ICC T20 Women's World Cup 2023
ଖେଳ 

ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୩ : ଚାମାରି ଆଟାପଟ୍ଟୁ ଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଟିମ

ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୩ :  ଚାମାରି ଆଟାପଟ୍ଟୁ ଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଟିମ କଲମ୍ବୋ : ଫେବୃଆରୀ ୧୦ ରୁ ୨୬ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଯାଉଛି ଆଇସିସି ମହିଳା ଟି -୨୦ ବିଶ୍ୱକପ I ବିଶ୍ୱକପ ରେ ଭାଗ ନେବାକୁ ଦଳମାନେ ନିଜ ନିଜ ର ଟିମ ପ୍ରସ୍ତୁତ କରିସାରିଲେଣି I ସେହିପରି ଶ୍ରୀଲଙ୍କା ଦଳ ଅଧିନାୟକ ଚାମାରି ଆଟାପଟ୍ଟୁ ଙ୍କ ନେତୃତ୍ୱରେ ୧୫ ଜଣ ସଦସ୍ୟ ଙ୍କୁ ନେଇ ଅଭ୍ୟାସ ଆରମ୍ଭ କରିସାରିଲେଣି I ତେବେ ଆଟାପଟ୍ଟୁଙ୍କ ନେତୃତ୍ୱାଧୀନ ଦଳରେ ଥିବା ଅଲରାଉଣ୍ଡର ହାସିନି ପେରେରାଶେଷ […]
Read More...

Advertisement