୨୩.୬.୨୦୨୬, ମଙ୍ଗଳବାର
ଜ୍ୟେଷ୍ଠ ଶୁକ୍ଳପକ୍ଷ ନବମୀ,
ମେଷ: ମାନସମ୍ମାନ ପ୍ରାପ୍ତି, ଉଚ୍ଚଆଶା ସଫଳ, ବ୍ୟବସାୟରେ ଉନ୍ନତି, ଶୁଭଖବର, ଦୂରଯାତ୍ରା ସଫଳ, ନୂତନ କାର୍ଯ୍ୟରେ ଲାଭ, ବ୍ୟକ୍ତିସହାୟତା, ଶରୀର ସୁସ୍ଥ, ବିଦ୍ୟାରେ ସଫଳତା, ଦ୍ବିଜା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୦, ଆରାଧନା-କୁବେର ଭଗବାନ
ବୃଷ: ଶୁଭକାର୍ଯ୍ୟରେ ଧନବ୍ୟୟ, ବନ୍ଧୁବିବାଦ, ବ୍ୟବସାୟିକ ଖୁସି, କର୍ମକ୍ଷେତ୍ରେ ପରିଶ୍ରମ, ସ୍ବଜନେ ବିରୋଧ, ଜମିଜମା ଗଣ୍ଡଗୋଳ, ବ୍ୟକ୍ତିସାହାଯ୍ୟ, ଦାମ୍ପତ୍ୟଖୁସି, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-ଶଙ୍କର ଭଗବାନ
ମିଥୁନ: ମାନସିକ ଶାନ୍ତି, ଲୋକସମ୍ପର୍କ, କାର୍ଯ୍ୟରେ ସଫଳତା, ବ୍ୟବସାୟ ବୃଦ୍ଧି, ଶୁଭ ସମାଚାର, ଅନୁଷ୍ଠାନରୁ ଲାଭ, ବିଦ୍ୟାରେ ସଫଳତା, ଶରୀର ସୁସ୍ଥ, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୯, ଆରାଧନା-ମା’ ଭୁବନେଶ୍ବରୀ
କର୍କଟ: ଶରୀର ସୁସ୍ଥ, ଅର୍ଥଲାଭ, ହେବାକାର୍ଯ୍ୟ ବିଳମ୍ବ, ଗୃହେ ଉତ୍ସବ, ଲୋକସମ୍ପର୍କ ବୃଦ୍ଧି, ବିବାଦ ସମାଧାନ, ପାରିବାରିକ ସହଯୋଗ, ଦୂରଯାତ୍ରା ସଫଳ, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୮, ଆରାଧନା-ମା’ ଭଗବତୀ
ସିଂହ: ବ୍ୟବସାୟରେ ସ୍ବଳ୍ପ ଲାଭ, କର୍ମକ୍ଷେତ୍ରେ ପରିଶ୍ରମ, ଅତିଥÒ ଦର୍ଶନ, ବିବାଦ ସମାଧାନ, ବିଶିଷ୍ଠ କାର୍ଯ୍ୟରେ ବିଳମ୍ବ, ଶତ୍ରୁସମସ୍ୟା, ଯାନବାହନେ ସତର୍କ, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-ଲକ୍ଷ୍ମୀନାରାୟଣ
କନ୍ୟା: ଯାତ୍ରା ସଫଳ, କର୍ମକ୍ଷେତ୍ରେ ଶାନ୍ତି, ପଦୋନ୍ନତି, ଶରୀର ସୁସ୍ଥ, ଦେବଦର୍ଶନ, ଲୋକସମ୍ପର୍କ ବୃଦ୍ଧି, ସ୍ବାସ୍ଥ୍ୟସମସ୍ୟା, ସନ୍ତାନଲାଭ, ଦାମ୍ପତ୍ୟଖୁସି, ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୧୦, ଆରାଧନା-ମା’ ବଗଳା
ତୁଳା: ଯାତ୍ରାରେ ସଫଳ, ସମ୍ମାନଲାଭ, ବନ୍ଧୁସମସ୍ୟା, ମାନସିକ ଶାନ୍ତି, ପଦବୀଲାଭ, ଅର୍ଥଲାଭ, ମାମଲା ସମାଧାନ, ବ୍ୟବସାୟରେ ଲାଭ, ସନ୍ତାନଖୁସି, ପାରିବାରିକ ଖୁସି, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୯, ଆରାଧନା-ଶଙ୍କର ଭଗବାନ
ବିଛା: ଖୁସିଖବର, ବ୍ୟବସାୟରେ ଲାଭ, ଅର୍ଥଲାଭ, ପାରିବାରିକ ସମସ୍ୟା, ପଦବୀଲାଭ, ଯାତ୍ରା ସଫଳ, ଆଶାପୂର୍ଣ୍ଣ, ସମ୍ପତ୍ତିଲାଭ, ପୁରୁଣା ମାମଲା ସମାଧାନ, ଦାମ୍ପତ୍ୟଖୁସି, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ପ୍ରଭୁ ନୃସିଂହ
ଧନୁ: କାର୍ଯ୍ୟରେ ବାଧା, ଅର୍ଥସମସ୍ୟା, କର୍ମକ୍ଷେତ୍ରେ ପରିଶ୍ରମ, ହେବାକାର୍ଯ୍ୟ ବିଳମ୍ବ, ମାନସିକ ଅଶାନ୍ତି, ବନ୍ଧୁସାହାଯ୍ୟ, ଉଚ୍ଚଆଶା ସଫଳ, ଲୋକସମ୍ପର୍କବୃଦ୍ଧି, ବ୍ୟବସାୟିକ କଷ୍ଟ, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭, ଆରାଧନା-ଗୁରୁଜନଙ୍କ େସବା
ମକର: ଅପମାନ, ଶରୀର ଅସୁସ୍ଥ, ପାରିବାରିକ ଖୁସି, ଉଚ୍ଚଆଶା ବିଫଳ, ଯାତ୍ରାରେ ସତର୍କ, ଦ୍ରବ୍ୟନଷ୍ଟ, ବ୍ୟବସାୟରେ ସ୍ବଳ୍ପ ଲାଭ, ଗୁରୁଜନଙ୍କ ଅାଶୀର୍ବାଦ, ବିଦ୍ୟାରେ ସଫଳ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୬, ଆରାଧନା-ଲକ୍ଷ୍ମୀନାରାୟଣ
କୁମ୍ଭ: ପ୍ରୀତିବୃଦ୍ଧି, କାର୍ଯ୍ୟରେ ସଫଳ, ବନ୍ଧୁଲାଭ, ପଦବୀଲାଭ, ବ୍ୟବସାୟରେ ଉନ୍ନତି, ଶରୀର ସୁସ୍ଥ, ଅର୍ଥଲାଭ, ସମ୍ପତ୍ତିକ୍ରୟ, ମାମଲାରେ ଖୁସି, ପାରିବାରିକ ଖୁସି, ଭ୍ରାତୃସ୍ନେହ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୬, ଆରାଧନା-ପ୍ରଭୁ ରାଧାବହ୍ଲଭ
ମୀନ: ଦ୍ରବ୍ୟଲାଭ, ପୁରାତନ େରାଗର ଉପସମ, ବ୍ୟବସାୟରେ ଲାଭ, ଅର୍ଥସମସ୍ୟା ସମାଧାନ, ସନ୍ତାନଖୁସି, ଶତ୍ରୁ ପରାଜିତ, ନୂତନ ସୁଯୋଗ ପ୍ରାପ୍ତି, ଯାନବାହନ କ୍ରୟ, ଶରୀର ସୁସ୍ଥ, ଦାମ୍ପତ୍ୟଖୁସି, ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା-ମା’ ବାଟମଙ୍ଗଳା




