୧୯.୫.୨୦୨୬, ମଙ୍ଗଳବାର

ଜ୍ୟେଷ୍ଠ (ମଳ) ଶୁକ୍ଳପକ୍ଷ ତୃତୀୟା 

୧୯.୫.୨୦୨୬, ମଙ୍ଗଳବାର
Ipsita Picture
By: Ipsita
Published On

 

ମେଷ: ଧନଲାଭ, ବିଭିନ୍ନ କାର୍ଯ୍ୟରେ ସଫଳ, ଶରୀର ସୁସ୍ଥ, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ବନ୍ଧୁଲାଭ, ଅଳ୍ପ ଶତ୍ରୁ ସମସ୍ୟା, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ବିବାଦମୁକ୍ତ, ବିଦ୍ୟାରେ ସଫଳ,  ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-, ଆରାଧନା- ଗୋସେବା

ବୃଷ: ମାନସିକ ଅସ୍ଥିର, ଶୁଭକାର୍ଯ୍ୟରେ ବିଳମ୍ବ, ଧର୍ମକାର୍ଯ୍ୟରେ ବିଳମ୍ବ, ବ୍ୟବସାୟରେ ସ୍ବଳ୍ପଲାଭ, ଶତ୍ରୁସମସ୍ୟା, ଦୂରଯାତ୍ରା, ଶରୀର ସୁସ୍ଥ, ସମ୍ପତ୍ତିଲାଭ, ଲୋକସମ୍ପର୍କ ବୃଦ୍ଧି, ଅଳ୍ପ ସମସ୍ୟା, ସନ୍ତାନଖୁସି, ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-,  ଆରାଧନା-ମହାଲକ୍ଷ୍ମୀ

ମିଥୁନ:   କାର୍ଯ୍ୟରେ ସଫଳ, ସମ୍ମାନ ବୃଦ୍ଧି, ବିଶିଷ୍ଠ କାର୍ଯ୍ୟରେ ଲାଭ, ଶତ୍ରୁ ପରାଜିତ, ପାରିବାରିକ ସହାୟତା, ଦାମ୍ପତ୍ୟ ଖୁସି, ନୂତନ କର୍ମନିଯୁକ୍ତି, ଯାତ୍ରା ସଫଳ,  ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦,  ଆରାଧନା-ପ୍ରଭୁ ହନୁମାନ

କର୍କଟ: ଅଯଥାଖର୍ଚ୍ଚ, ବ୍ୟବସାୟରେ ସ୍ବଳ୍ପଲାଭ,ବିଶିଷ୍ଠ ବ୍ୟକ୍ତି ସହାୟତା, ଦ୍ରବ୍ୟପ୍ରାପ୍ତି, ଲୋକସମ୍ପର୍କରେ ଉନ୍ନତି, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-,  ଆରାଧନା-ମାଭୁବନେଶ୍ବରୀ

ସିଂହ: ହସଖୁସି, ବିଭିନ୍ନ କାର୍ଯ୍ୟରେ ସଫଳ, ଲୋକସମ୍ପର୍କ ବୃଦ୍ଧି, ବନ୍ଧୁଲାଭ, ଦୂରଯାତ୍ରା ସଫଳ, ଶତ୍ରୁ ପରାଜିତ, ଗୃହେ ସହଯୋଗ, ସନ୍ତାନଲାଭ, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-,  ଆରାଧନା-ମାଭଗବତୀ

କନ୍ୟା: ଅର୍ଥଲାଭ, ବନ୍ଧୁବିଦ୍ରୋହ, ଅଯଥାଚିନ୍ତା, ଗୃହେ ସମସ୍ୟା, ପୁରାତନ ବନ୍ଧୁଦର୍ଶନ, ଦୂରଯାତ୍ରାରେ ଲାଭ, ନୂତନ କାର୍ଯ୍ୟ ଅାରମ୍ଭ, ସମ୍ପତ୍ତିଲାଭ, କର୍ମକ୍ଷେତ୍ରେ ସନ୍ତୁଷ୍ଟ, ସନ୍ତାନଲାଭ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-, ଆରାଧନା-ଲକ୍ଷ୍ମୀନାରାୟଣ

ତୁଳା: ସନ୍ତାନ ସମସ୍ୟା, ବ୍ୟବସାୟରେ ସ୍ବଳ୍ପଲାଭ,ଅର୍ଥକଷ୍ଟ, କିଛି କାର୍ଯ୍ୟରେ ବିବାଦ, ସମ୍ମାନଲାଭ, ଦାମ୍ପତ୍ୟ ଖୁସି, ବନ୍ଧୁଲାଭ, ଗଣ୍ଡଗୋଳ ସମାଧାନ, ବିଶିଷ୍ଠ କାର୍ଯ୍ୟରେ ଲାଭ, ମାନସିକ ଶାନ୍ତି, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-, ଆରାଧନା- ଶଙ୍କର ଭଗବାନ

ବିଛା:   ମାନସିକ ଅସନ୍ତୁଷ୍ଟ, ଅର୍ଥ ସମସ୍ୟା, କାର୍ଯ୍ୟରେ ଅସହଯୋଗ, ଶତ୍ରୁ ସମସ୍ୟା, ବ୍ୟକ୍ତିସାହାଯ୍ୟ, ନୂତନ କାର୍ଯ୍ୟ ଅାରମ୍ଭ, ଯାତ୍ରାରେ ସତର୍କ, ଶରୀର ଅସୁସ୍ଥ, ବିଦ୍ୟାଲାଭ,  ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ପ୍ରଭୁ ଜଗନ୍ନାଥ

ଧନୁ: ସମ୍ପତ୍ତିଖୁସି, ଲୋକସମ୍ପର୍କ ବୃଦ୍ଧି, ଶୁଭକାର୍ଯ୍ୟରେ ଧନବ୍ୟୟ, ଦେବଦର୍ଶନ, ଶତ୍ରୁ ପରାଜିତ, ବ୍ୟବସାୟିକ ଖୁସି, ଶରୀର ସୁସ୍ଥ, ଗୃହେ ସାହାଯ୍ୟ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ପିତାମାତାଙ୍କ ସେବା

ମକର: ସ୍ବାସ୍ଥ୍ୟରେ ଉନ୍ନତି,  ଅର୍ଥଖର୍ଚ୍ଚ, ବ୍ୟକ୍ତି ସାହାଯ୍ୟ, ନୂତନ ବନ୍ଧୁଲାଭ, ଶୁଭ ଅାଲୋଚନା, ସମ୍ପତ୍ତିଲାଭ, ଶତ୍ରୁ ସମସ୍ୟା, ଅଚାନକ ଦୂରଯାତ୍ରା, ବ୍ୟବସାୟିକ ଖୁସି, ବିଦ୍ୟାଲାଭ,  ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-, ଆରାଧନା-ମାମଙ୍ଗଳା

କୁମ୍ଭ: ନୂତନ ସୁଯୋଗ, ଅର୍ଥଲାଭ, କର୍ମକ୍ଷେତ୍ରେ ସହାୟତା, ତୀର୍ଥାଟନ, ଅଳ୍ପ ଶତ୍ରୁ ସମସ୍ୟା, ଯାନ୍ତ୍ରିକ ସମସ୍ୟା, ହେବାକାର୍ଯ୍ୟ ବିଳମ୍ବ, ଉଚ୍ଚପଦାଧÒକାରୀଙ୍କ ସହଯୋଗ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-,  ଆରାଧନା-ଶଙ୍କର ଭଗବାନ

ମୀନ: କଳହଯୋଗ, ଅର୍ଥସମସ୍ୟା,ବ୍ୟକ୍ତି ସାହାଯ୍ୟ,  ଦୂରଯାତ୍ରାରେ ଲାଭ, ସମ୍ପତ୍ତିବିବାଦ, ଶତ୍ରୁଲାଗି କଷ୍ଟ, ବ୍ୟବସାୟରେ ସ୍ବଳ୍ପଲାଭ,ଦାମ୍ପତ୍ୟ କଳହ, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ମାଦକ୍ଷିଣକାଳୀ

Tags: