ଅଜିତ ପାୱାରଙ୍କୁ ଡେଙ୍ଗୁ

ନୂଆଦିଲ୍ଲୀ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଆସନ୍ତା କିଛିଦିନ ପର୍ଯ୍ୟନ୍ତ ସେ ବିଶ୍ରାମ ନେବାପାଇଁ ତାଙ୍କୁ ଡାକ୍ତରମାନେ ପରାମର୍ଶ କରିଛନ୍ତି। ଅଜିତ୍ଙ୍କ ଗୋଷ୍ଠୀର ଏନସିପି ନେତା ପ୍ରଫୁଲ ପଟେଲ ଏକ୍ସରେ ଏକ ପୋଷ୍ଟ୍ କରି ଅଜିତ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ କରିଛନ୍ତି। ଅଜିତ ପାୱାର କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗ ନଦେବା ଘଟଣାକୁ ନେଇ ଚର୍ଚ୍ଚା ହେଲା। ତେଣୁ ପ୍ରଫୁଲ୍ ପଟେଲ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଅଜିତ ପାୱାରଙ୍କୁ […]

Samaya Live Picture
Published On

ନୂଆଦିଲ୍ଲୀ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଆସନ୍ତା କିଛିଦିନ ପର୍ଯ୍ୟନ୍ତ ସେ ବିଶ୍ରାମ ନେବାପାଇଁ ତାଙ୍କୁ ଡାକ୍ତରମାନେ ପରାମର୍ଶ କରିଛନ୍ତି। ଅଜିତ୍ଙ୍କ ଗୋଷ୍ଠୀର ଏନସିପି ନେତା ପ୍ରଫୁଲ ପଟେଲ ଏକ୍ସରେ ଏକ ପୋଷ୍ଟ୍ କରି ଅଜିତ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ କରିଛନ୍ତି। ଅଜିତ ପାୱାର କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗ ନଦେବା ଘଟଣାକୁ ନେଇ ଚର୍ଚ୍ଚା ହେଲା। ତେଣୁ ପ୍ରଫୁଲ୍ ପଟେଲ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଅଜିତ ପାୱାରଙ୍କୁ ଡେଙ୍ଗୁ ହୋଇଛି ଏବଂ ସେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଚିକିତ୍ସାରେ ରହିବେ।

Tags: