Illegal liquor
ଓଡ଼ିଶା 

ଅବକାରୀ ଓ ପୁଲିସର ମିଳିତ ଚଢାଉ; ୮ ଗିରଫ

ଅବକାରୀ ଓ ପୁଲିସର ମିଳିତ ଚଢାଉ; ୮ ଗିରଫ ଭଞ୍ଜନଗର (ସମୟ ପ୍ରତିନିଧି) : ଜୁଲାଇ ୨୫: ଲଗାତର ୨ ଦିନ ଧରି ଭଞ୍ଜନଗର ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ଭଞ୍ଜନଗର ଅଂଚଳର ବିଭିନ୍ନ ସ୍ଥାନରେ ମିଳିତ ଚଢାଉ କରାଯାଇ ୧୮୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବାସହ ୩୬୪୦ ଲିଟର ଗୁଡ ମିଶ୍ରିତ ପୋଚ ନଷ୍ଟ କରାଯାଇଛି । କେତେକ ସ୍ଥାନରେ ଚାଲୁଥିବା ବେଆଇନ୍ ଦେଶି ମଦରନ୍ଧା କାରଖାନାକୁ ମଧ୍ୟ ଏମାନେ ଭାଙ୍ଗି ସଫା କରିଛନ୍ତି । ଭଞ୍ଜନଗର ଅବକାରୀ ଉପ ନିରୀକ୍ଷକ […]
Read More...

Advertisement