ICC Women's T20 World Cup 2023
ଖେଳ 

ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୩ :ପ୍ରଥମ ଥର କେବଳ ମହିଳା ଅଧିକାରୀ

ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୩ :ପ୍ରଥମ ଥର କେବଳ ମହିଳା ଅଧିକାରୀ ଫେବୃଆରୀ ୧୦ ତାରିଖରୁ ଦକ୍ଷିଣ ଆଫ୍ରିକାରେ ମହିଳା ଟି -୨୦ ବିଶ୍ୱକପ ଖେଳାଯିବ। ଏହି ଟୁର୍ନାମେଣ୍ଟ ପାଇଁ ଆଇସିସି ମ୍ୟାଚ୍ ରେଫରି ଏବଂ ଅମ୍ପାୟାରଙ୍କ ନାମ ଘୋଷଣା କରିଛି। ବିଶେଷ କଥା ହେଉଛି ଏହି ୧୩ ସଦସ୍ୟ ବିଶିଷ୍ଟ ତାଲିକାରେ କେବଳ ମହିଳା ଅଧିକାରୀଙ୍କୁ ସ୍ଥାନ ଦିଆଯାଇଛି, ଯେଉଁଥିରେ ତିନିଜଣ ଭାରତରୁ ଆସିଛନ୍ତି। ଇତିହାସରେ ଏହା ପ୍ରଥମ ଥର ହେବାକୁ ଯାଉଛି ଯେ କୌଣସି ଆଇସିସି ଟୁର୍ନାମେଣ୍ଟରେ କେବଳ ମହିଳା ଅଧିକାରୀ ଅମ୍ପାୟାର କିମ୍ବା ମ୍ୟାଚ୍ ରେଫରି […]
Read More...

Advertisement