୨୭.୨.୨୦୨୬ ଶୁକ୍ରବାର 

ଫାଲଗୁନ ଶୁକ୍ଳପକ୍ଷ, ଏକାଦଶୀ 

୨୭.୨.୨୦୨୬ ଶୁକ୍ରବାର 
Ipsita Picture
By: Ipsita
Published On

 

ମେଷ- ଧନପ୍ରାପ୍ତି, ବ୍ୟବସାୟରେ ଉନ୍ନତି, ଶତ୍ରୁନାଶ, ଉଚ୍ଚଆଶାରେ ବାଧା, କର୍ମନିଯୁକ୍ତି, ମୋକଦ୍ଦମାରେ ବିଜୟ, ଦୂରଯାତ୍ରା, ବିଦ୍ୟାରେ ସଫଳ, ଅଶ୍ବିନୀ  ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୩,  ଆରାଧନା- ମହାଲକ୍ଷ୍ମୀ।
ବୃଷ- ଧର୍ମବ୍ୟୟ, କର୍ମକ୍ଷେେତ୍ର ଅଶାନ୍ତି, ଦୂରଯାତ୍ରା, ଗାଡ଼ିଚାଳନାରେ ସାବଧାନ, ଶତ୍ରୁଦ୍ବାରା କଷ୍ଟ, ନୂତନ ବାଣିଜ୍ୟ ଆରମ୍ଭ, ଶରୀର ସୁସ୍ଥ, ବିଦ୍ୟାରେ ଅବନତି,  କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା- ମା ବଗଳାମୁଖୀ।
ମିଥୁନ- ସମ୍ମାନବୃଦ୍ଧି, ଶତ୍ରୁନାଶ, ଉଚ୍ଚଆଶା ସଫଳ, ବ୍ୟବସାୟରେ ଲାଭ, ଭୂସମ୍ପତ୍ତିର ସମାଧାନ, ଦୂରଯାତ୍ରା, ବିବାଦ ସମାଧାନ, ଶରୀର ସୁସ୍ଥ, ସ୍ତ୍ରୀ ସହଯୋଗ,  ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୧,  ଆରାଧନା- କୁବେର ଭଗବାନ।
କର୍କଟ- କାର୍ଯ୍ୟରେ ବିବାଦ, ବନ୍ଧୁ ଦର୍ଶନ, ଅର୍ଥସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ଶତ୍ରୁ ସମସ୍ୟା, ଶରୀର ସୁସ୍ଥ,  ନୂତନ କାର୍ଯ୍ୟରେ ଲାଭ, ଉତ୍ସବ  ରହିବ, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ,  ଶୁଭରଙ୍ଗ-ଧଳା, ସଂଖ୍ୟା-୩,  ଆରାଧନା- ମା ଗଗବତୀ।
ସିଂହ- ଦ୍ରବ୍ୟଲାଭ, କାର୍ଯ୍ୟରେ ଉନ୍ନତି, ସମ୍ମାନ ପ୍ରାପ୍ତି, ଅର୍ଥସମସ୍ୟାର ସମାଧାନ, ଈଶ୍ବର ପୂଜାରେ ଶାନ୍ତି, ଲମ୍ବାଯାତ୍ରା, ବ୍ୟବସାୟରେ ଆଗ୍ରହ, ଶତ୍ରୁ ପରାଜିତ, ବିଦ୍ୟାରେ ସଫଳ, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୪, ଆରାଧନା- ଭଗବାନ ବିଷ୍ଣୁ।
କନ୍ୟା- ସମସ୍ୟା ସମାଧାନ, ଦେବର୍ଶନ, ଅନୁଷ୍ଠାନରୁ ଲାଭ, ବିଦ୍ୟାରେ ସଫଳତା, ସୁସମାଚାର, ଶତ୍ରୁ ବୃଦ୍ଧି, ବ୍ୟବସାୟରେ ସ୍ବଳ୍ପ ଲାଭ, ହଠାତ୍ ଦୂରଯାତ୍ରା, ମାନସିକ ଶାନ୍ତି,  ଉତ୍ତରା ଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍, ସଂଖ୍ୟା-୯,  ଆରାଧନା- ଶଙ୍କର ଭଗବାନ।
ତୁଳା- କର୍ମକ୍ଷେତ୍ରରେ ଶୁଭ, ଦୂରଯାତ୍ରା, ଉଚ୍ଚଆଶା ବିଫଳ, ଶତ୍ରୁ ପରାଜିତ, ବ୍ୟବସାୟରେ ମାନ୍ଦାବସ୍ଥା,  ସୁସମାଚାର, ମୋକଦ୍ଦମାରେ କଷ୍ଟ, ପଡ଼ୋଶୀ କଳହ, ମାନସିକ ଦୁଃଖ,  ଚିତ୍ରା  ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୨,  ଆରାଧନା- ପ୍ରଭୁ ରାଧାବଲ୍ଲଭ।
ବିଛା-  ଅସନ୍ତୁଷ୍ଟ, ଶତ୍ରୁସମସ୍ୟା, କର୍ମକ୍ଷେତ୍ରେ ସମସ୍ୟା, ଅର୍ଥସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ଗୃହ ନିର୍ମାଣ, ମୋକଦ୍ଦମାରେ ସନ୍ତୁଷ୍ଟ, ଦୂରଯାତ୍ରା, ସନ୍ତାନସ୍ନେହ, ବିଦ୍ୟାରେ ସଫଳ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯, ଆରାଧନା-ପ୍ରଭୁ ଜଗନ୍ନାଥ।
ଧନୁ-  ସଫଳତା, ବ୍ୟବସାୟରେ ସ୍ବଳ୍ପ ଲାଭ, ଅର୍ଥ ସମସ୍ୟା, ସୁସମ୍ବାଦ ପ୍ରାପ୍ତି, ବିବାଦ ସମାଧାନ, ଗାଡ଼ିଚାଳନାରେ ସାବଧାନ, ଶତ୍ରୁ ସମସ୍ୟା, ବିଦ୍ୟାରେ ସଫଳତା, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ, ସଂଖ୍ୟା-୯,  ଆରାଧନା-ପିତାମାତାଙ୍କ ସେବା।
ମକର- ଦ୍ରବ୍ୟପ୍ରାପ୍ତି, ଅଳ୍ପ ସମସ୍ୟା, ଦୂରଯାତ୍ରା, ବାଣିଜ୍ୟରେ ଲାଭ, ଶତ୍ରୁ ସମସ୍ୟା, ଗୃହ ସମସ୍ୟା, ସମ୍ମାନପ୍ରାପ୍ତି, ପୁରାତନ ରୋଗ, ସୁମିଷ୍ଠ ଭୋଜନ ,, ସନ୍ତାନସୁଖ, ଲୋକସମ୍ପର୍କ ବୃଦ୍ଧି, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୬,  ଆରାଧନା- ଲକ୍ଷ୍ମୀ ନାରାୟଣ।
କୁମ୍ଭ- ସଫଳତା, ସମ୍ମାନ ବୃଦ୍ଧି, ଦାମ୍ପତ୍ୟ କଳହ, ବ୍ୟବସାୟରେ ଲାଭ, ବିବାଦ ସମାଧାନ, ଋଣଗ୍ରସ୍ତ, ଦୂରସ୍ଥାନକୁ ଯାତ୍ରା, ମୋକଦ୍ଦମାରେ  କଷ୍ଟ, ସୁସମ୍ବାଦ, ଦେବଦର୍ଶନ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୫, ଆରାଧନା-ପ୍ରଭୁ ଗଣେଶ। 
ମୀନ- ଋଣଗ୍ରସ୍ତ, ସମ୍ପର୍କରେ ଉନ୍ନତି, ବନ୍ଧୁ ଦର୍ଶନ, ଗୃହେ ଅଶାନ୍ତି, ମୋକଦ୍ଦମାରେ ପଡ଼ିପାରନ୍ତି, ବ୍ୟବସାୟରେ ସ୍ବଳ୍ପ ଲାଭ, ଶରୀର ପଷ୍ଟ, ମାନସିକ ଅଶାନ୍ତି, ପୂର୍ବାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୬ ଆରାଧନା-ଲକ୍ଷ୍ମୀନୃସିଂହ।

Tags: