୨୩.୯.୨୦୨୬ ବୁଧବାର

ଭାଦ୍ରବ ଶୁକ୍ଳ ପକ୍ଷ ଦ୍ବାଦଶୀ,

୨୩.୯.୨୦୨୬  ବୁଧବାର
Ipsita Picture
By: Ipsita
Published On

 

ମେଷ: ବ୍ୟବସାୟରେ ସ୍ବଳ୍ପ ଲାଭ, ଗୃହେ ସହଯୋଗ, ଶରୀର ସୁସ୍ଥ, ଅର୍ଥସମସ୍ୟା, ଅଯଥା କଳହ, ଶତ୍ରୁସମସ୍ୟା, ଦ୍ରବ୍ୟଲାଭ, ଅନୁଷ୍ଠାନରୁ ଲାଭ, ବନ୍ଧୁସାହାଯ୍ୟ, ଦାମ୍ପତ୍ୟସୁଖ, ସମ୍ପତ୍ତିବିବାଦ, ଦୂରଯାତ୍ରାଅଶ୍ବିନୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଅାରାଧନା-କୁବେର ଭଗବାନ

ବୃଷ: ମାନସିକ ଶାନ୍ତି, ଯାତ୍ରାରେ ସତର୍କ, ପାରିବାରିକ ସମସ୍ୟା, କର୍ମକ୍ଷେତ୍ରେ ପରିଶ୍ରମ, ବ୍ୟବସାୟରେ ସଫଳ, ପ୍ରୀତିବୃଦ୍ଧି, ବନ୍ଧୁ ସାହାଯ୍ୟ, ଶାରୀରିକ କଷ୍ଟ, ଅଯଥା ବିବାଦ, ଶତ୍ରୁସମସ୍ୟା, ବନ୍ଧୁଗୃହେ ଯାତ୍ରାକୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-, ଆରାଧନା-ମାଭଗବତୀ

ମିଥୁନ: ସମ୍ପର୍କରେ ଉନ୍ନତି, ମାନସିକ ଶାନ୍ତି, ଶରୀର ସୁସ୍ଥ, ଦାମ୍ପତ୍ୟସୁଖ, ସନ୍ତାନସୁଖ, ବ୍ୟବସାୟିକ ଲାଭ, ସମ୍ପତ୍ତିଲାଭ, ନୂତନ କର୍ମେ ଖୁସି, ଖୁସି ଖବର, ସ୍ବଜନ ବିବାଦ, ଶୁଭ ଆଲୋଚନାଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା -ଶଙ୍କର ଭଗାବାନ

କର୍କଟ: ସୁସମ୍ବାଦ, ନୂତନ କର୍ମଆରମ୍ଭ, ଶତ୍ରୁ ପରାଜିତ ବିଦେଶ ଭ୍ରମଣ, ଦେବଦର୍ଶନ, ଅର୍ଥଲାଭ, ସନ୍ତାନଖୁସି, ଶରୀର ସୁସ୍ଥ, ଗୃହେ ସହଯୋଗ, ପୁରାତନ ବନ୍ଧୁଲାଭ, କର୍ମକ୍ଷେତ୍ରେ ସମ୍ମାନ, ବିଦ୍ୟାରେ ସଫଳତା୤ ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-,  ଆରାଧନା-ମାମହାଲକ୍ଷ୍ମୀ

ସିଂହ: ଋଣଭାର ବୃଦ୍ଧି, କିଛି କାର୍ଯ୍ୟରେ ସମସ୍ୟା, ସନ୍ତାନସମସ୍ୟା, ବ୍ୟବସାୟରେ ଶତ୍ରୁତା, ଶରୀର କଷ୍ଟ, ମାନସିକ ଅବସାଦ, ନୂତନ କର୍ମପ୍ରତି ଅାଗ୍ରହ, ବନ୍ଧୁଲାଭ, ସମ୍ପତ୍ତି ସମସ୍ୟା, ବିଶିଷ୍ଠ ବ୍ୟକ୍ତି ସହାୟତା, ବିଦ୍ୟାରେ ସଫଳମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ମାଟିଆ, ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ

କନ୍ୟା:  କାର୍ଯ୍ୟରେ ବିଳମ୍ବ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶୁଭଖବର, ସମ୍ମାନଲାଭ, ଦୂରଯାତ୍ରା ସଫଳ, ସନ୍ତାନସମସ୍ୟା, ପାରିବାରିକ ବିରୋଧ, େଦବଦର୍ଶନ, ଶତ୍ରୁ ପରାଜିତ ଦାମ୍ପତ୍ୟ ସୁଖ ଉତ୍ତରାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-, ଆରାଧନା-ମାେକାଚିଲାଇ

ତୁଳା: ଶୁଭଖବର, ନୂତନ କର୍ମଲାଭ, ବ୍ୟବସାୟରେ ଉନ୍ନତି, ମାନସିକ ଶାନ୍ତି, ଅଯଥା କଳହ, ବନ୍ଧୁଲାଭ, ଅତିଥÒଚର୍ଚ୍ଚା, ସୁମିଷ୍ଠ ଭୋଜନ, ଶରୀର ସୁସ୍ଥ, ସମ୍ପତ୍ତିଲାଭ ଅର୍ଥସମସ୍ୟା ଦୂର, ବିଦ୍ୟାରେ ସଫଳତାସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

ବିଛା: ସମ୍ପତ୍ତିବିବାଦ, ଶତ୍ରୁସମସ୍ୟା, କର୍ମକ୍ଷେତ୍ରେ ସଫଳ, ଦୂରଯାତ୍ରା, ଅନୁଷ୍ଠାନରୁ ଲାଭ, ଦାମ୍ପତ୍ୟସୁଖ, ବନ୍ଧୁ ସହଯୋଗ, କ୍ରୟବିକ୍ରୟ, ବ୍ୟବସାୟିକ କଷ୍ଟ, ଶୁଭକାର୍ଯ୍ୟରେ ଧନବ୍ୟୟ, ଲୋକସମ୍ପର୍କ ବୃଦ୍ଧି ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ଭଗବାନ ବିଷ୍ଣୁ

ଧନୁ: ସଫଳତା, କର୍ମକ୍ଷେତ୍ରେ ପ୍ରଶଂସା, ସମ୍ମାନଲାଭ, ଅର୍ଥଲାଭ, ମାନସିକ ଶାନ୍ତି, ଭୂସମ୍ପତ୍ତିଲାଭ, ଲୋକସମ୍ପର୍କ ବୃଦ୍ଧି, ଦୂରଯାତ୍ରା, ଶତ୍ରୁ ପରାଜିତ, ମାମଲା ସମାଧାନ, ପଡ଼ୋଶି କଳାହ, ଦାମ୍ପତ୍ୟସୁଖ, ସନ୍ତାନଲାଭ୤ ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୦, ଆରାଧନା-ପ୍ରଭୁ ରାଧାବହ୍ଲଭ

ମକର: ଅପମାନଯୋଗ, ଅର୍ଥସମସ୍ୟା, ଶରୀର କଷ୍ଟ, ବନ୍ଧୁସାହାଯ୍ୟ, ଅଯଥା ବିବାଦ, ଶୁଭ ଆଲୋଚନା, ବିଦେଶ ଯାତ୍ରା, ଦେବଦର୍ଶନ, ଯାତ୍ରାରେ ସତର୍କତା, ବ୍ୟବସାୟିକ କଷ୍ଟ, ଦାମ୍ପତ୍ୟ ସୁଖଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-, ଆରାଧନା- ମା’  ମାଣିକେଶ୍ବରୀ

କୁମ୍ଭ: ଖୁସିଖବର, ଧନଲାଭ, ଯାତ୍ରା ସଫଳ,  ବ୍ୟବସାୟରେ ଉନ୍ନତି, ଭୂସମ୍ପତ୍ତିଲାଭ, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ବନ୍ଧୁ ଦର୍ଶନ, ଶତ୍ରୁସମସ୍ୟା, େଦବକାର୍ଯ୍ୟରେ ତତ୍ପର, ପାରିବାରିକ ସହଯୋଗ, ଖୁସିଖବରଶତଭିଷାା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୧୦, ଆରାଧନା-ମାଦକ୍ଷିଣକାଳୀ

ମୀନ: କାର୍ଯ୍ୟ ସଫଳ, ବନ୍ଧୁଲାଭ, ନୂତନ କର୍ମନିଯୁକ୍ତି, ଅର୍ଥଲାଭ, ଦୂରଯାତ୍ରା ସଫଳ,ବିବାଦ ସମାଧାନ, ସନ୍ତାନଲାଭ, େଦବଦର୍ଶନ, ପ୍ରତ୍ୟେକ କାର୍ଯ୍ୟ ସଫଳ, ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

Tags: