ଅଭିନେତ୍ରୀ ଦିଶା ପଟାନିଙ୍କ ଘର ଉପରକୁ ଗୁଳିମାଡ଼

ନୂଆଦିଲ୍ଲୀ: ଆଧ୍ୟାତ୍ମିକ ଗୁରୁ ‌ପ୍ରେମାନନ୍ଦ ମହାରାଜ ଓ ଅନିରୁଦ୍ଧାଚାର୍ଯ୍ୟ ମହାରାଜଙ୍କୁ ଅପମାନିତ କରିବା ଅଭିଯୋଗରେ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନିଙ୍କ ଘର ଉପରକୁ ଗୁଳିମାଡ଼ ହୋଇଛି। ବରେଲିର ସିଭିଲ ଲାଇନରେ ଥିବା ତାଙ୍କ ଘର ଉପରକୁ ଗତକାଲି ରାତି ୪ଟା ୩୦ରେ ଗୁଳିମାଡ଼ ହୋଇଥିବା ପୁଲିସ ସୂଚନା ଦେଇଛି। ଦୁର୍ବୃତ୍ତ ଦିଶାଙ୍କ ଘର ଉପରକୁ ବହୁ ପରିମାଣର ଗୁଳି ବର୍ଷା କରିଥିବାବେ‌ଳେ ୨ ରାଉଣ୍ଡ୍‌ ଫାଙ୍କା ଗୁଳିଚାଳନା କରିଥିଲେ। ଏଥିରେ କେହି ମୃତାହତ ହୋଇନାହାନ୍ତି। ରୋହିତ ଗୋଲ୍‌ଡି […]

ଅଭିନେତ୍ରୀ ଦିଶା ପଟାନିଙ୍କ ଘର ଉପରକୁ ଗୁଳିମାଡ଼
Samaya Live Picture
Published On

ନୂଆଦିଲ୍ଲୀ: ଆଧ୍ୟାତ୍ମିକ ଗୁରୁ ‌ପ୍ରେମାନନ୍ଦ ମହାରାଜ ଓ ଅନିରୁଦ୍ଧାଚାର୍ଯ୍ୟ ମହାରାଜଙ୍କୁ ଅପମାନିତ କରିବା ଅଭିଯୋଗରେ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନିଙ୍କ ଘର ଉପରକୁ ଗୁଳିମାଡ଼ ହୋଇଛି। ବରେଲିର ସିଭିଲ ଲାଇନରେ ଥିବା ତାଙ୍କ ଘର ଉପରକୁ ଗତକାଲି ରାତି ୪ଟା ୩୦ରେ ଗୁଳିମାଡ଼ ହୋଇଥିବା ପୁଲିସ ସୂଚନା ଦେଇଛି। ଦୁର୍ବୃତ୍ତ ଦିଶାଙ୍କ ଘର ଉପରକୁ ବହୁ ପରିମାଣର ଗୁଳି ବର୍ଷା କରିଥିବାବେ‌ଳେ ୨ ରାଉଣ୍ଡ୍‌ ଫାଙ୍କା ଗୁଳିଚାଳନା କରିଥିଲେ। ଏଥିରେ କେହି ମୃତାହତ ହୋଇନାହାନ୍ତି। ରୋହିତ ଗୋଲ୍‌ଡି ବ୍ରାର ଗୋଷ୍ଠୀ ଗୁଳିମାଡ଼ ପାଇଁ ନିଜକୁ ଦାୟୀ କରିଛି। ଅନ୍ୟପକ୍ଷେ ପୁଲିସ ଘଟଣାର ତଦନ୍ତ କରୁଛି। ପୋଷ୍ଟ୍‌ରେ ବୀରେନ୍ଦ୍ର ଚରଣ ଓ ମହେନ୍ଦ୍ର ଶରଣ ପୂରା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏନେଇ ଚେତାବନୀ ଦେଇଛନ୍ତି।

Tags: