Hurricane Ida
ବିଶ୍ବ 

ଆମେରିକାର ଉତ୍ତର-ପୂର୍ବରେ ‘ଇଡା’ର ପ୍ରଳୟ, ୪୫ ମୃତ

ଆମେରିକାର ଉତ୍ତର-ପୂର୍ବରେ ‘ଇଡା’ର ପ୍ରଳୟ, ୪୫ ମୃତ ଆମେରିକା: ସେପ୍‌ଟେମ୍ବର ୩ : ଉତ୍ତର-ପୂର୍ବ ଆମେରିକାରେ ‘ଇଡା’ ବାତ୍ୟା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୁଧବାର ବିଳମ୍ବିତ ରାତ୍ରିରେ ବାତ୍ୟା ଇଡାରେ ଆମେରିକାରେ ଅତି ପ୍ରବଳ ବର୍ଷା ହୋଇଥିଲା । ଏହାର ପ୍ରଭାବରେ ନଦୀରେ ବନ୍ୟା ଆସି ନୁ୍ୟୟର୍କ ଓ ମାମାରୋନେକ୍‌ ସହରରେ ପାଣି ପଶିଯାଇଛି । ମେରିଲ୍ୟାଣ୍ଡରୁ ନୁ୍ୟୟର୍କ ସହର ପର୍ଯ୍ୟନ୍ତ ଅତି କମ୍‌ରେ ୪୫ ଜଣଙ୍କର ମୃତୁ୍ୟ ଘଟିଥିବା ସୂଚନା ମିଳିଛି । ନୁ୍ୟୟର୍କରେ ପ୍ରାୟ ୧୨ ଜଣଙ୍କର ମୃତୁ୍ୟ […]
Read More...

Advertisement