ଅନ୍ତର୍ଜାତୀୟ ଯୋଗ ଦିବସରେ ମୋଟାପଣ କମାଇବାକୁ ଖାଦ୍ୟରେ ୧୦ ପ୍ରତିଶତ ତେଲ ହ୍ରାସ ପାଇଁ ମୋଦୀଙ୍କ ଆହ୍ବାନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ଯୋଗ ଦିବସରେ ଦେଶକୁ ସମ୍ବୋଧିତ କରି ‘ଏକ ପୃଥିବୀ ପାଇଁ ଯୋଗ, ଏକ ସ୍ୱାସ୍ଥ୍ୟ’ ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ପରିବେଶ ସ୍ୱାସ୍ଥ୍ୟ ସହିତ ମାନବ କଲ୍ୟାଣର ପରସ୍ପର ସଂଯୁକ୍ତତା ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଟାପାଣକୁ ନେଇ ସମଗ୍ର ବିଶ୍ବରେ ଯେଉଁ ଚ୍ୟାଲେଞ୍ଜ ଦେଖାଦେଇଛି ତା’ ଉପରେ ଗୁରୁତ୍ବାରୋପ କରି ଲୋକମାନଙ୍କୁ ସେମାନଙ୍କ ଖାଦ୍ୟରେ ତେଲ ବ୍ୟବହାର ୧୦ ପ୍ରତିଶଥ ହ୍ରାସ କରିବାକୁ ଅନୁରୋଧ କରିଥିଲେ। […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ଯୋଗ ଦିବସରେ ଦେଶକୁ ସମ୍ବୋଧିତ କରି ‘ଏକ ପୃଥିବୀ ପାଇଁ ଯୋଗ, ଏକ ସ୍ୱାସ୍ଥ୍ୟ’ ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ପରିବେଶ ସ୍ୱାସ୍ଥ୍ୟ ସହିତ ମାନବ କଲ୍ୟାଣର ପରସ୍ପର ସଂଯୁକ୍ତତା ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଟାପାଣକୁ ନେଇ ସମଗ୍ର ବିଶ୍ବରେ ଯେଉଁ ଚ୍ୟାଲେଞ୍ଜ ଦେଖାଦେଇଛି ତା’ ଉପରେ ଗୁରୁତ୍ବାରୋପ କରି ଲୋକମାନଙ୍କୁ ସେମାନଙ୍କ ଖାଦ୍ୟରେ ତେଲ ବ୍ୟବହାର ୧୦ ପ୍ରତିଶଥ ହ୍ରାସ କରିବାକୁ ଅନୁରୋଧ କରିଥିଲେ। ଭୋପାଳର ଅଟଳ ପାର୍ଥ ଏବଂ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ସମେତ ସାରା ଭାରତରେ ଯୋଗ ଉତ୍ସବ ପାଳନ କରାଯାଇଥିଲା, ଯେଉଁଥିରେ ବିଭିନ୍ନ ବୟସ ଗୋଷ୍ଠୀର ଅଂଶଗ୍ରହଣକାରୀ ସାମିଲ ଥିଲେ।




