ ସରକାରୀ ଗାଡି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଦାଖଲ ହୋଇଥିବା ଅଭିଯୋଗରେ କୁହାଯାଇଛି ଯେ ନିର୍ବାଚନ ଘୋଷଣା ପରେ, ଜାନୁଆରୀ ୭ ରେ, ରାତି ପ୍ରାୟ ସାଢ଼େ ୨ଟାରେ ଘରୋଇ ନିର୍ବାଚନ […]
ନୂଆଦିଲ୍ଲୀ : ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ତାଙ୍କ ନାମାଙ୍କନ ଦାଖଲ କରିବା ପୂର୍ବରୁ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଆଚରଣ ବିଧି ଉଲ୍ଲଙ୍ଘନ କରିବା ଅଭିଯୋଗରେ ରିଟର୍ଣ୍ଣିଂ ଅଫିସର ଆତିଶୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ବ୍ୟକ୍ତିଗତ କାର୍ଯ୍ୟାଳୟ ପାଇଁ ସେ ସରକାରୀ ଗାଡି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଦାଖଲ ହୋଇଥିବା ଅଭିଯୋଗରେ କୁହାଯାଇଛି ଯେ ନିର୍ବାଚନ ଘୋଷଣା ପରେ, ଜାନୁଆରୀ ୭ ରେ, ରାତି ପ୍ରାୟ ସାଢ଼େ ୨ଟାରେ ଘରୋଇ ନିର୍ବାଚନ କାର୍ଯ୍ୟାଳୟରେ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ପୂର୍ତ୍ତ ବିଭାଗର ସରକାରୀ ଗାଡି ବ୍ୟବହାର କରାଯାଉଥିଲା।




