କେମିତି ପାଳିବେ ସୁଦଶାବ୍ରତ
ସମୟ ଲାଇଭ୍,୭/୧୦: ଆଜି ବିବାହିତା ନାରୀମାନେ ସୁଦଶା ବ୍ରତ ପାଳନ କରୁଛନ୍ତି। ଜାଣନ୍ତୁ ଏହାର ପୂଜାବିଧି ଯେକୌଣସି ମଙ୍କସର ଶୁକ୍ଳପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ ସୁଦଶା ବ୍ରତ ପାଳନ କରାଯାଏ। ଆରମ୍ଭ ବର୍ଷ କାଳଶୁଦ୍ଧି ଥିଲେ ହିଁ ଏହି ପୂଜା କରାଯାଏ। ଏହି ବ୍ରତ ଥରେ ଆରମ୍ଭ କଲେ ସାରା ଜୀବନ କରିବାକୁ ପଡ଼ିଥାଏ। ଏହି ପୂଜା ପାଇଁ ଦଶ ପ୍ରକାରର ଫୁଲ, ଦଶ ପ୍ରକାରର ଫଳ, ଦଶ ଅକ୍ଷତ, ଦଶଦୁର୍ବା ଦଶଖିଅ ଯୁକ୍ତ ବ୍ରତ ଓ […]
ସମୟ ଲାଇଭ୍,୭/୧୦: ଆଜି ବିବାହିତା ନାରୀମାନେ ସୁଦଶା ବ୍ରତ ପାଳନ କରୁଛନ୍ତି। ଜାଣନ୍ତୁ ଏହାର ପୂଜାବିଧି
ଯେକୌଣସି ମଙ୍କସର ଶୁକ୍ଳପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ ସୁଦଶା ବ୍ରତ ପାଳନ କରାଯାଏ। ଆରମ୍ଭ ବର୍ଷ କାଳଶୁଦ୍ଧି ଥିଲେ ହିଁ ଏହି ପୂଜା କରାଯାଏ। ଏହି ବ୍ରତ ଥରେ ଆରମ୍ଭ କଲେ ସାରା ଜୀବନ କରିବାକୁ ପଡ଼ିଥାଏ।
ଏହି ପୂଜା ପାଇଁ ଦଶ ପ୍ରକାରର ଫୁଲ, ଦଶ ପ୍ରକାରର ଫଳ, ଦଶ ଅକ୍ଷତ, ଦଶଦୁର୍ବା ଦଶଖିଅ ଯୁକ୍ତ ବ୍ରତ ଓ ଦଶଟି ମଣ୍ଡାପିଠା ସହ ଅନ୍ୟାନ୍ୟ ପୂଜା ସାମଗ୍ରୀ ଆବଶ୍ୟକ ପଡ଼ିଥାଏ।
ମହାଲକ୍ଷ୍ମୀଙ୍କୁ ପୂଜା କରିବା ସହ ମହାଲକ୍ଷ୍ମୀ ସ୍ତୋତ୍ର ପାଠ କରାଯିବାର ବିଧି ରହିଛି। ପୂଜା ଶେଷରେ ବିବାହିତା ନାରୀମାନେ ବ୍ରତଧାରଣ କରନ୍ତି।
Tags:




