୬.୫.୨୦୨୬, ବୁଧବାର
ବୈଶାଖ କୃଷ୍ଣପକ୍ଷ ଚତୁର୍ଥୀ
ମେଷ: ସମ୍ମାନହାନି, ମୂଲ୍ୟବାନ ପଦାର୍ଥ ନଷ୍ଟ, ମନ ଅସ୍ଥିର, Ðବସାୟରେ ସ୍ବଳ୍ପ ଲାଭ, କର୍ମକ୍ଷେତ୍ରେ ମିତ୍ରତା, ପୁରାତନ ବନ୍ଧୁଙ୍କ ସାକ୍ଷାତ, ରାଜଦଣ୍ଡ, ଶରୀର ଅସୁସ୍ଥ, ଦୂରସ୍ଥାନକୁ ଯାତ୍ରା, ଅଯଥା ଖର୍ଚ୍ଚାନ୍ତ, କର୍ମରେ ଖୁସି ମାତ୍ର ମାନସିକ ଅସ୍ଥିରତା, ଦ୍ବିଜାମେଷ ସତର୍କ ରୁହନ୍ତୁ, ଶୁଭରଙ୍ଗ-ଲାଲ, ସଂଖ୍ୟା-୩, ଆରାଧନା-ମା’ ବଗଳାମୁଖୀ
ବୃଷ: ବାଦବିବାଦ, ସ୍ବାସ୍ଥ୍ୟପ୍ରତି ସତର୍କ, ଅତ୍ୟଧÒକ ଖର୍ଚ୍ଚ, ନୂତନ କାର୍ଯ୍ୟରେ ବିରୋଧ, ମନ ଅସ୍ଥିର, ଯାତ୍ରାରେ ସାମାନ୍ୟ ଲାଭ, ଶତ୍ରୁ ରହିବେ, ବ୍ୟବସାୟରେ ସାମାନ୍ୟ ଲାଭ, କର୍ମକ୍ଷେତ୍ରେ ଖୁସି, ବନ୍ଧୁ ବିଚ୍ଛେଦ, ଭ୍ରମଣଯୋଗ, ସମସ୍ତ କାର୍ଯ୍ୟରେ ଅସନ୍ତୁଷ୍ଟ, କୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା- ମହାଲକ୍ଷ୍ମୀ
ମିଥୁନ: ମନରେ ପ୍ରସନ୍ନତା, ଦୂରସ୍ଥାନକୁ ଯାତ୍ରା, ବ୍ୟବସାୟରେ ଉନ୍ନତି, ଅତିଥÒ ଅାଗମନ, ସ୍ବାସ୍ଥ୍ୟରେ ଉନ୍ନତି, ପାରିବାରିକ ଖୁସି, ଉଚ୍ଚବ୍ୟକ୍ତିଙ୍କ ସହ ସୁସମ୍ପର୍କ, ଉଚ୍ଚସମ୍ମାନ ପ୍ରାପ୍ତି, ଗୁରୁଜନଙ୍କ ଅାଶୀର୍ବାଦ, ବିଦ୍ୟାଲାଭ, ଶତ୍ରୁ ପରାଜିତ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୩, ଆରାଧନା-ପ୍ରଭୁ ଜଗନ୍ନାଥ
କର୍କଟ: ପରୋପକାର, ବନ୍ଧୁଲାଭ, କର୍ମକ୍ଷେତ୍ରେ ଆନନ୍ଦ, ରାଜସମ୍ମାନ ପ୍ରାପ୍ତି, ଦୂରସ୍ଥାନକୁ ଯାତ୍ରା, ବ୍ୟବସାୟରେ ବିରୋଧ,ନ୍ୟାୟିକ ବ୍ୟବସ୍ଥାରେ ଲାଭ, ଶରୀର ସୁସ୍ଥ, ନୂତନ କାର୍ଯ୍ୟରେ ଖୁସି, ବିବାଦକ୍ଷେତ୍ରେ ସହଯୋଗ, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ, ସଂଖ୍ୟା-୨, ଆରାଧନା-ମା’ ତ୍ରିପୁରାସୁନ୍ଦରୀ
ସିଂହ: କର୍ମେ ଅଶାନ୍ତି, ମନ ଅସ୍ଥିର, କର୍ମକ୍ଷେତ୍ରେ ବିରୋଧ, ବ୍ୟବସାୟରେ ସ୍ବଳ୍ପଲାଭ, ପୁରାତନ େରାଗରେ ପିଡ଼ା, ଅର୍ଥ ସମସ୍ୟା, ଗାଡ଼ିଚାଳନାରେ ସାବଧାନ, ଚୋରିଭୟ, ଶତ୍ରୁକଷ୍ଟ, ବନ୍ଧୁଙ୍କ ସହ ମିତ୍ରତା, ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୪, ଆରାଧନା-ଗ୍ରାମଦେବତୀ
କନ୍ୟା: ବିବାଦ ସମାଧାନ, ମନରେ ସନ୍ଦେହ,ବ୍ୟବସାୟିକ ଖୁସି, ବାହାରକୁ ଯାତ୍ରା, ଗୃହରେ ଉତ୍ସବ, ଥଣ୍ଡାଜନିତ ସମସ୍ୟା, ଦ୍ରବ୍ୟଚୋରି, ଆର୍ଥିକଲାଭ, ଅଯଥା ଅଶାନ୍ତି, ଚିତ୍ରାକନ୍ୟା ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୫, ଆରାଧନା-ଭଗବାନ ବିଷ୍ଣୁ
ତୁଳା: ମନରେ ଉତ୍ସାହ, ଦ୍ରବ୍ୟପ୍ରାପ୍ତି, ପିଲାଙ୍କ ଖୁସି, ବିଦେଶ ଭ୍ରମଣ, ବ୍ୟବସାୟରେ ଲାଭ, ଆର୍ଥିକ ଉନ୍ନତି, ବନ୍ଧୁ ସହଯୋଗ, କର୍ମକ୍ଷେତ୍ରେ ଶାନ୍ତି, ଶତ୍ରୁରେ ମିତ୍ରତା, ଶରୀର ସୁସ୍ଥ, ମୋକଦ୍ଦମାରେ ବିଜୟ, ସମ୍ମାନଲାଭ, ଶୁଭ ଅାଲୋଚନା, ସ୍ବାତୀ ତୁଳା ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ, ସଂଖ୍ୟା-୩, ପ୍ରତିକାର- ଶଙ୍କର ଭଗବାନ
ବିଛା: ମାନସିକ ଅସ୍ଥିରତା, କର୍ମକ୍ଷେତ୍ରେ ବିରୋଧ, ଅର୍ଥସମସ୍ୟା, ଗୃହଶତ୍ରୁ, ବ୍ୟବସାୟରେ ଶତ୍ରୁତା, ଯାତ୍ରାରେ ଖୁସି, ଜ୍ୟେଷ୍ଠା ବିଛା ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୫, ଆରାଧନା-ପ୍ରଭୁ ଜଗନ୍ନାଥ
ଧନୁ: ମନରେ ପ୍ରସନ୍ନତା, ସୁସମ୍ବାଦ, ମାନସମ୍ମାନ, ଉଚ୍ଚଆଶା ପୂର୍ଣ୍ଣ, ଶରୀର ସୁସ୍ଥ, ଶତ୍ରୁ ପରାଜିତ, ବ୍ୟବସାୟରେ ଉନ୍ନତି, ବିବାଦ ସମାଧାନ, ପଦବୀଲାଭ, ଭୂସମ୍ପତ୍ତିଲାଭ, କର୍ମକ୍ଷେତ୍ରେ ସମସ୍ୟା ସମାଧାନ, ବିଦ୍ୟାରେ ଉନ୍ନତି, ଯଶ ମିଳିବ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା-ମା’ ଶ୍ୟାମାକାଳୀ
ମକର: ଶରୀର ଅସୁସ୍ଥ, ଭ୍ରମଣଯୋଗ, ଉଚ୍ଚଆଶାରେ ବାଧା, ଶତ୍ରୁ ସଙ୍କଟ, ବ୍ୟବସାୟରେ ମାନ୍ଦାବସ୍ଥା, ଋଣକରିବେ, କର୍ମକ୍ଷେତ୍ରେ ଅଶାନ୍ତି, ଅର୍ଥ ସମସ୍ୟା, ଭଲକାର୍ଯ୍ୟରେ ବିବାଦ, ଅପବାଦ, ଚୋରି, ଅଜଣାବ୍ୟକ୍ତିଙ୍କ ସହ ମିତ୍ରତା, ଧନିଷ୍ଠାମକର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୪, ଆରାଧନା-ମା’ ବିମଳା
କୁମ୍ଭ: ନୂତନ କର୍ମାରମ୍ଭ, ଆର୍ଥିକଉନ୍ନତି, ବ୍ୟବସାୟେ ଲାଭ, ସମ୍ପର୍କରେ ସୁଧାର, ଅର୍ଥଖର୍ଚ୍ଚ, ମୋକଦ୍ଦମାରେ ବିଜୟ, ଶରୀର ସୁସ୍ଥ, ନୂତନ ଅାଶା, ସୁସମାଚାର, ଅଯଥା ଖର୍ଚ୍ଚାନ୍ଦ, ଗୃହେ ଉତ୍ସବ, ପୂର୍ବାଭାଦ୍ର କୁମ୍ଭ ସତର୍କ ରୁହନ୍ତୁ, ଶୁଭରଙ୍ଗ-ମାଟିଆ, ସଂଖ୍ୟା-୧, ଆରାଧନା-ପ୍ରଭୁ ହନୁମାନ
ମୀନ: କର୍ମରେ ସଫଳତା, ସମ୍ମାନପ୍ରାପ୍ତି, ଅର୍ଥଲାଭ, ପଦବୀଲାଭ, ଶତ୍ରୁ ପରାଭବ, ବିଦେଶ ଭ୍ରମଣ, ନୂତନ ନିଯୁକ୍ତି, ଶୁଭକାର୍ଯ୍ୟରେ ଅାଗ୍ରହ, ପିଲାଙ୍କ ଚିନ୍ତା, ଯାନବାହନେ ସତର୍କତା, ଦ୍ରବ୍ୟଲାଭ, ଉତ୍ତରାଭାଦ୍ର ମୀନ ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୯, ଆରାଧନା- ପ୍ରଭୁ ରାଧାବହ୍ଲବ



