୧୮.୧୦.୨୦୨୬ ରବିବାର
ଆଶ୍ବିନ ଶୁକ୍ଳ ସପ୍ତମୀ
ମେଷ: ବ୍ୟବସାୟରେ ସ୍ବଳ୍ପ ଲାଭ, ଗୃହେ ସହଯୋଗ, ଶରୀର ସୁସ୍ଥ, ଅର୍ଥସମସ୍ୟା, ଅଯଥା କଳହ, ଶତ୍ରୁସମସ୍ୟା, ଦ୍ରବ୍ୟଲାଭ, ଅନୁଷ୍ଠାନରୁ ଲାଭ, ବନ୍ଧୁସାହାଯ୍ୟ, ଦାମ୍ପତ୍ୟ ସୁଖ, ସମ୍ପତ୍ତିବିବାଦ, ଦୂରଯାତ୍ରା। ଅଶ୍ବିନୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-କୁବେର ଭଗବାନ
ବୃଷ: ମାନସିକ ଶାନ୍ତି, ଯାତ୍ରାରେ ସତର୍କ, ପାରିବାରିକ ସମସ୍ୟା, କର୍ମକ୍ଷେତ୍ରେ ପରିଶ୍ରମ, ବ୍ୟବସାୟରେ ସଫଳ, ପ୍ରୀତି ବୃଦ୍ଧି, ବନ୍ଧୁସାହାଯ୍ୟ, ଶାରୀରିକ କଷ୍ଟ, ଅଯଥା ବିବାଦ, ଶତ୍ରୁସମସ୍ୟା, ବନ୍ଧୁଗୃହେ ଯାତ୍ରା । କୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୬, ଆରାଧନା- ମା’ ଭଗବତୀ
ମିଥୁନ: ସମ୍ପର୍କରେ ଉନ୍ନତି, ମାନସିକ ଶାନ୍ତି, ଶରୀର ସୁସ୍ଥ, ଗୃହେ ସହଯୋଗ, ଦାମ୍ପତ୍ୟସୁଖ, ସନ୍ତାନସୁଖ, ବ୍ୟବସାୟରେ ଲାଭ, ସମ୍ପତ୍ତିଲାଭ, ଅଳ୍ପ ବିରୋଧ, ନୂତନ କର୍ମେ ଖୁସି, ଖୁସିଖବର, ସ୍ବଜନ ବିବାଦ ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ଶଙ୍କର ଭଗବାନ।
କର୍କଟ: ସୁସମ୍ବାଦ, ନୂତନ କର୍ମଆରମ୍ଭ, ମାନସିକ ଖୁସି, ଶତ୍ରୁ ପରାଜିତ, ବିଦେଶ ଭ୍ରମଣ, ଦେବଦର୍ଶନ, ଅର୍ଥଲାଭ, ସନ୍ତାନଖୁସି, ଶରୀର ସୁସ୍ଥ, ଗୃହେ ସହଯୋଗ, କର୍ମକ୍ଷେତ୍ରେ ସମ୍ମାନ, ବିଦ୍ୟାରେ ସଫଳତା ପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୮, ଆରାଧନା-ମହାଲକ୍ଷ୍ମୀ
ସିଂହ: ଋଣଭ୍ରାର ବୃଦ୍ଧି, କିଛି କାର୍ଯ୍ୟରେ ସମସ୍ୟା, ସନ୍ତାନସମସ୍ୟା, ବ୍ୟବସାୟରେ ଶତ୍ରୁତା, ଶରୀର କଷ୍ଟ, ମାନସିକ ଅବସାଦ, ନୂତନ କର୍ମପ୍ରତି ଅାଗ୍ରହ, ବନ୍ଧୁଲାଭ, ସମ୍ପତ୍ତି ସମସ୍ୟା, ବିଶିଷ୍ଠ ବ୍ୟକ୍ତି ସହାୟତା, ବିଦ୍ୟାରେ ସଫଳ। ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ମାଟିଆ, ସଂଖ୍ୟା-୪, ଆରାଧନା-ପ୍ରଭୁ ହନୁମାନ
କନ୍ୟା: କାର୍ଯ୍ୟରେ ବିଳମ୍ବ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶୁଭଖବର, ସମ୍ମାନଲାଭ, ଦୂରଯାତ୍ରା ସଫଳ, ସନ୍ତାନ ସମସ୍ୟା, ପାରିବାରିକ ବିରୋଧ, ଦେବଦର୍ଶନ, ସ୍ବାଦିଷ୍ଠ େଭାଜନ, ଶତ୍ରୁପରାଜିତ, ଦାମ୍ପତ୍ୟସୁଖ। ଉତ୍ତରାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୭, ଆରାଧନା-ମା’ େକାଚିଲାଇ।
ତୁଳା: ଶୁଭଖବର, ନୂତନ କର୍ମଲାଭ, ବ୍ୟବସାୟରେ ଉନ୍ନତି, ମାନସିକ ଶାନ୍ତି, ଅଯଥା କଳହ, ବନ୍ଧୁଲାଭ, ସନ୍ତାନଖୁସି, ସୁମିଷ୍ଠ ଭୋଜନ,ଶରୀର ସୁସ୍ଥ, ସମ୍ପତ୍ତିଲାଭ, ଅର୍ଥସମସ୍ୟା ଦୂର, ବିଦ୍ୟାରେ ସଫଳତା। ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୮, ଆରାଧନା-ଶଙ୍କର ଭଗବାନ
ବିଛା: ସମ୍ପତ୍ତିବିବାଦ, ଶତ୍ରୁସମସ୍ୟା, କର୍ମକ୍ଷେତ୍ରେ ସଫଳ, ଦୂରଯାତ୍ରା, ଅନୁଷ୍ଠାନରୁ ଲାଭ, ଦାମ୍ପତ୍ୟସୁଖ, ବନ୍ଧୁ ସହଯୋଗ, କ୍ରୟବିକ୍ରୟ, ବ୍ୟବସାୟିକ କଷ୍ଟ, ଶୁଭକାର୍ଯ୍ୟରେ ଧନବ୍ୟୟ, ଲୋକସମ୍ପର୍କ ବୃଦ୍ଧି। ଅନୁରାଧ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା- ଭଗବାନ ବିଷ୍ଣୁ
ଧନୁ: ସଫଳତା, କର୍ମକ୍ଷେତ୍ରେ ପ୍ରଶଂସା, ସମ୍ମାନଲାଭ, ଅର୍ଥଲାଭ, ମାନସିକ ଶାନ୍ତି, ଭୂସମ୍ପତ୍ତିଲାଭ, େଲାକସମ୍ପର୍କ ବୃଦ୍ଧି, ଦୂରଯାତ୍ରା, ଶତ୍ରୁ ପରାଜିତ, ମାମଲା ସମାଧାନ, ଦାମ୍ପତ୍ୟଖୁସି, ସନ୍ତାନଲାଭ। ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୦, ଆରାଧନା-ପ୍ରଭୁ ରାଧାକୃଷ୍ଣ
ମକର: ଅପମାନଯୋଗ, ଅର୍ଥସମସ୍ୟା, ଶରୀର କଷ୍ଟ, ବନ୍ଧୁସାହାଯ୍ୟ, ଅଯଥା ବିବାଦ ସନ୍ତାନଖୁସି, ବିଦେଶ ଯାତ୍ରା, ଦେବଦର୍ଶନ, ଯାତ୍ରାରେ ସତର୍କତା, ବ୍ୟବସାୟିକ କଷ୍ଟ, ପୁରାତନ ବନ୍ଧୁ ଦର୍ଶନ, ଦାମ୍ପତ୍ୟଖୁସି। ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗେଣି, ସଂଖ୍ୟା-୭, ଆରାଧନା-ମା’ ଗୌରୀ
କୁମ୍ଭ: ଖୁସିଖବର ଧନଲାଭ, ଯାତ୍ରା ସଫଳ, ବ୍ୟବସାୟରେ ଉନ୍ନତି, ଭୂସମ୍ପତ୍ତିଲାଭ, ବିଶିଷ୍ଠ ବ୍ୟକ୍ତି ସହାୟତା, ଶତ୍ରୁସମସ୍ୟା, ଦେବକାର୍ଯ୍ୟରେ ତତ୍ପର, ପାରିବାରିକ ସହଯୋଗ, ଖୁସି ଖବର। ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୧୦, ଆରାଧନା- ମା’ ଦକ୍ଷିଣକାଳୀ।
ମୀନ: କାର୍ଯ୍ୟ ସଫଳ, ବନ୍ଧୁଲାଭ, ନୂତନ କର୍ମନିଯୁକ୍ତି, ଅର୍ଥଲାଭ, ଦୂରଯାତ୍ରା ସଫଳ, ବିବାଦ ସମାଧାନ, ସନ୍ତାନଲାଭ, ଦେବଦର୍ଶନ, ପ୍ରତ୍ୟେକ କାର୍ଯ୍ୟରେ ସଫଳ । ଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୮, ଆରାଧନା- ଶଙ୍କର ଭଗବାନ




