ରାଶିଫଳ ୭.୩.୨୦୨୬ ଶନିବାର
ଚୈତ୍ର କୃଷ୍ଣପକ୍ଷ, ଚତୁର୍ଥୀ
ମେଷ- ବ୍ୟବସାୟିକ ଲାଭ, ତୀର୍ଥାଟନ, ଆଶା ସଫଳ, ମାନସିକ ଶାନ୍ତି, ଶତ୍ରୁ ପରାଜିତ, ଶରୀର ସୁସ୍ଥ, ନୂତନ ଆୟ, ବନ୍ଧୁଲାଭ, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସିଲଭର, ସଂଖ୍ୟା-୭, ଆରାଧନା- ମା ଭଗବତୀ।
ବୃଷ- ଶତ୍ରୁରେ ବିଜୟ, ବନ୍ଧୁଦର୍ଶନ, ନୂତନ କାର୍ଯ୍ୟ ଆରମ୍ଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ସୁସମାଚାର, ସୁମିଷ୍ଠ ଭୋଜନ, ଦୂରଯାତ୍ରାରେ ସମସ୍ୟା, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା- ଭଗବାନ ଶଙ୍କର।
ମିଥୁନ- ସନ୍ତାନକଷ୍ଟ, ଆଶାରେ ବିଫଳ, ବ୍ୟବସାୟିକ କଷ୍ଟ, ନୂତନ ବନ୍ଧୁଲାଭ,ଲୋକସମପର୍କ ବୃଦ୍ଧି, ଅର୍ଥ ସମସ୍ୟା, ଶରୀର ସୁସ୍ଥ, ଦ୍ରବ୍ୟଲାଭ, ମିଷ୍ଠାନ୍ନ ପ୍ରାପ୍ତି, ମାନସିକ ଅବସାଦ, ଦାମ୍ପତ୍ୟ ଖୁସି, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୫, ଆରାଧନା- ମା ଗ୍ରାମଦେବତୀ।
କର୍କଟ- ଅପମାନଯୋଗ,. ବନ୍ଧୁ ସମସ୍ୟା, ଅର୍ଥଚିନ୍ତା, ବ୍ୟବସାୟରେ ସ୍ବଳ୍ପ ଲାଭ, ଦେବଦର୍ଶନ, ପୁରାତନ ବନ୍ଧୁଲାଭ, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ଶରୀର ସୁସ୍ଥ, ନୂତନ କାର୍ଯ୍ୟରେ ସନ୍ତୁଷ୍ଟ, ଦୂରସ୍ଥାନେ ସତର୍କ, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୪, ଆରାଧନା- ଲକ୍ଷ୍ମୀନୃସିଂହ।
ସିଂହ- ବିଶିଷ୍ଟ କାର୍ଯ୍ୟରେ ଲାଭ, ଗୃହେ ଶୁଭକାର୍ଯ୍ୟ, ଅତିଥି ସତ୍କାର, ସମ୍ପତ୍ତିଲାଭ, ବିବାଦ ସମାଧାନ, ଅର୍ଥଲାଭ, ବନ୍ଧୁଲାଭ,ଶତ୍ରୁ ପରାଜିତ, ମାନସିକ ଶାନ୍ତି, ହଠାତ୍ ଦୂରଯାତ୍ରା, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସିଲଭର, ସଂଖ୍ୟା-୮, ଆରାଧନା- ପ୍ରଭୁ ହନୁମାନ।
କନ୍ୟା- ଯାତ୍ରା କଷ୍ଟ, ଶରୀର ସୁସ୍ଥ, ବ୍ୟବସାୟରେ ସ୍ବଳ୍ପ ଲାଭ, ନୂତନ ସମସ୍ୟା, ବନ୍ଧୁଲାଭ, ଶୁଭକାର୍ଯ୍ୟରେ ଧନବ୍ୟୟ,, ଅଳ୍ପ ଶତ୍ରୁ ସମସ୍ୟା, ମାନସିକ ଅବସାଦ, ସନ୍ତାନ ଖୁସି, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୬, ଆରାଧନା- ମା ବାଟମଙ୍ଗଳା।
ତୁଳା- ସମ୍ମାନଲାଭ, ଦୂରଯାତ୍ରାରେ ଲାଭ, ନୂତନ କର୍ମନିଯୁକ୍ତି, ଶୁଭଖବର, ମାନସିକ ଶାନ୍ତି, ସନ୍ତାନଲାଭ, ସମସ୍ୟା ସମାଧାନ, କଚେରୀ ମାମଲା ସମାଧାନ, ଶରୀର ସୁସ୍ଥ, ଦ୍ରବ୍ୟଲାଭ, ଆଶା ସଫଳ, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା-ପ୍ରଭୁ ରାଧାବଲ୍ଲଭ।
ବିଛା- ସ୍ବାସ୍ଥ୍ୟସମସ୍ୟା, ଆର୍ଥିକ ସାହାଯ୍ୟ, ନୂତନ କାର୍ଯ୍ୟରେ କଷ୍ଟ, ପାରିବାରିକ ଶାନ୍ତି, ଗୃହେ ଉତ୍ସବ, ଶତ୍ରୁ ପରାଜିତ, କର୍ମକ୍ଷେତ୍ରେ ପରିଶ୍ରମ, ବ୍ୟବସାୟରେ ଲାଭ, ଉଚ୍ଚଆଶାରେ ବିଳମ୍ବ, ବ୍ୟକ୍ତି ସହଯୋଗ, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭, ଆରାଧନା-ପ୍ରଭୁ ଜଗନ୍ନାଥ।
ଧନୁ- ସୁସମ୍ପର୍କ, ମାନସିକ ଶାନ୍ତି, ଅର୍ଥଲାଭ, ନୂତନ କର୍ମ ଆରମ୍ଭ,ଲୋକସମ୍ପର୍କ ବୃଦ୍ଧି, ଶରୀର ସୁସ୍ଥ, ବ୍ୟବସାୟରେ ଲାଭ, ବାକିଦ୍ରବ୍ୟ ପ୍ରାପ୍ତି, ଅଳ୍ପ ଶତ୍ରୁ ସମସ୍ୟା, ନୂତନ ଆୟ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା-ମା ଭୁବନେଶ୍ବରୀ।
ମକର-ଗୁରୁଜନଙ୍କ ଆଶୀର୍ବାଦ, କିଛି କାର୍ଯ୍ୟରେ ବିଳମ୍ବ, ଉଚ୍ଚଆଶାରେ ଖୁସି, ବନ୍ଧୁ ସାହାଯ୍ୟ, ସମ୍ପତ୍ତି ଲାଭ, ମାନସିକ ଶାନ୍ତି ଦେବକାର୍ଯ୍ୟରେ ଶାନ୍ତି, ଶତ୍ରୁ ପରାଜିତ ସନ୍ତନ ଖୁସି, ବିଦ୍ୟାରେ ସଫଳ, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୬, ଆରାଧନା- ମା ଗୌରୀ।
କୁମ୍ଭ- ବନ୍ଧୁ ସାହାଯ୍ୟ, ଅନୁଷ୍ଠାନରୁ ଲାଭ, ଆଶା ସଫଳ, ସୁସମ୍ବାଦ ପ୍ରାପ୍ତି, ଅର୍ଥଲାଭ, ମାନସିକ ଶାନ୍ତି, ବ୍ୟବସାୟିକ କଷ୍ଟ, ଯାତ୍ରାରେ ସତର୍କ, ଶତ୍ରୁ ସମସ୍ୟା, ନୂତନ କର୍ମାରମ୍ଭ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶୀ, ସଂଖ୍ୟା-୮, ପ୍ରତିକାର- ଶଙ୍କର ଭଗବାନ।
ମୀନ- ଶରୀର କଷ୍ଟ, ଯାତ୍ରାରେ ସତର୍କ, କାର୍ଯ୍ୟରେ ବିଳମ୍ବ, ବନ୍ଧୁ ସାହାଯ୍ୟ, ଋଣ କରିପାରନ୍ତି, କିଛି କାର୍ଯ୍ୟରେ ସମସ୍ୟା, ବ୍ୟବସାୟରେ ଲାଭ, ଦୂରଯାତ୍ରା, ନୂତନ କାର୍ଯ୍ୟ ଆରମ୍ଭ, ଅଳ୍ପ ଲାଭ, ଗୃହେ ସମସ୍ୟା ସମାଧାନ, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୪, ଆରାଧନା-ମା ବଗଳାମୁଖୀ।
ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮



