Illegal Hooch Tragedy
ଦେଶ- ବିଦେଶ 

ବିହାରରେ କମୁନି ବିଷାକ୍ତ ମଦ ମୃତୁ୍ୟ: ୧୫ ଦିନରେ ୪୧ ମୃତ

ବିହାରରେ କମୁନି ବିଷାକ୍ତ ମଦ ମୃତୁ୍ୟ: ୧୫ ଦିନରେ ୪୧ ମୃତ ବିହାର: ନଭେମ୍ବର ୦୫: ଦିନକୁ ଦିନ ବିହାରରେ ବିଷାକ୍ତ ମଦ ମୃତୁ୍ୟ ମାମଲା ବଢ଼ି ବଢ଼ି ଚାଲିଛି । ପ୍ରତ୍ୟେକ ଦିନ ବିଷାକ୍ତ ମଦ ପିଇ ଲୋକ ମୃତୁ୍ୟ ବରଣ କରୁଛନ୍ତି । ତଥାପି ଲୋକ ଏଥିରୁ ନିବୃତ୍ତ ରହୁନାହାନ୍ତି । ଖବର ଅନୁସାରେ, ବିଷାକ୍ତ ମଦ ପିଇ ଗତ ୧୫ ଦିନ ମଧ୍ୟରେ ବିହାରର ବିଭିନ୍ନ ଅଞ୍ଚଳରୁ ୪୧ ଜଣଙ୍କର ମୃତୁ୍ୟ ହୋଇସାରିଲାଣି । ସେହିପରି ଅନେକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନେକ […]
Read More...

Advertisement