୧୦.୮.୨୦୨୬ ସୋମବାର

ଶ୍ରାବଣ କୃଷ୍ଣ ଦ୍ବାଦଶୀ

୧୦.୮.୨୦୨୬  ସୋମବାର
Ipsita Picture
By: Ipsita
Published On

 

 

ମେଷ: ମାନସମ୍ମାନ ହାନି, ପରିବାରରେ ବିରୋଧ, ମୂଲ୍ୟବାନ ପଦାର୍ଥ ନଷ୍ଟ, ମନ ଅସ୍ଥ଄ର, ବ୍ୟବସାୟରେ ସ୍ବଳ୍ପ ଲାଭ, କର୍ମକ୍ଷେତ୍ରରେ ମିତ୍ରତା, ଦୂର ସ୍ଥାନକୁ ଯାତ୍ରା, ମାନସିକ ଅସ୍ଥ଄ରତାଦ୍ବିଜା ମେଷ- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଲାଲ, ସଂଖ୍ୟା-, ଆରାଧନା- ମାବଗଳାମୁଖୀ

ବୃଷ: ବାଦବିବାଦ, ସ୍ବାସ୍ଥ୍ୟ ପ୍ରତି ସତର୍କ, ଅଧÒକ ଖର୍ଚ୍ଚ, ମନ ଅସ୍ଥ଄ର, ଶତ୍ରୁ ରହିବେ, କର୍ମକ୍ଷେତ୍ରରେ ଖୁସି, ବନ୍ଧୁ ବିଚ୍ଛେଦ, ପାରିବାରିକ ସହଯୋଗକୃତ୍ତିକା ବୃଷ- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ମହାଲକ୍ଷ୍ମୀ

ମିଥୁନ:  ମନରେ ପ୍ରସନ୍ନତା, ବନ୍ଧୁ ଦର୍ଶନ, ଦୂରସ୍ଥାନକୁ ଯାତ୍ରା, ବ୍ୟବସାୟରେ ଉନ୍ନତି, ଅତିଥÒଙ୍କ ଆଗମନ, ଉଚ୍ଚ ସମ୍ମାନ ପ୍ରାପ୍ତି, ଗୃହରେ ଉତ୍ସବ, ବିଦ୍ୟାଲାଭ, ଶତ୍ରୁ ପରାଜିତ।  ମୃଗଶିରା ମିଥୁନ- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା- ପ୍ରଭୁ ଜଗନ୍ନାଥ

କର୍କଟ: ପରପୋକାର, ବନ୍ଧୁ ଲାଭ, କର୍ମକ୍ଷେତ୍ରରେ ଆନନ୍ଦ, ବନ୍ଧୁଙ୍କ ସାକ୍ଷାତ, ରାଜ ସମ୍ମାନ ପ୍ରାପ୍ତି, ବ୍ୟବସାୟରେ ବିରୋଧ, ନ୍ୟାୟିକ ବ୍ୟବସ୍ଥାରେ ଲାଭ, ନୂତନ କାର୍ଯ୍ୟରେ ଖୁସିପୁଷ୍ୟା କର୍କଟ- ସତର୍କ ରୁହନ୍ତୁ, ଶୁଭରଙ୍ଗ- ମେରୁନ, ସଂଖ୍ୟା-, ଆରାଧନା- ମାତ୍ରିପୁରା ସୁନ୍ଦରୀ

ସିଂହ: କର୍ମେ ଅଶାନ୍ତି, ମନ ଅସ୍ଥ଄ର, କର୍ମକ୍ଷେତ୍ରରେ ବିରୋଧ, ବ୍ୟବସାୟରେ ସ୍ବଳ୍ପ ଲାଭ, ପୁରାତନ ରୋଗପୀଡ଼ା, ଅର୍ଥ ସମସ୍ୟା, ଗାଡ଼ିଚାଳନରେ ସାବଧାନ, ଶତ୍ରୁ କଷ୍ଟ ପୂର୍ବାଫାଲଗୁନି ସିଂହ- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-, ଆରାଧନା-ଗ୍ରାମଦେବତୀ

କନ୍ୟା: ବିବାଦ ସମାଧାନ, ପରିବାରରେ ସହଯୋଗ, ବନ୍ଧୁଙ୍କ ସହ ମିତ୍ରତା, ମନରେ ସନ୍ଦେହ, ବ୍ୟବସାୟିକ ଖୁସି, ବାହାରକୁ ଯାତ୍ରା, ଗୃହରେ ଉତ୍ସବ, ଦ୍ରବ୍ୟ େଚାରି, ଆର୍ଥ଄କ ଲାଭ, ଅଯଥା ଅଶାନ୍ତିଚିତ୍ରା କନ୍ୟା- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା- ଭଗବାନ ବିଷ୍ଣୁ

ତୁଳା: ମନରେ ଉତ୍ସାହ, ଦ୍ରବ୍ୟ ପ୍ରାପ୍ତି, ପିଲାଙ୍କ ଖୁସି, ବିଦେଶ ଭ୍ରମଣ, ବ୍ୟବସାୟରେ ଲାଭ, ଆର୍ଥ଄କ ଉନ୍ନତି, ବନ୍ଧୁ ସହଯୋଗ, ଶାରୀରିକ ସୁସ୍ଥ, ମକଦ୍ଦମାରେ ବିଜୟ, ସମ୍ମାନ ଲାଭ, ଶୁଭ ଆଲୋଚନାସ୍ବାତୀ ତୁଳା- ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ, ସଂଖ୍ୟା-, ଆରାଧନା- ଭଗବାନ ଶଙ୍କର

ବିଛା: ମାନସିକ ଅସ୍ଥ଄ରତା, କର୍ମକ୍ଷେତ୍ରରେ ବିରୋଧ, ଅର୍ଥ ସମସ୍ୟା, ଗୃହଶତ୍ରୁ,  ଉତ୍ସବ ପ୍ରତି ବିମୁଖ, ବ୍ୟବସାୟରେ ଶତ୍ରୁତା, ଯାନ୍ତ୍ରିକ ସମସ୍ୟା, ବିଦ୍ୟାରେ ଅଳ୍ପ ଲାଭ, ରାଜଦଣ୍ଡ, ଯାତ୍ରାରେ ଖୁସି।  ଜ୍ୟେଷ୍ଠା ବିଛା- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା- ପ୍ରଭୁ ଜଗନ୍ନାଥ

ଧନୁ: ମନରେ ପ୍ରସନ୍ନତା, ସୁସମ୍ବାଦ, ମାନସମ୍ମାନ, ଉଚ୍ଚ ଆଶା ପୂର୍ଣ୍ଣ, ବନ୍ଧୁମିଳନ, ଶାରୀରିକ ସୁସ୍ଥ, ଶତ୍ରୁ ପରାଜିତ, ବ୍ୟବସାୟରେ ଉନ୍ନତି, ବିବାଦ ସମାଧାନ, ପଦବୀ ଲାଭ, ଭୂସମ୍ପତ୍ତି ଲାଭ, ବିଦ୍ୟାରେ ଉନ୍ନତି, ଯଶ ମିଳିବଉତ୍ତରାଷାଢ଼ା ଧନୁ- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମାଶ୍ୟାମାକାଳୀ

ମକର: ଶାରୀରିକ ଅସୁସ୍ଥ, ବନ୍ଧୁ ଦର୍ଶନ, ଭ୍ରମଣ ଯୋଗ, ଉଚ୍ଚ ଆଶାରେ ବାଧା, ଶତ୍ରୁ ଶଙ୍କଟ, ଋଣ କରିବେ, ଉତ୍ସବ ପ୍ରତି ବିମୁଖ, ଅର୍ଥ ସମସ୍ୟା, ଭଲ କାର୍ଯ୍ୟରେ ବିବାଦ, ଅପବାଦ, େଚାରି ଭୟଧନିଷ୍ଠା ମକର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-, ଆରାଧନା- ମାବଗଳାମୁଖୀ

କୁମ୍ଭ: ନୂତନ କର୍ମାରମ୍ଭ, ଆର୍ଥ଄କ ଉନ୍ନତି, ପାରିବାରିକ ଖୁସି, ବ୍ୟବସାୟରେ ଲାଭ, ସମ୍ପର୍କରେ ସୁଧାର, ଅର୍ଥ ଖର୍ଚ୍ଚ, ମକଦ୍ଦମାରେ ବିଜୟ, ସୁସମାଚାର, ଅଯଥା ଅଶାନ୍ତି, ବଡ଼ ଡିଲ୍ କରିବେ, ଆଶାଠୁ ଅଧÒକ ସଫଳତା।  ପୂର୍ବାଭାଦ୍ର କୁମ୍ଭ- ସତର୍କ ରୁହନ୍ତୁ, ଶୁଭରଙ୍ଗ- ମାଟିଆ, ସଂଖ୍ୟା-, ଆରାଧନା- ପ୍ରଭୁ ହନୁମାନ

ମୀନ: କର୍ମରେ ସଫଳତା, ସମ୍ମାନ ପ୍ରାପ୍ତି, ପାରିବାରିକ ସହଯୋଗ, ଆର୍ଥ଄କ ଲାଭ, ପଦବୀ ଲାଭ, ଶତ୍ରୁ ପରାଭବ, ବିଦେଶ ଭ୍ରମଣ, ନୂତନ ନିଯୁକ୍ତି, ଶୁଭକାର୍ଯ୍ୟରେ ଆଗ୍ରହ, ପିଲାଙ୍କ ଚିନ୍ତା, ଦ୍ରବ୍ୟ ଲାଭଉତ୍ତରଭାଦ୍ର ମୀନ- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-, ଆରାଧନା- ପ୍ରଭୁ ରାଧାବଲ୍ଲଭ

Tags: