ଅତିରିକ୍ତ ବୁଷ୍ଟର ଡୋଜ୍ ନେବାକୁ ‘ହୁ’ର ପରାମର୍ଶ
ନୂଆଦିଲ୍ଲୀ, ୧/୪ : କରୋନା ସଂକ୍ରମଣ ବଢ଼ୁଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ କରୋନା ଟିକାର ଅତିରିକ୍ତ ବୁଷ୍ଟର ଡୋଜ ନେବାକୁ ପରାମର୍ଶ କରିଛନ୍ତି। ‘ହୁ’ ଟିକାକରଣ ବିଶେଷଜ୍ଞ ଏହି ପରାମର୍ଶ ଦେଇଛନ୍ତି। ତେବେ ସମସ୍ତେ ନୁହନ୍ତି। କେବଳ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି ତଥା ଅତି ବିପଦ ଶ୍ରେଣୀରେ ଥିବା ଲୋକ ଅତିରିକ୍ତ ବୁଷ୍ଟର ଡୋଜ୍ ନେବାର ଆବଶ୍ୟକତା ରହିଛି ବୋଲି ହୁ କହିଛନ୍ତି। ଶେଷ ବୁଷ୍ଟର ଡୋଜ ନେବାର ୬ କିମ୍ବା ୧୨ […]
ନୂଆଦିଲ୍ଲୀ, ୧/୪ : କରୋନା ସଂକ୍ରମଣ ବଢ଼ୁଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ କରୋନା ଟିକାର ଅତିରିକ୍ତ ବୁଷ୍ଟର ଡୋଜ ନେବାକୁ ପରାମର୍ଶ କରିଛନ୍ତି। ‘ହୁ’ ଟିକାକରଣ ବିଶେଷଜ୍ଞ ଏହି ପରାମର୍ଶ ଦେଇଛନ୍ତି। ତେବେ ସମସ୍ତେ ନୁହନ୍ତି। କେବଳ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି ତଥା ଅତି ବିପଦ ଶ୍ରେଣୀରେ ଥିବା ଲୋକ ଅତିରିକ୍ତ ବୁଷ୍ଟର ଡୋଜ୍ ନେବାର ଆବଶ୍ୟକତା ରହିଛି ବୋଲି ହୁ କହିଛନ୍ତି। ଶେଷ ବୁଷ୍ଟର ଡୋଜ ନେବାର ୬ କିମ୍ବା ୧୨ ମାସ ପରେ ଜଣେ ଏହି ଅତିରିକ୍ତ ବୁଷ୍ଟର ଡୋଜ ନେଇପାରିବେ। ଅତି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିବା ଯୁବଗୋଷ୍ଠୀ ଏବଂ ବୟସ୍କ ଏହି ବୁଷ୍ଟର ନେଇପାରିବେ।




