Illness can be detected by the tone of voice
ସ୍ୱାସ୍ଥ 

କଣ୍ଠ ସ୍ୱରରୁ ଚିହ୍ନଟ ହେବ ରୋଗ

କଣ୍ଠ ସ୍ୱରରୁ ଚିହ୍ନଟ ହେବ ରୋଗ କୌଣସି ବି ରୋଗର ଚିହ୍ନଟ ପାଇଁ ବ୍ଲଡ, ସିଟି ସ୍କାନ କିମ୍ବା ଅନ୍ୟ କିଛି ଯାଞ୍ଚ କରାଇବାକୁ ପଡିଥାଏ । କିନ୍ତୁ ଏବେ କଣ୍ଠସ୍ୱରରୁ ରୋଗର ଚିହ୍ନଟ କରାଯାଇ ପାରିବ । ଆମେରିକା ଫ୍ଲୋରିଡା ୟୁନିଭରସିଟିର ହେଲ‘ ଭଏସ୍‌ ସେଣ୍ଟର ପକ୍ଷରୁ ଏକ ଅଧ୍ୟୟନ କରାଯାଇଛି । ଏହି ଅଧ୍ୟୟନରେ ୩୦ହଜାର ପ୍ରକାର ସ୍ୱରର ଏକ ଡାଟାବେସ୍‌ ପ୍ରସ୍ତୁତ କରାଯାଇଛି । ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ବେସଡ୍‌ ଏହି ଟେକନିକ୍‌ର ଉପଯୋଗ ଅଲଝାଇମର ଠାରୁ ଆରମ୍ଭ କରି […]
Read More...

Advertisement