୨୯.୩.୨୦୨୬, ରବିବାର

ଚୈତ୍ର ଶୁକ୍ଳ ଏକାଦଶୀ

୨୯.୩.୨୦୨୬, ରବିବାର
Ipsita Picture
By: Ipsita
Published On



ମେଷ: ପରୋପକାର, ସମାଜ ସେବା, ଶରୀରସୁସ୍ଥ, କର୍ମକ୍ଷେତ୍ରରେ ସ୍ବଳ୍ପ ଲାଭ, ବନ୍ଧୁ ଦର୍ଶନ, ଶତ୍ରୁ ପରାଭବ, ଶୁଭ କାର୍ଯ୍ୟରେ  ଧନ ବ୍ୟୟ, ଆର୍ଥିକ ସହାୟତା, ଦୂର ଯାତ୍ରା ଭରଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୮, ଆରାଧନା- ମା’ ମଙ୍ଗଳା
ବୃଷ: କର୍ମ କ୍ଷେତ୍ରରେ ବାଧା, ମାନସିକ ଅବସାଦ, ବ୍ୟବସାୟରେ ସ୍ବଳ୍ପ ଲାଭ, ଗାଡ଼ି ଚଳାଚଳରେ ସାବଧାନ, ସ୍ବଜନ ବିରୋଧ, ଆର୍ଥିକ ସମସ୍ୟା, ଶାରୀରିକ କଷ୍ଟ, ସମ୍ମାନ ହାନି, କିଛି କାର୍ଯ୍ୟରେ ବିଳମ୍ବ, ଦାମ୍ପତ୍ୟ କଳହ, ବିଦ୍ୟାରେ ଅସଫଳ ମୃଗଶୀରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ପିଙ୍କ୍, ସଂଖ୍ୟା-୨, ଆରାଧନା- ଭଗବାନ ଶଙ୍କର
ମିଥୁନ: ପୈତୃକ ସମ୍ପତ୍ତିରେ ଲାଭ, ଶତ୍ରୁ ରହିବେ, ସ୍ବାସ୍ଥ୍ୟ ଭଲ ରହିବ, ମନରେ ପ୍ରସନ୍ନତା, ଜଞ୍ଜଳା ବୃଦ୍ଧି, ସହକର୍ମୀଙ୍କ ସହଯୋଗ, ବ୍ୟବସାୟରେ ଲାଭ, ଆଶା ସଫଳ, ବନ୍ଧୁ ସହଯୋଗ, ଦେବ ଦର୍ଶନ ପୁନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସୁନେଲୀ, ସଂଖ୍ୟା-୬, ଆରାଧନା- ଲକ୍ଷ୍ମୀନୃସିଂହ
କର୍କଟ: ଦ୍ରବ୍ୟ ଲାଭ, କାର୍ଯ୍ୟ କ୍ଷେତ୍ରରେ ଉନ୍ନତି, ବ୍ୟବସାୟରେ ଲାଭ, ସ୍ବାସ୍ଥ୍ୟରେ ଉନ୍ନତି, ସୁସମାଚାର ମିଳିବ, ସହଯୋଗ ବୃଦ୍ଧି, ଖୁସିରେ ରହିବେ, ଶରୀର ସୁସ୍ଥ, ଅଚାନକ କଳହ ଯୋଗ, କଚେରି ମାମଲାର ସମାଧାନ ପୂର୍ବାଫାଲ୍ଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଦାମୀ, ସଂଖ୍ୟା-୫, ଆରାଧନା- ମା’ ଭଗବତୀ
ସିଂହ: ଶୁଭ ଖବର, ଗୃହେ ଅତିଥି ଆଗମନ, ଆର୍ଥିକ ଖୁସି, ଶୁଭ କାର୍ଯ୍ୟରେ ଧନବ୍ୟୟ, ନୂଆ ଯୋଜନାରେ ଲାଭ, ବନ୍ଧୁ ଦର୍ଶନ, ବ୍ୟବସାୟରେ ଶତ୍ରୁତା, ଲୋକସମ୍ପର୍କ ବୃଦ୍ଧି, େକ୍ରାଧ ହେତୁ କୌଣସି କାର୍ଯ୍ୟରେ ବାଧା, ସନ୍ତାନ ସୁଖ୤ ଉତ୍ତରା ଫାଲ୍ଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୭, ପ୍ରତିକାର- ଗୋ ସେବା
କନ୍ୟା: ଅପମାନ ଯୋଗ, କାର୍ଯ୍ୟ କ୍ଷେତ୍ରରେ ଅସନ୍ତୁଷ୍ଟ, ବ୍ୟବସାୟରେ ଲାଭ, ଦୂର ଯାତ୍ରା, ଶତ୍ରୁ କଷ୍ଟ, ଲୋକସମ୍ପର୍କରେ ଉନ୍ନତି, ଉଚ୍ଚ ଆଶାରେ ବିଳମ୍ବ, ଅଯଥା ଖର୍ଚ୍ଚ, ଉତ୍ତମ ସ୍ବାସ୍ଥ୍ୟ, ନ୍ୟାୟିକ ବ୍ୟବସ୍ଥାରେ ଦୁଃଖ୤ ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୩, ଆରାଧନା- ମା’ ବଗଳାମୁଖୀ
ତୁଳା: ସଫଳତା, ତ୍ରିଥାଟନ ଯୋଗ, ନୂତନ କାର୍ଯ୍ୟରେ ସହଯୋଗ, ବ୍ୟବସାୟରେ ଉନ୍ନତି, ସମ୍ମାନ ପ୍ରାପ୍ତି, ଶତ୍ରୁ ପରାଜିତ, ନୂତନ ନିଯୁକ୍ତି, ପାରିବାରିକ ଖୁସି, ଭୂମି ଓ ବାହନ କ୍ଷେତ୍ରରେ ଲାଭ, ପିଲାଙ୍କ ଖୁସି ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୮, ଆରାଧନା- ପ୍ରଭୁ ଜଗନ୍ନାଥ
ବିଛା: ଶୁଭ ଖବର, କାର୍ଯ୍ୟ ପ୍ରତି ଅନାଗ୍ରହ, ଅର୍ଥ ସମସ୍ୟା, ଜନସେବା, ବ୍ୟବସାୟରେ ବାଧା, ବନ୍ଧୁ ବିଦ୍ରୋହ, ଅସତ୍ କାର୍ଯ୍ୟ ପ୍ରତି ଆଗ୍ରହ, ସ୍ବାସ୍ଥ୍ୟ ଲାଭ, ପରିବାରରେ ସହଯୋଗ, ସନ୍ତାନ ସମସ୍ୟା ଜ୍ୟଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୪, ଆରାଧନା- ମହାଲକ୍ଷ୍ମୀ
ଧନୁ: ଶୁଭ କାର୍ଯ୍ୟରେ ଧନ ଖର୍ଚ୍ଚ,ଲୋକସମ୍ପର୍କରେ ଉନ୍ନତି,ଦେବ କାର୍ଯ୍ୟରେ ସନ୍ତୁଷ୍ଟ, ବହୁ ପରିଶ୍ରମ ଲାଭ କମ, ଶାରୀରିକ ଅସୁସ୍ଥତା, ନୂତନ ସହଯୋଗ, ନ୍ୟାୟିକ ବ୍ୟବସ୍ଥାରେ ଖୁସି, କର୍ମ କ୍ଷେତ୍ରରେ ସମ୍ମାନ ଲାଭ ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯, ଆରାଧନା- ରାଧାକୃଷ୍ଣ
ମକର: ବନ୍ଧୁ ସହଯୋଗ, ବ୍ୟବସାୟରେ ଲାଭ, ସ୍ବାସ୍ଥ୍ୟରେ ଉନ୍ନତି, ସୁସମାଚାର ମିଳିବ, ବନ୍ଧୁରେ ଆଗ୍ରହ, କର୍ମରେ ସଫଳ, ଭ୍ରାତୃଭଗ୍ନୀଙ୍କ ସ୍ନେହ, କିଛି କାର୍ଯ୍ୟରେ ବିରୋଧ, ଲୋକସମ୍ପର୍କ ବୃଦ୍ଧି, ଶତ୍ରୁ ରହିବେ, ଦାମ୍ପତ୍ୟ କଳହ, ପିଲାଙ୍କ ଖୁସି ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କଳା, ସଂଖ୍ୟା-୪, ଆରାଧନା- ମା’ ଦକ୍ଷିଣକାଳୀ
କୁମ୍ଭ: ପଦୋନ୍ନତି, କର୍ମକ୍ଷେତ୍ରରେ ଖୁସି, ଆଶା ସଫଳ, ଦୂର ଯାତ୍ରାରେ ଲାଭ, ବନ୍ଧୁ ସହଯୋଗ, ଶତ୍ରୁ ସମସ୍ୟା ସମାଧାନ, ମାନସମ୍ମାନ ପ୍ରାପ୍ତି, ବ୍ୟବସାୟରେ ଲାଭ, ଅଚାନକ ଦୂର ଯାତ୍ରା, ଖୁସି ଖବର, ଶୁଭ କାର୍ଯ୍ୟରେ ଧନ ଖର୍ଚ୍ଚ ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣୀ, ସଂଖ୍ୟା-୯, ଆରାଧନା- ଶଙ୍କର ଭଗବାନ
ମୀନ: ଗୁରୁଜନଙ୍କ କୃପା, ବ୍ୟବସାୟରେ ଉନ୍ନତି, ବିଦେଶ ଯାତ୍ରା, ଅନୁଷ୍ଠାନରୁ ଲାଭ, ବନ୍ଧୁ ସହଯୋଗ, ସ୍ବାସ୍ଥ୍ୟ ଲାଭ, ଉଚ୍ଚ ସମ୍ମାନ, ପରିବାରର ଅସହଯୋଗ, ଶତ୍ରୁ ପରାଭବ, ଅଧିକ ଖର୍ଚ୍ଚ ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୬, ଆରାଧନା- ପ୍ରଭୁ ହନୁମାନ

Tags: