୧୦.୯.୨୦୨୬ ଗୁରୁବାର
ଭାଦ୍ରବ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ,
ମେଷ: ମାନସିକ େକ୍ଳଶ, ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁ ସହଯୋଗ, ଶରୀର ଅସୁସ୍ଥ, ଦୂରଯାତ୍ରା, େଦବକାର୍ଯ୍ୟ, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ସ୍ବଜନ ବିରୋଧ, ଉଚ୍ଚଆଶା ବିଫଳ କୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍, ସଂଖ୍ୟା-୪, ଆରାଧନା-ମା’ ଧୂମାବତୀ
ବୃଷ: ସ୍ବାସ୍ଥ୍ୟରେ ଉନ୍ନତି, ଆର୍ଥିକ ସହଯୋଗ, ତୀର୍ଥାଟନ, ପାରିବାରିକ ସହଯୋଗ, ଉତ୍ସବରେ ଅାନନ୍ଦ, ବ୍ୟବସାୟରେ ଉନ୍ନତି, ଶତ୍ରୁସମସ୍ୟା, ନୂତନ କାର୍ଯ୍ୟାରମ୍ଭ, ଦାମ୍ପତ୍ୟ ଖୁସି, ସନ୍ତାନକଷ୍ଟ ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୭, ଆରାଧନା-ପ୍ରଭୁ ଜଗନ୍ନାଥ
ମିଥୁନ: ଅର୍ଥଖର୍ଚ୍ଚ, ଶୁଭକାର୍ଯ୍ୟ, ବନ୍ଧୁଗୃହେ ଯାତ୍ରା, ଶତ୍ରୁ ସମାଧାନ, ଗୃହେ ଉତ୍ସବ, ସୁମିଷ୍ଠ ଭୋଜନ, ଶରୀର କଷ୍ଟ, ଦେବଦର୍ଶନ, ବ୍ୟବସାୟରେ ସ୍ବଳ୍ପ ଲାଭ, ଲୋକସମ୍ପର୍କ ବୃଦ୍ଧି ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା-ମହାଲକ୍ଷ୍ମୀ।
କର୍କଟ: ସଫଳତା, ବନ୍ଧୁଲାଭ, ସମ୍ମାନପ୍ରାପ୍ତି, ଅର୍ଥପ୍ରାପ୍ତି, େଦବକାର୍ଯ୍ୟରେ ସନ୍ତୁଷ୍ଟ, ବିବାଦ ସମାଧାନ, ଉଚ୍ଚଆଶା ପୂର୍ଣ୍ଣ, ସ୍ତ୍ରୀହେତୁକ ଧନପ୍ରାପ୍ତି, ଶରୀର ଅସୁସ୍ଥ ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୧୨, ଆରାଧନା-ଭଗବାନ ଶଙ୍କର
ସିଂହ: ଯାତ୍ରାଜନିତ କ୍ଳେଶ, ଅର୍ଥଖର୍ଚ୍ଚ, ସୁମିଷ୍ଠ ଭୋଜନପ୍ରାପ୍ତି, ସହଯୋଗ, ଅଳ୍ପସମସ୍ୟା, ତୀର୍ଥାଟନ, ବନ୍ଧୁବିରୋଧ, ପାରିବାରିକ ସମସ୍ୟା, ଅର୍ଥକୁନେଇ ବିବାଦ, କର୍ମକ୍ଷେତ୍ରେ ମିତ୍ରତା ଉତ୍ତରାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-ମା’ ଦକ୍ଷିଣକାଳୀ
କନ୍ୟା: ମର୍ଯ୍ୟାଦାଲାଭ, ଶୁଭଖବର, ଉଚ୍ଚଆଶା ପୂର୍ଣ୍ଣ, ବ୍ୟବସାୟରେ ଲାଭ, ଶତ୍ରୁ ପରାଜିତ, ପିଲାଙ୍କପାଇଁ ଶୁଭଖବର, ଶରୀର ସୁସ୍ଥ, ଶୁଭ ଅାଲୋଚନା ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୦, ଆରାଧନା-ମା’ କମଳା।
ତୁଳା: ଆୟବୃଦ୍ଧି, ଶତ୍ରୁସମସ୍ୟା, ଶାରୀରିକ କ୍ଳେଶ, ଗୃହେ ଉତ୍ସବ, ଦେବଦର୍ଶନ, ବନ୍ଧୁଲାଭ, ଦ୍ରବ୍ୟପ୍ରାପ୍ତି, ବ୍ୟବସାୟ ଅାରମ୍ଭ, ହଠାତ୍ ଦୂରଯାତ୍ରା, ମାନସିକ ଶାନ୍ତି ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା-ଶଙ୍କର ଭଗବାନ
ବିଛା: ବିଘ୍ନ ଘଟିବ, ଶତ୍ରୁସମସ୍ୟା, ଅଳ୍ପଖୁସି, ଜମିଜମା ଗଣ୍ଡଗୋଳ, ଆଶାରେ ବାଧା, ସମ୍ପର୍କହାନି, ଶରୀର କଷ୍ଟ, ଅଳ୍ପଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ । ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୩, ଆରାଧନା-ବିଷ୍ଣୁ ଭଗବାନ
ଧନୁ: କର୍ମକ୍ଷେତ୍ରେ ଲାଭ, ଉଚ୍ଚଆଶାରେ ବାଧା, ଶାରୀରିକ କ୍ଳେଶ, ଦେବକାର୍ଯ୍ୟରେ ଖୁସି, ଶତ୍ରୁସମସ୍ୟା, ଗୃହେ ଉତ୍ସବ, ଦାମ୍ପତ୍ୟସୁଖ, ବ୍ୟବସାୟରେ ଖୁସି, ବିଦ୍ୟାରେ ସଫଳ ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୫, ଆରାଧନା-ମା’ ବଗଳାମୁଖୀ
ମକର: ବନ୍ଧୁଲାଭ, ଅାଶା ପୂର୍ଣ୍ଣ, ବ୍ୟବସାୟରେ ଲାଭ, ଦୂରଯାତ୍ରା, ଶତ୍ରୁସମସ୍ୟା, ଶାରୀରିକ େକ୍ଳଶ, ଅତିଥÒଚର୍ଚ୍ଚା, ଖର୍ଚ୍ଚାନ୍ତଯୋଗ ଧନିଷ୍ଠା ନକ୍ଷତ୍ର-ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୬, ଆରାଧନା-ମା’ ମଙ୍ଗଳା
କୁମ୍ଭ: ନୂତନ ଅାୟ, େଦବକାର୍ଯ୍ୟ, ଅର୍ଥଲାଭ, ସୁସମ୍ପର୍କ, ଶରୀର କଷ୍ଟ, ଶତ୍ରୁକଷ୍ଟ, ଆଶା ବିଫଳ, ତୀର୍ଥାଟନ, ଗୃହେ ଅାନନ୍ଦ, କିଛି କାର୍ଯ୍ୟରେ ବିବାଦ ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୮, ଆରାଧନା- ମା’ ପାର୍ବତୀ
ମୀନ: ଅସନ୍ତୋଷ, କର୍ମକ୍ଷେତ୍ରେ ସମସ୍ୟା, ସ୍ବଳ୍ପଲାଭ, ଦେବକାର୍ଯ୍ୟରେ ଖୁସି, ନୂତନ ନିଯୁକ୍ତି, ପାରିବାରିକ ଖୁସି, ତୀର୍ଥାଟନ, ଗାଡ଼ିମୋଟର ଚାଳନାରେ ସାବଧାନ, ଉଚ୍ଚଆଶା ବିଫଳ ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା- ମା’ ଭଗବତୀ




