how to manage cyclone
ଓଡ଼ିଶା 

ବିପର୍ଯ୍ୟୟ ମୁକାବିଲା କୌଶଳ ଶିଖାଇବ ଓଡ଼ିଶା

ବିପର୍ଯ୍ୟୟ ମୁକାବିଲା କୌଶଳ ଶିଖାଇବ ଓଡ଼ିଶା ଭୁବନେଶ୍ୱର : ସେପ୍‌ଟେମ୍ବର ୩୦ : ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ଭୁବନେଶ୍ୱରରେ ଏକ ତାଲିମ ଶିବିର ଗତକାଲି ଆରମ୍ଭ ହୋଇଛି । ୯ ରାଜ୍ୟ ଓ ୪ ଟି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି । ବାତ୍ୟା କିମ୍ବା ବନ୍ୟା ପୂର୍ବ ପ୍ରସ୍ତୁତି ଓ ପରେ ପୁନଃଉଦ୍ଧାର କେମିତି କରାଯାଉଛି ତାହା ଉପରେ ଆଲୋଚନା ହେଉଛି । ଓଡ଼ିଶାର ବାତ୍ୟା ଓ ବନ୍ୟା ମୁକାବିଲା କରିବାରେ ଅନେକ ଅଭିଜ୍ଞତା ରହିଛି । […]
Read More...

Advertisement