ias prabhusankar
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
୩୦ ବର୍ଷ ପରେ ଗ୍ରାମରେ ଚାଲିଲା ବସ୍
Published On
By Samaya Live
ଦିଲ୍ଲୀ: ଜୁଲାଇ ୨୦: ତିନି ଦଶନ୍ଧି ଧରି ତାମିଲନାଡ଼ୁରେ ଥିବା କାରୁªାମ୍ପାଲାୟମ ନାମକ ଗ୍ରାମରେ ବସ୍ ଚଳାଚଳ ହେଉନଥିଲା। ସେଠାରେ ପ୍ରାୟ ୨୨୦ ଜଣ ପରିବାର ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ବହୁ ଲୋକ ନିକଟସ୍ଥ ସହରରେ କାମ କରିବା ପାଇଁ ଦୈନିକ ଚାଲି ଚାଲି କିମ୍ବା ସାଇକେଲ ମାଧ୍ୟମରେ ଯିବା ଆସିବା କରୁଥିଲେ । ଗତ ସୋମବାରଠାରୁ ତାମିଲନାଡ଼ୁ ଷ୍ଟେଟ୍ ଟ୍ରାନ୍ସପୋର୍ଟ କର୍ପୋରେସନ ତରଫରୁ ସେହି ଗ୍ରାମକୁ ବସ୍ ଚଳାଚଳ ଆରମ୍ଭ ହୋଇଛି । […]

