Hrishikesh Roy
ଦେଶ- ବିଦେଶ 

‘ଏନ୍‌ଡିଏ’ ପରୀକ୍ଷା ଦେଇପାରିବେ ମହିଳା: ସୁପ୍ରିମକୋର୍ଟ

‘ଏନ୍‌ଡିଏ’ ପରୀକ୍ଷା ଦେଇପାରିବେ ମହିଳା: ସୁପ୍ରିମକୋର୍ଟ ଭୁବନେଶ୍ୱର: ଅଗଷ୍ଟ ୧୮: ମହିଳା ଏବେ ଏନ୍‌ଡିଏ (ନ୍ୟାସନାଲ ଡିଫେନ୍ସ ଏକାଡେମୀ) ପରୀକ୍ଷା ଦେଇ ସେନାରେ ଭର୍ତ୍ତି ହୋଇପାରିବେ ବୋଲି ସୁପ୍ରିମକୋର୍ଟ ଆଜି ରାୟ ପ୍ରକାଶ କରିଛନ୍ତି । ଆଗ୍ରହୀ ମହିଳା ପରୀକ୍ଷାର୍ଥୀଙ୍କୁ ଏନ୍‌ଡିଏ ପରୀକ୍ଷା ଦେବାର ଅନୁମତି ଦେବା ପାଇଁ ଆସିଥିବା ଏକ ଆବେଦନ ଉପରେ ବିଚାର କରି, ତାହାଳ ସପକ୍ଷରେ ରାୟ ଦେଇଛନ୍ତି । ଆଗାମୀ ସେପେଫମ୍ବର ମାସ ୫ ତାରିଖରେ ହେବାକୁ ଥିବା ଏନ୍‌ଡିଏ ପରୀକ୍ଷାରେ ମହିଳାମାନେ ବସିପାରିବାର ଅନୁମତି ଦେଇଛନ୍ତି । […]
Read More...

Advertisement