IAS Officers to Ganjam
ଓଡ଼ିଶା 

ଗଞ୍ଜାମକୁ ଗଲେ ଦୁଇ ଆଇଏଏସ୍; ୬ ଓଏସ୍‌ଙ୍କୁ ବି ଦାୟିତ୍ୱ

ଗଞ୍ଜାମକୁ ଗଲେ ଦୁଇ ଆଇଏଏସ୍; ୬ ଓଏସ୍‌ଙ୍କୁ ବି ଦାୟିତ୍ୱ ଭୁବନେଶ୍ୱର(ସବୁ୍ୟ): ଜୁଲାଇ ୪:ଗଞ୍ଜାମରେ ସ୍ଥିତି ଅଣାୟତ । ଦିନକୁ ଦୁଇ ଶହରୁ ଊଦ୍ଧ୍ୱର୍ କରୋନା ଆକ୍ରାନ୍ତ ହେଉଛନ୍ତି । ଦୁଇଦିନରେ ସର୍ବାଧିକ ୪୯୯ ରୋଗୀ ଚିହ୍ନଟ ହୋଇଛନ୍ତି । କରୋନା ପରିଚାଳନା ଲାଗି ଗଞ୍ଜାମ ଜିଲ୍ଲା ନିମନ୍ତେ ଦୁଇ ଜଣ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଆଇଏଏସ ପାରୁଲ ପଟାୱାରୀ ଓ ବିଶାଲ ସିଂହଙ୍କୁ ସ୍ୱତନ୍ତ୍ର ଏଡିଏମ ଭାବେ ନିଯୁକ୍ତ କରାଯାଇଛି । ଶ୍ରୀ ପାଟୱାରୀଙ୍କୁ ଛତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ ମିଳିଥିବା ବେଳେ […]
Read More...

Advertisement