୪.୮.୨୦୨୬, ମଙ୍ଗଳବାର

ଶ୍ରାବଣ କୃଷ୍ଣ ପକ୍ଷ  ଷଷ୍ଠୀ, 

୪.୮.୨୦୨୬, ମଙ୍ଗଳବାର
Ipsita Picture
By: Ipsita
Published On

 

ମେଷ: ସମ୍ପର୍କରେ ବାଧା, ବ୍ୟବସାୟରେ ସନ୍ତୁଷ୍ଟ, ସାମାଜିକ ପ୍ରତିଷ୍ଠାରେ ବାଧା, ବନ୍ଧୁମିଳନ, ସନ୍ତାନଖୁସି, ଯାତ୍ରା ସଫଳ, ବିଶିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ, ଶୁଭ ଅାଲୋଚନା, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା-ମାମଙ୍ଗଳା

ବୃଷ: ଅର୍ଥଲାଭ, କାର୍ଯ୍ୟକ୍ଷେତ୍ରେ ପ୍ରଶଂସା, ଲୋକସମ୍ପର୍କ ବୃଦ୍ଧି, ନୂତନ କାର୍ଯ୍ୟରେ ଲାଭ, ପାରିବାରିକ ଖୁସି, ସୁମିଷ୍ଠ େଭାଜନ, ଶୁଭ ଅାଲୋଚନା, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ପିଙ୍କ, ସଂଖ୍ୟା-, ଆରାଧନା-ମହାଲକ୍ଷ୍ମୀ

ମିଥୁନ: ସମ୍ମାନବୃଦ୍ଧି, ସମ୍ପର୍କରେ ଉନ୍ନତି, ଅର୍ଥଲାଭ, ଦାମ୍ପତ୍ୟଖୁସି, ଅନୁଷ୍ଠାନରୁ ଲାଭ, ଶୁଭ ଅାଲୋଚନା, ଶତ୍ରୁସମସ୍ୟାରେ କଷ୍ଟ, ଅଯଥା ଖର୍ଚ୍ଚ, ସୁଖ ଅନୁଭୂତି, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

କର୍କଟ: ସମ୍ପର୍କରେ ବାଧା, ନୂତନ କାର୍ଯ୍ୟ ଅାରମ୍ଭ, ଦେବଦର୍ଶନ, ବ୍ୟବସାୟରେ ସାମାନ୍ୟ ଲାଭ,  ଶରୀର ସୁସ୍ଥ, କିଛି ସମସ୍ୟା ସମାଧାନ, ସମ୍ପତ୍ତିଲାଭ, ବ୍ୟକ୍ତିସାହାଯ୍ୟ,  ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-, ଆରାଧନା-ମାଦକ୍ଷିଣକାଳୀ

ସିଂହ: ଯାତ୍ରାରେ ସତର୍କ, କର୍ମକ୍ଷେତ୍ରେ ପରିଶ୍ରମ, ଶରୀର ଅସୁସ୍ଥ, ଲୋକସମ୍ପର୍କବୃଦ୍ଧି, ଅର୍ଥଚିନ୍ତା, ସନ୍ତାନଲାଭ, ଅଯଥା ବିବାଦ, ଶତ୍ରୁସମସ୍ୟା, ବିଦ୍ୟାରେ ସଫଳତା, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ସନ୍ତାନଶୋକ

କନ୍ୟା: କାର୍ଯ୍ୟକ୍ଷେତ୍ରେ ପ୍ରଶଂସା, ଅର୍ଥଲାଭ, ଶରୀର ସୁସ୍ଥ, ବ୍ୟବସାୟିକ ଖୁସି, ଶୁଭଖବର, ଦେବଦର୍ଶନ, ବନ୍ଧୁମିଳନ, ଦାମ୍ପତ୍ୟଖୁସି, ଶତ୍ରୁପରାଜିତ, ସମ୍ପତ୍ତିଲାଭ,  ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଦାମି, ସଂଖ୍ୟା-, ଆରାଧନା-ପ୍ରଭୁ ଜଗନ୍ନାଥ

ତୁଳା: ବନ୍ଧୁମିଳନ, ସାମାଜିକ ପ୍ରତିଷ୍ଠ, ଲୋକସମ୍ପର୍କବୃଦ୍ଧି, ଶତ୍ରୁପରାଜିତ, କରିଥÒବା କାର୍ଯ୍ୟକୁ ନେଇ ଚିନ୍ତିତ, ଶୁଭଖବର, ଦୂରଯାତ୍ରା, ଶରୀର ସୁସ୍ଥ, ଧନଲାଭ, ସନ୍ତାନଖୁସି, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ , ସଂଖ୍ୟା-,  ଆରାଧନା-ଶଙ୍କର ଭଗବାନ

ବିଛା: ସନ୍ତାନକଷ୍ଟ, ବ୍ୟବସାୟରେ ସ୍ବଳ୍ପଲାଭ, ଶାରୀରିକ େକ୍ଳଶ, ଦୂରଯାତ୍ରାପାଇଁ ଶୁଭ ଅାଲୋଚନା, ଦ୍ରବ୍ୟପ୍ରାପ୍ତି, ନୂତନ ନିଯୁକ୍ତି, ବ୍ୟକ୍ତିସହାୟତା, ଶତ୍ରୁକଷ୍ଟ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ନୃସିଂହ ଭଗବାନ

ଧନୁ: କଥାବାର୍ତ୍ତାରେ ସଂଯମ ରକ୍ଷାକରନ୍ତୁ, ଶତ୍ରୁବୃଦ୍ଧି, ଅର୍ଥସମସ୍ୟା, ଶରୀର ସୁସ୍ଥ, ଅଯଥା ବିବାଦ, ଅପମାନଯୋଗ, ନୂତନ କର୍ମେ ବିବାଦ, ସମ୍ପତ୍ତିସମସ୍ୟା, କର୍ମକ୍ଷେତ୍ରେ ଶାନ୍ତି, ଦାମ୍ପତ୍ୟକଳହ, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି,  ସଂଖ୍ୟା-, ଆରାଧନା-ମାହରଚଣ୍ଡୀ

ମକର: ଦ୍ରବ୍ୟଲାଭ, ବନ୍ଧୁସାହାଯ୍ୟ, ପରିଭ୍ରମଣଯୋଗ, ଅର୍ଥପ୍ରାପ୍ତି, ପୁରାତନ ବିବାଦ ସମାଧାନ, ଦାମ୍ପତ୍ୟଖୁସି, ବିଦ୍ୟାରେ ସଫଳତ, ଶତ୍ରୁପରାଭବ, ସ୍ବଜନ ବିବାଦ,  ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-, ଆରାଧନା-ମାଭଗବତୀ

କୁମ୍ଭ: ଶୁଭଖବର, ବ୍ୟବସାୟରେ ସ୍ବଳ୍ପ ଲାଭ, ବିବାଦ ସମାଧାନ, ଲୋକସମ୍ପର୍କ ବୃଦ୍ଧି, ଦୂରଯାତ୍ରା ସଫଳ, ସନ୍ତାନସମସ୍ୟା, ଅତିଥÒଲାଭ, ସୁମିଷ୍ଠ ଭୋଜନ, ତୀର୍ଥାଟନ, ଶରୀର ସୁସ୍ଥ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-, ଆରାଧନା-ପ୍ରଭୁ ଜଗନ୍ନାଥ

ମୀନ: ବ୍ୟବସାୟ ବୃଦ୍ଧି, ଶୁଭଖବର, ବିବାଦ ସମାଧାନ, ମୋକଦ୍ଦମାରେ ବିଜୟ, ଶରୀର ସୁସ୍ଥ, ଲୋକସମ୍ପର୍କବୃଦ୍ଧି, ବନ୍ଧୁଲାଭ, କିଛି କ୍ରୟବିକ୍ରୟ, ସନ୍ତାନଲାଭ, ଦାମ୍ପତ୍ୟଖୁସି, ବ୍ୟକ୍ତି ସହାୟତା, ଉତ୍ତରଭାଦ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ପ୍ରଭୁ ଜଗନ୍ନାଥ

Tags: