ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣୋଇଙ୍କ ଦୁର୍ଘଟଣାରେ ମୃତ୍ୟୁ
ଧାନବାଦ: ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣୋଇ ରାଜେଶ ତିୱାରୀଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ବେଳେ ଭଉଣୀ ସରିତା ଗୁରୁତର ଆହତ ହୋଇଛନ୍ତି। ସୂଚନାନୁସାରେ, ଦୁର୍ଘଟଣାଟି ଏପ୍ରିଲ୍ ୨୦ ତାରିଖରେ ସଂଘଟିତ ହୋଇଥିଲା। ଦମ୍ପତି ବିହାରୁ ପଶ୍ଚିମବଙ୍ଗ ଯାତ୍ରା କରୁଥିଲେ। ଉଭୟଙ୍କୁ ସ୍ଥାନୀୟ ଧାନବାଦ ମେଡିକାଲ୍ କଲେଜ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ରାଜେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ୍ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଦମ୍ପତିଙ୍କ […]
ଧାନବାଦ: ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣୋଇ ରାଜେଶ ତିୱାରୀଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ବେଳେ ଭଉଣୀ ସରିତା ଗୁରୁତର ଆହତ ହୋଇଛନ୍ତି। ସୂଚନାନୁସାରେ, ଦୁର୍ଘଟଣାଟି ଏପ୍ରିଲ୍ ୨୦ ତାରିଖରେ ସଂଘଟିତ ହୋଇଥିଲା। ଦମ୍ପତି ବିହାରୁ ପଶ୍ଚିମବଙ୍ଗ ଯାତ୍ରା କରୁଥିଲେ। ଉଭୟଙ୍କୁ ସ୍ଥାନୀୟ ଧାନବାଦ ମେଡିକାଲ୍ କଲେଜ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ରାଜେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ୍ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଦମ୍ପତିଙ୍କ ମାରୁତି ସୁଇଫ୍ଟ କାର୍ଟି ଦ୍ରୁତଗତିରେ ଆସି ଝାଡ଼ଖଣ୍ଡର ନିରସା ବଜାର ଛକର ଏକ ଡିଭାଇଡର୍କୁ ଧକ୍କା ଦେଇଥିବା ଦେଖିବାକୁ ମିଳିଛି।




