୨୮.୬.୨୦୨୬ ରବିବାର

ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ

୨୮.୬.୨୦୨୬  ରବିବାର
Ipsita Picture
By: Ipsita
Published On

 

 

ମେଷ: କର୍ମରେ ଆନନ୍ଦ, ଦେବ କାର୍ଯ୍ୟ ପ୍ରତି ଆଗ୍ରହ, େଲାକସମ୍ପର୍କ ବୃଦ୍ଧ, ପାରିବାରିକ ସହଯୋଗ, ବନ୍ଧୁ କଷ୍ଟ, ଶତ୍ରୁ ସମସ୍ୟା, ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା, ବାଣିଜ୍ୟରେ ସ୍ବଳ୍ପ ଲାଭ, ଶାରୀରିକ ସୁସ୍ଥତା, ବିଦେଶ ଭ୍ରମଣ େଯାଗ, ସନ୍ତାନ ଲାଭଅଶ୍ବିନ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୬୦, ଆରାଧନା- ଲକ୍ଷ୍ମୀନାରାୟଣ

ବୃଷ: ଶରୀର ଅସୁସ୍ଥ, ବିଭିନ୍ନ କାର୍ଯ୍ୟରେ ସମସ୍ୟା, ଶତ୍ରୁ ସମସ୍ୟା, ଉତ୍ସବ ପ୍ରତି ବିମୁଖ, ଲୋକସମ୍ପର୍କ ହାନି, ବ୍ୟବସାୟରେ କଷ୍ଟ, ବନ୍ଧୁଙ୍କ ସହାୟତା, ବାକି ଧନ ଫେରସ୍ତ, ନୂତନ କର୍ମ ପ୍ରତି ଆଗ୍ରହ, ପରିବାରର ଉତ୍ସବ, ବିଦ୍ୟାରେ ସଫଳତା।  

ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଦାମି, ସଂଖ୍ୟା-, ଆରାଧନା- ମାବଗଳାମୁଖୀ

ମିଥୁନ: ଦ୍ରବ୍ୟ ଲାଭ, ବନ୍ଧୁ ସହଯୋଗ, ବ୍ୟବସାୟରେ ଉନ୍ନତି, କଳହ ସମାଧାନ, ଉଚିତ କାର୍ଯ୍ୟରେ ଧନ ଖର୍ଚ୍ଚ, ଶତ୍ରୁ ପରାଜିତ, ଗୃହେ ସହଯୋଗ, ନୂତନ କର୍ମ ପ୍ରତି ଆଗ୍ରହ, ସମ୍ମାନ ପ୍ରାପ୍ତି, ଶାରୀରିକ ସୁସ୍ଥତା, ସନ୍ତାନ ସମସ୍ୟାଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୨, ଆରାଧନା- ମହଲକ୍ଷ୍ମୀ

କର୍କଟ: ସୁସମ୍ବାଦ ପ୍ରାପ୍ତି, ଦ୍ରବ୍ୟ କ୍ରୟ, ଶତ୍ରୁ ସମସ୍ୟା ସମାଧାନ, ଉତ୍ସବ ପ୍ରତି ଅାଗ୍ରହ, ଲୋକସମ୍ପର୍କ ବୃଦ୍ଧ, ଧନ ଲାଭ, ଗୃହେ ଅତିଥÒ ସତ୍କାର, ଶାରୀରିକ ଅସୁସ୍ଥ, ଭୂସମ୍ପତ୍ତି ଲାଭ, ସ୍ବାଦିଷ୍ଟ େଭାଜନ, ବିଦ୍ୟାରେ ସଫଳତା।  ପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ପିଙ୍କ, ସଂଖ୍ୟା-୧୦, ଆରାଧନା- ପ୍ରଭୁ ହନୁମାନ

ସିଂହ: ବନ୍ଧୁ ସହଯୋଗ, ନୂତନ ବନ୍ଧୁ ଲାଭ, କର୍ମକ୍ଷେତ୍ରରେ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ବାରା ଲାଭ, ସନ୍ତାନଖୁସି, ଅର୍ଥଲାଭ, ଗାଡ଼ି ଚାଳନାରେ ସାବଧାନ, ଶତ୍ରୁ େଦଖାଦେବେ, ଗୃେହ କଳହ, ଲୋକସମ୍ପର୍କ ବୃଦ୍ଧମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା-ପ୍ରଭୁ ଶ୍ରୀରାମ

କନ୍ୟା: ଆୟ ଅପେକ୍ଷା ବ୍ୟୟ ଅଧÒ, ଶାରୀରିକ ଅସୁସ୍ଥ, ଅସତ କାର୍ଯ୍ୟ ପ୍ରତି ଆଗ୍ରହ, ମାଲିମକଦ୍ଦମାରେ କଷ୍ଟ, କାର୍ଯ୍ୟ ସଫଳ, ବନ୍ଧୁ ମନାନ୍ତର, ବ୍ୟବସାୟରେ ଶତ୍ରୁତା, ନିଜ େଲାକଙ୍କଠାରୁ ବିରୋଧ, ପିଲାଙ୍କ ସମସ୍ୟା େଦଖାଦେବହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଦାମି, ସଂଖ୍ୟା-, ଆରାଧନା- ଲକ୍ଷ୍ମୀନୃସିଂହ

ତୁଳା: ସ୍ବାସ୍ଥ୍ୟରେ ଉନ୍ନତି, ଗୃହେ ଉତ୍ସବ, ନୂତନ ବନ୍ଧୁ ଲାଭ, ଅର୍ଥ ସମସ୍ୟା ସମାଧାନ, ପୁରାତନ ବିବାଦ, ଅଳସୁଆମୀ ଦେଖାଦେବ, ପିଲାଙ୍କ ସମସ୍ୟା, ନୂତନ ଦ୍ରବ୍ୟ ଲାଭ, କଚେରୀ ମାମଲା ସମାଧାନସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍, ସଂଖ୍ୟା-, ଆରାଧନା- ପିତାମାତାଙ୍କ ସେବା

ବିଛା: ଅର୍ଥ ସମସ୍ୟା, ଥଣ୍ଡାଜନିତ ରୋଗ, ଗୃହେ ସହଯୋଗ, ଦାମ୍ପତ୍ୟ ଖୁସି, ପୁରୁଣା ମାମଲା ସମାଧାନ, ବନ୍ଧୁ ବିଦ୍ରୋହ, ହଠାତ୍ ଖୁସି ଖବର ପ୍ରାପ୍ତି, ଆଶା ପୂର୍ଣ୍ଣରେ ବିଳମ୍ବ, ସମସ୍ୟା ସମାଧାନ, ଗୁରୁଜନେ ଖୁସିଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-, ଆରାଧନା- ପ୍ରଭୁ ଜଗନ୍ନାଥ

ଧନୁ: ଆଭୁଷଣ ପ୍ରାପ୍ତି, ବିବାଦ ସମାଧାନ, ଯାନବାହନ କ୍ରୟ, କିଛି କାର୍ଯ୍ୟରେ ବିଳମ୍ବ, ଅଧÒକାରୀଙ୍କ ସହିତ ଆଲୋଚନା, ଶତ୍ରୁ କଷ୍ଟ, ବିଦେଶ ଗ୍ରସ୍ତ, କର୍ମକ୍ଷେତ୍ରରେ ଖୁସି, େଲାକସମ୍ପର୍କ ବୃଦ୍ଧ, ଅର୍ଥ ଲାଭ, ସୁମିଷ୍ଟ େଭାଜନ ମିଳିବ, ବିଦ୍ୟାରେ ସଫଳତା

ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୧୨, ଆରାଧନା- ବୟସ୍କ ଲୋକଙ୍କୁ ସାହାଯ୍ୟ କରନ୍ତୁ

ମକର: ମନସ୍ତାପ, ଦୂରଯାତ୍ରା ଅସଫଳ, ଶାରୀରିକ ପୀଡ଼ା, ଗୃହଶତ୍ରୁ, ଖର୍ଚ୍ଚାନ୍ତ ଯୋଗ, ଉତ୍ସବ ପ୍ରତି ଆଗ୍ରହ, େଦବ ଦର୍ଶନ, ଧର୍ମକାର୍ଯ୍ୟରେ ଆନନ୍ଦ, କଚେରୀ ମାମଲାରେ କଷ୍ଟ, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳତାଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଦାମି, ସଂଖ୍ୟା-, ଆରାଧନା- ମାଦକ୍ଷିଣକାଳୀ

କୁମ୍ଭ: ଯାତ୍ରାରେ ଖୁସି, ଲୋକସମ୍ପର୍କ ବୃଦ୍, ବ୍ୟବସାୟରେ ସ୍ବଳ୍ପ ଲାଭ, ଶାରୀରିକ ସୁସ୍ଥତା, ପାରିବାରିକ ଖୁସି, ମକଦ୍ଦମାରେ ବିଜୟ, ଆଶା ପୂରଣରେ ବିଳମ୍ବ, ପରିଶ୍ରମଜନିତ କ୍ଲାନ୍ତି, ଦେବଦର୍ଶନ, ପିଲାଙ୍କ ଚିନ୍ତାଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କଳା, ସଂଖ୍ୟା-, ଆରାଧନା- ପ୍ରଭୁ ରାଧାବଲ୍ଲଭ

ମୀନ: ଆୟ ବୃଦ୍ଧ, ଦ୍ରବ୍ୟ ପ୍ରାପ୍ତ, ସନ୍ତାନ ସୁଖ, ଦୂର ଯ ାତ୍ରା, ନୂତନ କାର୍ଯ୍ୟ ପ୍ରତି ଆଗ୍ରହ, ବିବିଧ ସମସ୍ୟା ସମାଧାନ, ଶତ୍ରୁ ନାଶ, ଦାମ୍ପତ୍ୟ ଖୁସି, ସନ୍ତାନ ପ୍ରାପ୍ତି, ଅର୍ଥ଄କ ସମସ୍ୟା ସମାଧାନ, କିଛି କ୍ରୟ କରିପାରନ୍ତି, ବିଦ୍ୟା ଲାଭଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-, ଆରାଧନା- ମାଭଗବତୀ

Tags: