ILS Bhubaneswar director
ଓଡ଼ିଶା 

ଜୀବବିଜ୍ଞାନୀ ତଥା ଆଇଏଲଏସ୍‌ ନିର୍ଦ୍ଦେଶକ ଡକଫର ଅଜୟ କୁମାର ପରିଡ଼ାଙ୍କ ଦେହାନ୍ତ

ଜୀବବିଜ୍ଞାନୀ ତଥା ଆଇଏଲଏସ୍‌ ନିର୍ଦ୍ଦେଶକ ଡକଫର ଅଜୟ କୁମାର ପରିଡ଼ାଙ୍କ ଦେହାନ୍ତ ଭୁବନେଶ୍ୱର: ଜୁଲାଇ ୧୯: ଜୀବବିଜ୍ଞାନୀ ତଥା ଆଇଏଲଏସ୍‌ ନିର୍ଦ୍ଦେଶକ ଡ.ଅଜୟ କୁମାର ପରିଡ଼ାଙ୍କର ଦେହାନ୍ତ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । କେନ୍ଦ୍ର ସରକାରଙ୍କ ଏକ ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ଗୌହାଟୀ ଯାଇଥିଲେ । ସେଠାରେ ରାତିରେ ଶୋଇଥିବା ସମୟରେ ତାଙ୍କର ହୃତଘାତ ହୋଇଥିଲା ଏବଂ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ । ଏ ସଂପର୍କରେ ଖବର ପାଇ ତାଙ୍କ ପରିବାର ଲୋକେ ଗୌହାଟୀ ଯାଇଛନ୍ତି । […]
Read More...

Advertisement