୨.୬.୨୦୨୬, ମଙ୍ଗଳବାର

ଜ୍ୟେଷ୍ଠ କୃଷ୍ଣପକ୍ଷ ଦ୍ବିତୀୟା, 

୨.୬.୨୦୨୬, ମଙ୍ଗଳବାର
Ipsita Picture
By: Ipsita
Published On


ମେଷ: ଅଯଥାଭୟ, କର୍ମକ୍ଷେତ୍ରେ ଅଶାନ୍ତି, ବ୍ୟବସାୟରେ ସ୍ବଳ୍ପ ଲାଭ, ଉଚ୍ଚଆଶା ସଫଳ, ଦେବଦର୍ଶନ, ଶତ୍ରୁସମସ୍ୟା, ଅର୍ଥସମସ୍ୟା, ଦାମ୍ପତ୍ୟ ସୁଖ, ଦୂରଯାତ୍ରା ସଫଳ, କିଛି କାର୍ଯ୍ୟରେ ବିବାଦ, ଦ୍ବିଜା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୭, ଆରାଧନା-ଶଙ୍କର ଭଗବାନ।
ବୃଷ: ଶାରୀରିକ କଷ୍ଟ, ନୂତନ କାର୍ଯ୍ୟରେ ବିଳମ୍ବ, ଯାତ୍ରାରେ ସତର୍କ, ହେବାକାର୍ଯ୍ୟ ବିଳମ୍ବ, ଶତ୍ରୁସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ସମ୍ପତ୍ତିବିବାଦ, ଦୂରଯାତ୍ରା, ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୪,  ଆରାଧନା-ପ୍ରଭୁ ହନୁମାନ।
ମିଥୁନ: କର୍ମକ୍ଷେତ୍ରେ ଲାଭ, ସମସ୍ୟା ସମାଧାନ, ବ୍ୟବସାୟରେ ଲାଭ, ଶରୀର ସୁସ୍ଥ, ଶତ୍ରୁ ପରାଜିତ, ଦାମ୍ପତ୍ୟସୁଖ, ଖୁସିଖବର, ଦୂରଯାତ୍ରାରେ ସଫଳ, କାର୍ଯ୍ୟରେ ବିଳମ୍ବ, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯,  ଆରାଧନା-ମା’ ଭଗବତୀ।
କର୍କଟ: ‌ଧନଲାଭ, ଉଚ୍ଚବ୍ୟକ୍ତିଙ୍କ ସହାୟତା, ଶରୀର ସୁସ୍ଥ, ଶତ୍ରୁସମସ୍ୟା, ନୂତନ କର୍ମନିଯୁକ୍ତି, ଦୂରଯାତ୍ରା ସଫଳ, ଅଯଥା ବିବାଦ, ମାନସିକ ଶାନ୍ତି, ସମ୍ପତ୍ତିଖୁସି, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସିଲଭର, ସଂଖ୍ୟା-୮,  ଆରାଧନା-ମା’ ବିମଳା।
ସିଂହ: କର୍ଣ୍ଣପୀଡ଼ା, ବ୍ୟବସାୟରେ ସ୍ବଳ୍ପ ଲାଭ,ଦୂରଯାତ୍ରାର ଶୁଭଅାଲୋଚନା, ଶତ୍ରୁସମସ୍ୟା, ଦ୍ରବ୍ୟନଷ୍ଟ ହେବାକାର୍ଯ୍ୟ ବିଳମ୍ବ, ଦାମ୍ପତ୍ୟସୁଖ, ପୁତ୍ରପାଇଁ ଚିନ୍ତା, ବିଦ୍ୟାରେ ସଫଳ,  ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସିଲଭର, ସଂଖ୍ୟା-୭,  ଆରାଧନା-ପ୍ରଭୁ ରାଧାବହ୍ଲଭ।
କନ୍ୟା:   ଶରୀର କଷ୍ଟ, ନୂତନ କର୍ମଲାଭ, ଦୂରଯାତ୍ରାରେ କଷ୍ଟ, ବ୍ୟବସାୟରେ ସନ୍ତୁଷ୍ଟ, ପୁରାତନ ବନ୍ଧୁଦର୍ଶନ, ଶତ୍ରୁଦ୍ବାରା ପିଡ଼ିତ, ଲୋକସମ୍ପର୍କ ବୃଦ୍ଧି, ଦ୍ରବ୍ୟଲାଭ, ସମ୍ପତ୍ତିଲାଭ, ବିଦ୍ୟାରେ ଅସଫଳ,  ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୬, ଆରାଧନା-ମା’ ଭୁବନେଶ୍ବରୀ।
ତୁଳା: କାର୍ଯ୍ୟରେ ସଫଳ, ମାନସିକ ଶାନ୍ତି, ବନ୍ଧୁଲାଭ, ଉଚ୍ଚଆଶା ସଫଳ, ଅନୁଷ୍ଠାନରୁ ଲାଭ, କିଛି କ୍ରୟବିକ୍ରୟ, ଶତ୍ରୁ ପରାଜିତ, ଅର୍ଥଚିନ୍ତା, ବ୍ୟବସାୟରେ ସନ୍ତୁଷ୍ଟ, ସନ୍ତାନଲାଭ,  ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୮,  ଆରାଧନା-ମା’ ଦକ୍ଷିଣକାଳୀ।
ବିଛା:  ବ୍ୟବସାୟରେ ସ୍ବଳ୍ପ ଲାଭ, କର୍ମକ୍ଷେତ୍ରେ ଶାନ୍ତି, ଦୂରଯାତ୍ରାରେ ଲାଭ, ଅର୍ଥଲାଭ, ସମ୍ପତ୍ତି  ଗଣ୍ଡଗୋଳ, ପୁରାତନ ବିବାଦ ସମାଧାନ, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୮, ଆରାଧନା-କୁବେର ଭଗବାନ। 
ଧନୁ: ଦ୍ରବ୍ୟଲାଭ, କର୍ମକ୍ଷେତ୍ରେ ପଦବୀଲାଭ, ଶତ୍ରୁ ପରାଜିତ, ବିବାଦମୁକ୍ତ, ଅନୁଷ୍ଠାନରୁ ଲାଭ, ନୂତନ ବ୍ୟବସାୟ, ତୀର୍ଥଯାତ୍ରା ସଫଳ, ଲୋକସମ୍ପର୍କ ବୃଦ୍ଧି, ସନ୍ତାନଖୁସି, ବିଦ୍ୟାରେ ସଫଳତା,   ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧବଳ, ସଂଖ୍ୟା-୧୦, ଆରାଧନା-ମା’ ଭଗବତୀ। 
ମକର: କାର୍ଯ୍ୟରେ ଅଶାନ୍ତି, ଅଯଥା ଖର୍ଚ୍ଚ, ହେବାକାର୍ଯ୍ୟ ବିଳମ୍ବ, ଅର୍ଥସମସ୍ୟା, ମାନସିକ ଅବସାଦ, ଦୂରଯାତ୍ରା ସଫଳ, ଗାଡ଼ିଚାଳନାରେ ସାବଧାନ, ଶତ୍ରୁସମସ୍ୟା, ବିଦ୍ୟାରେ କଷ୍ଟ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୮,  ଆରାଧନା-ମା’ ଲୋକମାତା।
କୁମ୍ଭ: ‌ ଯାତ୍ରାରେ ଶୁଭ, ଖୁସିଖବର, ଅର୍ଥଲାଭ, ସମ୍ପତ୍ତିଲାଭ, ଲୋକସମ୍ପର୍କ ବୃଦ୍ଧି, ନୂତନ ସମାଚାର, ବ୍ୟବସାୟରେ ଲାଭ, ଶତ୍ରୁସମସ୍ୟା, ମାନସିକ ଶାନ୍ତି, ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୯,  ଆରାଧନା-ଭଗବାନ ବିଷ୍ଣୁ।
ମୀନ: ପାରିବାରିକ ଶାନ୍ତି, କର୍ମେ ନିଯୁକ୍ତି, ଶୁଭଖବର, ସମସ୍ୟା ସମାଧାନ, ଦେବଦର୍ଶନ, ନୂତନ ବ୍ୟବସାୟ, ବାକିଧନ ପ୍ରାପ୍ତି, ଶତ୍ରୁ  ପରାଜିତ, ଦାମ୍ପତ୍ୟ ସୁଖ, ସନ୍ତାନ ଖୁସି, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭,  ଆରାଧନା-ମା’ ବାଟମଙ୍ଗଳା।

Tags: