୧୫.୯.୨୦୨୬ ମଙ୍ଗଳବାର

ଭାଦ୍ରବ ଶୁକ୍ଳ ପଞ୍ଚମୀ

୧୫.୯.୨୦୨୬  ମଙ୍ଗଳବାର
Ipsita Picture
By: Ipsita
Published On

 

 

ମେଷ: ପ୍ରୀତିଲାଭ, ସଙ୍ଗଠନମୂଳକ କାର୍ଯ୍ୟରେ ବିଜୟ, ପୁରାତନ ବିବାଦ ସମାଧାନ, ଅର୍ଥଲାଭ, ମାନସିକ ଶାନ୍ତି, ବ୍ୟବସାୟରେ ସ୍ବଳ୍ପ ଲାଭଭରଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ, ସଂଖ୍ୟା-, ଆରାଧନା- ମାସନ୍ତୋଷୀ୤

ବୃଷ: ସମ୍ପର୍କରେ ଉନ୍ନତି, ଆର୍ଥିକଚିନ୍ତା, ଅନୁଷ୍ଠାନରେ େଯାଗଦାନ, ପାରିବାରିକ ସମସ୍ୟା ଦୂର, ସମ୍ପତ୍ତି ସମସ୍ୟା, ଗଠନମୂଳକ କାର୍ଯ୍ୟରେ ଶାନ୍ତି, ଶରୀର ସୁସ୍ଥରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ

ମିଥୁନ: କର୍ମକ୍ଷେତ୍ରେ ଖୁସି, ଦୂରଯାତ୍ରା ସଫଳ, ବିବାଦ ସମାଧାନ, ଶୁଭ ଆଲୋଚନା, ବନ୍ଧୁଲାଭ, ଅର୍ଥଲାଭ, ନୂତନ ନିଯୁକ୍ତି, ଦେବକାର୍ଯ୍ୟରେ ସନ୍ତୁଷ୍ଟଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଇସତ୍ ଲାଲ, ସଂଖ୍ୟା-, ଆରାଧନା- ମାମହାଲକ୍ଷ୍ମୀ

କର୍କଟ: ଶୁଭକାର୍ଯ୍ୟରେ ଧନବ୍ୟୟ, ଅଯଥା ଅଶାନ୍ତି, ବନ୍ଧୁସହଯୋଗ,  ନୂତନ ନିଯୁକ୍ତି, ଦୁରଯାତ୍ରାରେ ଖୁସି, ପୁରାତନ ବନ୍ଧୁମିଳନ, ପୈତୃକ ସମ୍ପତ୍ତିରେ ବିବାଦଅଶ୍ଳେଷା- ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶି, ସଂଖ୍ୟା-, ଆରାଧନା- ମା’  ବଗଳାମୁଖୀ

ସିଂହ: ନୂତନ କର୍ମପାଇଁ ଖୁସି, ସମ୍ମାନଲାଭ, ପୁରାତନ ରୋଗରୁ ମୁକ୍ତି, ସମସ୍ୟା ସମାଧାନ, ଗୃହେ ସହଯୋଗ, ଅର୍ଥଲାଭ, ଦ୍ରବ୍ୟପ୍ରାପ୍ତି, ବନ୍ଧୁ ସହଯୋଗପୂର୍ବାପାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-, ଆରାଧନା-ବାବା ଲୋକନାଥ

କନ୍ୟା: ଯାତ୍ରାରେ ଲାଭ, ହେବାକାର୍ଯ୍ୟ ବିଳମ୍ବ, ବନ୍ଧୁସାହାଯ୍ୟ, ଶରୀର ସୁସ୍ଥ, ଅନୁଷ୍ଠାନରୁ ଲାଭ, ସମ୍ପତ୍ତିଲାଭ, ଶତ୍ରୁ ପରାଜିତ, ନୂତନ ନିଯୁକ୍ତିହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୧୦, ଆରାଧନା-ପ୍ରଭୁ ଜଗନ୍ନାଥ

ତୁଳା: ଆର୍ଥିକ ଲାଭ, ଦାମ୍ପତ୍ୟଖୁସି, ମାନସମ୍ମାନ ପ୍ରାପ୍ତି, ଶରୀର ସୁସ୍ଥ, ଦୂରଯାତ୍ରା ସଫଳ, ଶୁଭ ଆଲୋଚନା, ପୁରାତନ ବନ୍ଧୁମିଳନ, ଦ୍ରବ୍ୟଲାଭ, ସନ୍ତାନଲାଭସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୨, ଆରାଧନା-ଗାଈକୁ ଖାଇବାକୁ ଦିଅନ୍ତୁ

ବିଛା: ଭାବିଥÒବା କାର୍ଯ୍ୟରେ ବିଘ୍ନ, ସମ୍ପତ୍ତିସମସ୍ୟା, ଶତ୍ରୁ ସମସ୍ୟା, ସ୍ବଜନ ବିରୋଧୀ, ଅନୁଷ୍ଠାନରୁ ଲାଭ, ଅଳ୍ପ ବିବାଦ ସମାଧାନ, ଅର୍ଥ ସମସ୍ୟା ଅାସିପାରେ ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-, ଆରାଧନା-ପ୍ରଭ ୁ ନୃସିଂହ

ଧନୁ: କର୍ମକ୍ଷେତ୍ରେ ଶାନ୍ତି, ଶାରୀରିକ ପରିଶ୍ରମ, ହଠାତ୍ ଅସୁସ୍ଥତା ଅାସିପାରେ, ଶୁଭଖବର, ସମସ୍ତ କାର୍ଯ୍ୟ ପାଇଁ ଶାନ୍ତି, ବ୍ୟବସାୟରେ ସ୍ବଳ୍ପ ଲାଭ, ଦାମ୍ପତ୍ୟ ଖୁସି, ବିବାଦ ସମାଧାନ, ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଇସତ୍ ଲାଲ, ସଂଖ୍ୟା-୧୦, ଆରାଧନା- ମାଭଗବତୀ

ମକର: ପୈତୃକ ସମ୍ପତ୍ତିଲାଭ, ଶୁଭଖବର, ଅର୍ଥପ୍ରାପ୍ତି, ବିଭିନ୍ନ କାର୍ଯ୍ୟରେ ସନ୍ତୋଷ, ଅଯଥା କଷ୍ଟ, ପୁରାତନ ଦ୍ରବ୍ୟଲାଭ, ଶରୀର ସୁସ୍ଥଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୧୦, ଆରାଧନା- ମାକନ୍ୟାକୁମାରୀ

କୁମ୍ଭ: ମାନସିକ ଶାନ୍ତି, ପରିବାରରେ ଲାଭ ଓ ହସଖୁସି, ଦୂରଯାତ୍ରା, ଦାମ୍ପତ୍ୟଖୁସି, ଅନୁଷ୍ଠାନରୁ ଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ସନ୍ତାନପ୍ରାପ୍ତିଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗେଣି, ସଂଖ୍ୟା-, ଆରାଧନା- ମାଦୁର୍ଗା

ମୀନ: ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଲାଗି ଚିନ୍ତା, ବନ୍ଧୁଦର୍ଶନ, ବିବାଦ ସମାଧାନ, କର୍ମକ୍ଷେତ୍ରେ ସଫଳତା, େଲାକସମ୍ପର୍କ ବୃଦ୍ଧି, ସୁମିଷ୍ଠ ଭୋଜନ, ଦୂରଯାତ୍ରା ସଫଳ, ଶତ୍ରୁସମସ୍ୟାପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା- ପ୍ରଭୁ ଜଗନ୍ନାଥ

Tags: