ରାଶିଫଳ ୧.୩.୨୦୨୬, ରବିବାର

ଫାଲଗୁନ ଶୁକ୍ଳପକ୍ଷ ତ୍ରୟୋଦଶୀ

ରାଶିଫଳ ୧.୩.୨୦୨୬, ରବିବାର
Ipsita Picture
By: Ipsita
Published On

 

 

ମେଷ - କାର୍ଯ୍ୟେ ବିଫଳ, ବ୍ୟବସାୟରେ ଲାଭ, ମାନସିକ ଅବସାଦ, ଦୂରଯାତ୍ରା, ପାରିବାରିକ ସହଯୋଗ, ଶତୃପରାଜିତ, ନୂତନକାର୍ଯ୍ୟେ ଆରମ୍ଭ, ଲୋକସମ୍ପର୍କ ବୃଦ୍ଧି, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ  - ଲାଲ, ସଂଖ୍ୟା - ୯, ଆରାଧନା - ଗ୍ରାମଦେବୀ ।

ବୃଷ - ଅର୍ଥଲାଭ, ପୁରୁଣା ବିବାଦ ସମାଧାନ, ଉତ୍ସବରେ ଆନନ୍ଦ, ସମ୍ପତ୍ତିଲାଭ, ବନ୍ଧୁଲାଭ,ଗୃହେସହାୟତା, ଶରୀର ସୁସ୍ଥ, ଅନୁଷ୍ଠାନରୁ ଲାଭ, କର୍ମକ୍ଷେତ୍ରେ ପରିଶ୍ରମ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ  - ଧଳା, ସଂଖ୍ୟା - ୫, ଆରାଧନା - ମହାଲକ୍ଷ୍ମୀ ।

ମିଥୁନ - ବନ୍ଧୁ ମିଳନ, ନୂତନ କାର୍ଯ୍ୟ ଆରମ୍ଭ, ପାରିବାରିକ ସୁଖ, ବିଦ୍ୟାରେ ଉନ୍ନତି, ବ୍ୟବସାୟରେ ଲାଭ, ଦୂରଯାତ୍ରା, ଶତୃସମସ୍ୟା, ବିଶିଷ୍ଟ ବ୍ୟକ୍ତି ସହାୟତା, ପୂନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ  - ସବୁଜ, ସଂଖ୍ୟା - ୭, ଆରାଧନା - ମା ମଙ୍ଗଳା ।

କର୍କଟ - ଖୁସି ଦିନ, ମାନସିକ ଶାନ୍ତି, ସମସ୍ୟା ସମାଧାନ, ବନ୍ଧୁ ଲାଭ, ଦାମ୍ପତ୍ୟ ସୁଖ, ଦୂରଯାତ୍ରାରେ ସଫଳ, ସମ୍ପତ୍ତି ଲାଭ, ନୂତନ ନିଯୁକ୍ତି, ଅଳ୍ପ ଶତୃ ସମସ୍ୟା, ଉତ୍ତରା ଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ  - ଗୋଲାପି, ସଂଖ୍ୟା - ୧୨, ଆରାଧନା - ଶଙ୍କର ଭଗବାନ ।

ସିଂହ - ମାନସିକ ଅଶାନ୍ତି, ଦୂରଯାତ୍ରାରେ ସତର୍କ, ସନ୍ତାନ ସମସ୍ୟା, ବନ୍ଧୁ ସାହାଯ୍ୟ, ବ୍ୟବସାୟରେ ସ୍ବଳ୍ପ ଲାଭ, ନୂତନ କର୍ମ, ଅଯଥା ଖର୍ଚ୍ଚ, ସମ୍ପତ୍ତି ସମସ୍ୟା, ସମ୍ପର୍କ ହାନି, ଉଚ୍ଚ ଆଶାରେ ବିଫଳ, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ  - ହଳଦୀ, ସଂଖ୍ୟା - ୭, ଆରାଧନା - ମା ବଗଳୀମୁଖୀ ।

କନ୍ୟା -  କର୍ମରେ ସଫଳ, ବ୍ୟବସାୟରେ ଖୁସି, ବିବାଦିତ କାର୍ଯ୍ୟେ ବିଜୟ, ମାନସିକ ଶାନ୍ତି, ଲୋକସମ୍ପର୍କ ଉନ୍ନତି, ଯାତ୍ରାରେ ସଫଳ, ସନ୍ତାନ ସମସ୍ୟା, ସ୍ବଜନ ବିବାଦ,  ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ  - ଆକାଶୀ, ସଂଖ୍ୟା - ୮, ଆରାଧନା - ପ୍ରଭୁହନୁମାନ ।

ତୁଳା - ବୃଥା ଚିନ୍ତା, ସମ୍ପର୍କରେ ଉନ୍ନତି, ମାନସିକ ଅବସାଦ, ଦୂରଯାତ୍ରାରେ ସଫଳ, ଶରୀର ସୁସ୍ଥ, ସମ୍ମାନ ପ୍ରାପ୍ତି, ବ୍ୟବସାୟରେ ଲାଭ, ଗୃହେ ଉତ୍ସବ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ  - ଧଳା, ସଂଖ୍ୟା - ୬, ଆରାଧନା - ଭଗବାନ ଶଙ୍କର ।

ବିଛା - ଅସହଯୋଗ, କାର୍ଯ୍ୟେ ସମସ୍ୟା, ବ୍ୟବସାୟରେ ସ୍ବଳ୍ପଲାଭ, ସମସ୍ୟାରେ ପଡିପାରନ୍ତି, ବନ୍ଧୁ ସହଯୋଗ, ଦାମ୍ପତ୍ୟଖୁସି, ବିଦ୍ୟାରେ ସଫଳ, ଆଶାରେ ବିଫଳ, ଗାଡିଚାଳନାରେ ସତର୍କ, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ  - ଧଳା, ସଂଖ୍ୟା - ୫, ଆରାଧନା - ପ୍ରଭୁଜଗନ୍ନାଥ।

ଧନୁ - ଯାତ୍ରାରେ ସତର୍କ, ମାନସିକ ଅବସାଦ, ବନ୍ଧୁ ଦର୍ଶନ, ବ୍ୟବସାୟିକ ଖୁସି, ଲୋକସମ୍ପର୍କ ବୃଦ୍ଧି, କର୍ମକ୍ଷେତ୍ରେ ଶାନ୍ତି, ଦେବକାର୍ଯ୍ୟ ପ୍ରତିଆଗ୍ରହ, ସନ୍ତାନ କଷ୍ଟ, ସ୍ତ୍ରୀ ସହଯୋଗ । ଉତ୍ତରାଷାଢା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ  - ହଳଦୀ, ସଂଖ୍ୟା - ୮, ଆରାଧନା - ମାଭଗବତୀ ।

ମକର - ଦ୍ରବ୍ୟଲାଭ, ଆଶାସଫଳ, ମାନସିକ ଅଶାନ୍ତି, ଅନୁଷ୍ଠାନରୁ ଲାଭ, ସୁମିଷ୍ଠଭୋଜନ, ଅର୍ଥପ୍ରାପ୍ତି, ଶୁଭ ସମାଚାର, ବନ୍ଧୁଲାଭ, ବ୍ୟବସାୟରେ ସନ୍ତୁଷ୍ଠ, ପିଲାଙ୍କ ସମ୍ୟା, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ  - ବାଇଗେଣୀ, ସଂଖ୍ୟା - ୧୦, ଆରାଧନା - ଲକ୍ଷ୍ମୀନାରାୟଣ ।

କୁମ୍ଭ - ନୂତନ କର୍ମ ପ୍ରତି ଆଗ୍ରହ, ବନ୍ଧୁଲାଭ, ଅର୍ଥପ୍ରାପ୍ତି, ମାନସିକ ଶାନ୍ତି, ଶରୀରକଷ୍ଟ, ଦୂରଯାତ୍ରାରେ ସତର୍କ, ବ୍ୟବସାୟରେ ଲାଭ, ଦାମ୍ପତ୍ୟଖୁସି, ଅନୁଷ୍ଠାନରୁ ଲାଭ, ସମ୍ପର୍କରେ ଉନ୍ନତି, ବନ୍ଧୁମିଳନ, ପୂର୍ବାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ  - ନୀଳ, ସଂଖ୍ୟା - ୮, ପ୍ରତିକାର - ଗୋମାତାଙ୍କୁ ଖାଦ୍ୟଦିଅନ୍ତୁ ।

ମୀନ  - ଦୂରଯାତ୍ରା, ଅର୍ଥଲାଭ, ଅନୁଷ୍ଠାନରୁ ଲାଭ, ବନ୍ଧୁ ସହଯୋଗ, ଅଯଥା ଚିନ୍ତା, ସନ୍ତାନ ଖୁସି, ବିଦ୍ୟାରେ ସଫଳ, ଲୋକ ସମ୍ପର୍କ ବୃଦ୍ଧି, ବ୍ୟବସାୟରେ ସ୍ବଳ୍ପଲାଭ, ପୂରାତନ ବିବାଦ ସମାଧାନ, ସ୍ବାସ୍ଥ୍ୟରେ ଉନ୍ନତି, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ  - ଧଳା, ସଂଖ୍ୟା - ୭, ଆରାଧନା - ମାକନକଲକ୍ଷ୍ମୀ ।

Tags: