ରାଶିଫଳ ୬.୩.୨୦୨୬ ଶୁକ୍ରବାର 

ଚୈତ୍ର କୃଷ୍ଣପକ୍ଷ, ତୃତୀୟା 

 ରାଶିଫଳ ୬.୩.୨୦୨୬ ଶୁକ୍ରବାର 
Ipsita Picture
By: Ipsita
Published On


ମେଷ- ଅର୍ଥପ୍ରାପ୍ତିର ସୁଯୋଗ, ଲୋକସମ୍ପର୍କ ବୃଦ୍ଧି, ଶରୀର ସୁସ୍ଥ, ଦାମ୍ପତ୍ୟ ସୁଖ, ଆଶା ସଫଳ, ନୂତନ  ନିଯୁକ୍ତି, ବ୍ୟବସାୟରେ ଲାଭ, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା- ଭଗବାନ ଶଙ୍କର।
ବୃଷ- ଶତ୍ରୁରେ ବିଜୟ ଦୂରଯାତ୍ରା, ଶାରୀରିକ ପରିଶ୍ରମ, ହଠାତ୍ ଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ଅର୍ଥଲାଭ, ପଦମର୍ଯ୍ୟାଦା ବୃଦ୍ଧି ସୁସମାଚାର, ସୁମିଷ୍ଠ ଭୋଜନ ପ୍ରାପ୍ତି, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୫, ଆରାଧନା- ଶ୍ରୀଜଗନ୍ନାଥ।
ମିଥୁନ- ସନ୍ତାନ ସମସ୍ୟା, ବ୍ୟବସାୟରେ ମଧ୍ୟମ ଫଳ, ଉଚ୍ଚଆଶା ବିଫଳ, ନୂତନ କାର୍ଯ୍ୟାରମ୍ଭ, ଦେବକାର୍ଯ୍ୟ, ଅର୍ଥ ସମସ୍ୟା, ଦାମ୍ପତ୍ୟ ସୁଖ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସିଲଭର,  ସଂଖ୍ୟା-୭,  ଆରାଧନା- ମା ଭଗବତୀ।
କର୍କଟ- ଶୁଭକାର୍ଯ୍ୟରେ ଧନବ୍ୟୟ, ବ୍ୟବସାୟରେ ସ୍ବଳ୍ପ ଲାଭ, ଦେବଦର୍ଶନ, ଶରୀର ସୁସ୍ଥ, ବନ୍ଧୁଲାଭ, ସନ୍ତାନପ୍ରାପ୍ତି, ଶୁଭଖବର, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୭, ଆରାଧନା- ମହାଲକ୍ଷ୍ମୀ।
ସିଂହ- ସହଯୋଗ ପ୍ରାପ୍ତି, ମାନସିକ ଶାନ୍ତି, ଦୂରଯାତ୍ରାରେ ସଫଳ, କାର୍ଯ୍ୟରେ ସଫଳ, ମିତ୍ର ସାହାଯ୍ୟ, ଶତ୍ରୁ ସମସ୍ୟା, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-ଗୋମାତାଙ୍କ ସେବା। 
କନ୍ୟା- ମାନସମ୍ମାନ ବୃଦ୍ଧି, ସୁସମ୍ବାଦ ପ୍ରାପ୍ତି, ବାଣିଜ୍ୟରେ ଲାଭ, ଦାମ୍ପତ୍ୟ ସୁଖ, ସମସ୍ୟା ସମାଧାନ, ମାନସିକ ଶାନ୍ତି, ନୂତନ ନିଯୁକ୍ତି, ଦୂରଯାତ୍ରା ସଫଳ, ଉତ୍ତରଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଦାମି, ସଂଖ୍ୟା-୧୦,  ଆରାଧନା- ଦକ୍ଷିଣକାଳୀ।
ତୁଳା- କର୍ମରେ ଆନନ୍ଦ, ବନ୍ଧୁସାହାଯ୍ୟ, ବ୍ୟବସାୟରେ କଷ୍ଟ, ଦାମ୍ପତ୍ୟ ସୁଖ, ଲୋକସମ୍ପର୍କ ବୃଦ୍ଧି, ନୂତନ କର୍ମ ଅାରମ୍ଭ, ମାନସିକ ଅବସାଦ, ସନ୍ତାନ ସୁଖ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୮,  ଆରାଧନା-ଗ୍ରାମଦେବତୀ।
ବିଛା-   ଅନୁଷ୍ଠାନରୁ ଲାଭ, ଶୁଭ ଖବର, ସମ୍ପତ୍ତି ଲାଭ, ଶତ୍ରୁ ପରାଜିତ, ଦାମ୍ପତ୍ୟ ସୁଖ, ଦୂରଯାତ୍ରା ସଫଳ, ସ୍ବାଦିଷ୍ଠ ଭୋଜନ ପ୍ରାପ୍ତି, ବିଶିଷ୍ଟ କାର୍ଯ୍ୟରେ ନିନ୍ଦିତ  ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯, ଆରାଧନା-ପ୍ରଭୁ ନାରାୟଣ।
ଧନୁ- ପ୍ରୀତି ବୃଦ୍ଧି, ସମ୍ପର୍କରେ ଉନ୍ନତି, ଯାତ୍ରାରେ  ସାବଧାନ, ଶରୀର ସୁସ୍ଥ, ବିବିଷ୍ଠ କାର୍ଯ୍ୟରେ ଧନବ୍ୟୟ, ଶତ୍ରୁ ସମସ୍ୟା, କର୍ମରେ ଶାନ୍ତି, ଋଣଗ୍ରସ୍ତ, ନୂତନ ସମସ୍ୟା, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭, ଆରାଧନା-ପ୍ରଭୁ ହନୁମାନ।
ମକର- କର୍ମରେ ଆନନ୍ଦ, ଦୂରଯାତ୍ରା ସଫଳ, ଲୋକସମ୍ପର୍କ ବୃଦ୍ଧି, ଦେବଦର୍ଶନ, ଗୃହେ ଉତ୍ସବ, ଆଶାରେ ସଫଳତା, ଦାମ୍ପତ୍ୟ ସୁଖ, ଦ୍ରବ୍ୟ ଲାଭ, ମାନସିକ ଅବସାଦ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୮,  ଆରାଧନା- ଲକ୍ଷ୍ମୀନାରାୟଣ।
କୁମ୍ଭ-  ଅର୍ଥଲାଭ, ବନ୍ଧୁ ବିଦ୍ରୋହ, ଦୂରଯାତ୍ରାରେ ସତର୍କ, ଅତିଥି ଲାଭ, ଶରୀର ଅସୁସ୍ଥ, ଉଚ୍ଚଆଶା ବିଫଳ, ବ୍ୟବସାୟରେ ଲାଭ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୯,  ପ୍ରତିକାର- ମା ବିମଳା।
ମୀନ- ସ୍ବାସ୍ଥ୍ୟହାନି, ସମ୍ପର୍କରେ ଫାଟ, ଆଶାରେ ବିଫଳ, ଅର୍ଥ ସମସ୍ୟା, ଦେବଦର୍ଶନ, ମାନସିକ ଅବସାଦ, ନୂତନ କର୍ମରେ ସଫଳ, ଦ୍ରବ୍ୟ ନଷ୍ଟ, ଶତ୍ରୁ ସମସ୍ୟା, ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭,  ଆରାଧନା-ମା କୋଚିଳାଇ।

ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)

ମୋ:୮୯୧୭୨୮୪୩୩୮

Tags: