ias officer
ଜିଲ୍ଲା  ଅପରାଧ 

ବରିଷ୍ଠ ଆଇଏଏସ ଅଧିକାରୀ ଚାକିରିରୁ ବହିଷ୍କୃତ

ବରିଷ୍ଠ ଆଇଏଏସ ଅଧିକାରୀ ଚାକିରିରୁ ବହିଷ୍କୃତ ଭୁବନେଶ୍ୱର: ଫ୍ରେବୃଆରୀ ୦୨: ଦୁର୍ନୀତି ଅଭିଯୋଗ ପ୍ରମ।ଣିତ ହେବ।ରୁ ବରିଷ୍ଠ ଆଇଏଏସ ଅଧିକ।ରୀ ବିନୋଦ କୁମ।ରଙ୍କୁ ଚ।କିରିରୁ ବରଖ।ସ୍ତ କଲେ ରାଜ୍ୟ ସରକାର। ବିନୋଦଙ୍କ ବରଖ।ସ୍ତ ନେଇ ର।ଜ୍ୟ ସରକ।ରଙ୍କ ସୁପ।ରିସକକୁ ମଞ୍ଜୁର କଲେ କେନ୍ଦ୍ର ସରକ।ର।ବିନୋଦ ଓଆରଏଚଡିସିର ପରିଚ।ଳନ। ନିର୍ଦ୍ଦେଶକ ଥିବ।ବେଳେ ୨୦୦୧ରେ ବିଭିନ୍ନ ନକଲି ଫ।ର୍ମ ତଥ। ବ୍ୟକ୍ତିଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖ।ଇ ୩୩ କୋଟି ୩୪ ଲକ୍ଷ ଟଙ୍କ। ବେଆଇନ ଭ।ବେ ମଂଜୁର କରିଥିଲେ । ଫଳରେ ସରକ।ରଙ୍କର ବହୁ କ୍ଷତି […]
Read More...
ଜିଲ୍ଲା 

ଆଇଏଏସ୍‌ ହୋଇ ଗର୍ବିତ କଲେ ଡାକ୍ତର ରୀନା ପ୍ରଧାନ

ଆଇଏଏସ୍‌ ହୋଇ ଗର୍ବିତ କଲେ ଡାକ୍ତର ରୀନା ପ୍ରଧାନ ଝାରସୁଗୁଡ଼ା,ସେପ୍‌ଟେମ୍ବର ୨୭: ପୌରାଞ୍ଚଳର ସରବାହାଲ ଠାରେ ପିତା ଧରଣୀଧର ପ୍ରଧାନ, ମାତା କଲ୍ୟାଣୀ ପ୍ରଧାନ ଏବଂ ଭାଇ ଆଶିଷ ରଞ୍ଜନ ପ୍ରଧାନଙ୍କ ସହ ରହୁଥିବା ଡାକ୍ତର ରୀନା ପ୍ରଧାନ ଗତ ୨୦୧୯ ମସିହାରୁ ଆଦିବାସୀ ଅଧ୍ୟୁଷିତ ନବରଂଗପୁର ଜିଲ୍ଲା ମାନମସି ଗାଁ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ । ତାଙ୍କର ପ୍ରାଥମିକ ଶିକ୍ଷା ଝାରସୁଗୁଡ଼ା ସରବାହାଲ ୟୁଜିଏମଇ ସ୍କୁଲ ଏବଂ ହାଇସ୍କୁଲ ଶିକ୍ଷା ଝାରସୁଗୁଡ଼ା ସରକାରୀ ହାଇସ୍କୁଲରେ ସମାପନ ପରେ ଝାରସୁଗୁଡ଼ା ମହିଳା […]
Read More...
Feature 

ଅଫିସର୍‌ଙ୍କ ପରିବା ବିକା !

ଅଫିସର୍‌ଙ୍କ ପରିବା ବିକା ! ଦିଲ୍ଲୀ: ଅଗଷ୍ଟ ୩୧: ସୋସିଆଲ ମିଡିଆରେ ସବୁବେଳେ ଅନେକ ଘଟଣା ଭାଇରାଲ ହୋଇଥାଏ । ସେହିଭଳି ଆଜିକାଲି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋଟିରେ ଜଣେ ଆଇଏସ୍‌ ଅଫିସର ପରିବା ବିକୁଛନ୍ତି । ଫଟୋଟି ଫେସ୍‌ବୁକ୍‌ରେ ଭାଇରାଲ ହେବାପରେ ଲୋକମାନେ ଏହା ପଛର କାରଣ ଜାଣିବାକୁ ଚାହିଁଥିଲେ । ତେବେ ଏହା ପଛର କାରଣ ଅତ୍ୟନ୍ତ ହୃଦୟସ୍ପର୍ଶୀ । ସେହି ଅଫିସର୍‌ ଜଣଙ୍କ କୌଣସି କାମରେ ସେହି ଗ୍ରାମକୁ ଯାଇଥିଲେ । […]
Read More...

Advertisement