hot iron worker half burnt
ଓଡ଼ିଶା 

SMC ସ୍ପଞ୍ଜ ଆଇରନ କାରଖାନାରେ ଅଘଟଣ,ଗରମ ଲୁହା ପଡି ଶ୍ରମିକ ଅର୍ଦ୍ଧଦଗ୍ଧ

SMC ସ୍ପଞ୍ଜ ଆଇରନ କାରଖାନାରେ ଅଘଟଣ,ଗରମ ଲୁହା ପଡି ଶ୍ରମିକ ଅର୍ଦ୍ଧଦଗ୍ଧ ଝାରସୁଗୁଡା : ଏସଏମସି ସ୍ପଞ୍ଜ ଆଇରନ କାରଖାନାରେ ଦୁର୍ଘଟଣା I ତରଳ ଲୁହା ପଡି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି I ତାଙ୍କ ଶରୀର ର ପ୍ରାୟ ୯୦ ପ୍ରତିଶତ ଅଂଶ ପୋଡ଼ିଯାଇଥିବା ସୂଚନା ମିଳିଛି I ଆହତ ଶ୍ରମିକଙ୍କ ନାଁ ମହାବୀର ମାଝୀ I ଶ୍ରମିକଙ୍କ ଚିକିତ୍ସାରେ ବିଳମ୍ବ ହେବାରୁ ସେଠାରେ କାମକରୁଥିବା ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି I ଘଟନାନୁସାରେ,ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅଧୀନ ହିର୍ମା ଗ୍ରାମରେ ଥିବା ଏସ୍ଏମ୍ସି ଷ୍ଟିଲ ଓ […]
Read More...

Advertisement