Illegal betting
ଜିଲ୍ଲା 

ଆଇପିଏଲ୍‌ କ୍ରିକେଟ ବେଟିଂ , ପୋଲିସ ହାବୁଡରେ ୫ ଅଭିଯୁକ୍ତ

ଆଇପିଏଲ୍‌ କ୍ରିକେଟ ବେଟିଂ , ପୋଲିସ ହାବୁଡରେ ୫ ଅଭିଯୁକ୍ତ ବରଗଡ: ଆଇପିଏଲ୍‌ କ୍ରିକେଟ ବେଟିଂ ଚେର ଲମ୍ବିଛି ବରଗଡ ଯାଏଁ । ଆଇପିଏଲ୍‌ କ୍ରିକେଟକୁ ନେଇ ବରଗଡ଼ରେ ବେଟିଂ ଚାଲିଥିବା ଘଟଣାର ବରଗଡ ପୋଲିସ ପକ୍ଷରୁ ପର୍ଦ୍ଦାଫାଶ ହୋଇଛି । ପୋଲିସ ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ବରଗଡ଼ର ବିକି ମିତ୍ତଲ, ପ୍ରକାଶ ଅଗ୍ରୱାଲ, ଅର୍ଜୁନ ସେନାପତି, ବିମଳକାନ୍ତ ନାଗ ଏବଂ ଦିଲୀପ ଦାଶ । ପୋଲିସ ସେମାନଙ୍କ ଠାରୁ ନଗଦ ୬ ଲକ୍ଷ ୧୪ ହଜାର ଟଙ୍କା, , […]
Read More...

Advertisement