Identinty of maoists
ଓଡ଼ିଶା 

ମିଳିଲା ଏନକାଉଣ୍ଟର ରେ ମୃତ ମାଓବାଦୀଙ୍କର ପରିଚୟ, ଉଭୟ ପଡୋଶୀ ଛତିଶଗଡର

ମିଳିଲା ଏନକାଉଣ୍ଟର ରେ ମୃତ ମାଓବାଦୀଙ୍କର ପରିଚୟ, ଉଭୟ ପଡୋଶୀ ଛତିଶଗଡର ଫୁଲବାଣୀ: ଅଗଷ୍ଟ ୫ : ଗତ ୨୩ ତାରିଖରେ କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ଡିଭିଏଫ ଓ ଏସଓଜି ଜବାନ ଏବଂ ମାଓବାଦୀଙ୍କ ମଧ୍ୟରେ ହେଇଥିବା ଗୁଳିବିନମୟରେ ଜଣେ ମହିଳା ମାଓବାଦୀ ସମତେ ୨ଜଣ ମାଓ କ୍ୟାଡରଙ୍କର ମୃତ୍ୟୁ ହୋଇଥିଲା । ଗୁଳି ବିନିମୟ ହେବାପରେ ଜବାନମାନଙ୍କୁ ସେଠାରୁ ବିପୁଳ ପରିମାଣରେ ମାଓସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ମିଳିଥିଲା । କିନ୍ତୁ ମୃତ ମାଓବାଦୀମାନଙ୍କର ପରିଚୟ ମିଳିନଥିଲା ପୋଲିସକୁ । ସେଥିପାଇଁ ପୋଲିସ ସେମାନଙ୍କର […]
Read More...

Advertisement