ରାଶିଫଳ ୧୯.୨.୨୦୨୬ ଗୁରୁବାର
ଫାଲଗୁନ ଶୁକ୍ଳପକ୍ଷ, ଦ୍ବିତୀୟା
ମେଷ- ଯାତ୍ରାରେ ଶୁଭ, ବ୍ୟବସାୟରେ ଶତ୍ରୁତା, ଶରୀର କଷ୍ଟ, ବନ୍ଧୁଲାଭ, କର୍ମକ୍ଷେତ୍ରେ ସଫଳ, ଦ୍ରବ୍ୟଲାଭ, ମାମଲା ସମାଧାନ, ଯାନ୍ତ୍ରିକ ସମସ୍ୟା, ପାରିବାରିକ ସୁଖ, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍, ସଂଖ୍ୟା-୯, ଆରାଧନା- ଶଙ୍କର ଭଗବାନ।
ବୃଷ- ଶତ୍ରୁରେ ବିଜୟ, ନୂତନ ନିଯୁକ୍ତି, ବ୍ୟବସାୟ ବୃଦ୍ଧି, ଶୁଭ ଖବର, ଗୃହେ ଶତ୍ରୁତା, ଶରୀର ସୁସ୍ଥ, ପିଲାଙ୍କ ସମସ୍ୟା, ସମ୍ପତ୍ତିଲାଭ, ଅର୍ଥପ୍ରାପ୍ତି, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା- ମହାଲକ୍ଷ୍ମୀ।
ମିଥୁନ- ଶତ୍ରୁ ବୃଦ୍ଧି, କର୍ମେ ଅଶାନ୍ତି, ବନ୍ଧୁଲାଭ, ଦୂରଯାତ୍ରାରେ ସଫଳ, ଶୁଭସମାଚାର, ଅର୍ଥସମସ୍ୟା, ଦାମ୍ପତ୍ୟ ସୁଖ, କାର୍ଯ୍ୟ ଅସଫଳ, ଶରୀର ଅସୁସ୍ଥ, ହଠାତ୍ ଦୂରଯାତ୍ରା, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୯, ଆରାଧନା- ଗ୍ରାମଦେବତୀ।
କର୍କଟ- ଯନ୍ତ୍ରଣା ବୃଦ୍ଧି, କାର୍ଯ୍ୟ ସମସ୍ୟା, ଦୂରଯାତ୍ରାରେ ସଫଳ, ଶୁଭସମାଚାର, ଅର୍ଥସମସ୍ୟା, କାର୍ଯ୍ୟରେ ଅସଫଳ, ଶରୀର ଅସୁସ୍ଥ, ଦୂରଯାତ୍ରା, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା-ଭଗବାନ ବିଷ୍ଣୁ।
ସିଂହ- କାର୍ଯ୍ୟ ସଫଳ, ଦୂରଯାତ୍ରା, ନୂତନ ନିଯୁକ୍ତି, କର୍ମକ୍ଷେତ୍ରେ ଶାନ୍ତି, ପାରିବାରିକ ସମସ୍ୟା, ବିଦ୍ୟାରେ ସଫଳ, ଅର୍ଥଲାଭ, ଗାଡ଼ିଚାଳନାରେ ସାବଧାନ, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୭, ଆରାଧନା- ଲକ୍ଷ୍ମୀନାରାୟଣ।
କନ୍ୟା- ବ୍ୟବସାୟରେ ସ୍ବଳ୍ପ ଲାଭ, ବିବାଦର ସମାଧାନ, ମାନସିକ ଶାନ୍ତି, ଯାତ୍ରାରେ ସତର୍କ, ଶରୀର ସୁସ୍ଥ, ପୁରାତନ କାର୍ଯ୍ୟରେ ସମସ୍ୟା, ସ୍ବାଦିଷ୍ଠ ଭୋଜନ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୮, ଆରାଧନା- ମା ବିମଳା।
ତୁଳା- ଧନବ୍ୟୟ, ଶରୀର ସୁସ୍ଥ, ବନ୍ଧୁ ସମସ୍ୟା, ଦେବକାର୍ଯ୍ୟରେ ଆନନ୍ଦ, ସନ୍ତାନ ଲାଭ, ଦ୍ରବ୍ୟଲାଭ, ମାନସିକ ଶାନ୍ତି, ଦାମ୍ପତ୍ୟ ସୁଖ, ବିଦ୍ୟାରେ ସଫଳ, ଶୁଭଖବର, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା- ପ୍ରଭୁ ଆଶୁତୋଷ।
ବିଛା- ମାନସିକ କ୍ଳେଶ, ବନ୍ଧୁଲାଭ, ସମ୍ପର୍କ ହାନି, କାର୍ଯ୍ୟରେ ଶତ୍ରୁତା, ସନ୍ତାନ ସମସ୍ୟା, ଅର୍ଥଲାଭ, ସମ୍ପତ୍ତି ସମସ୍ୟା, ମୋକଦ୍ଦମାରେ ବିଜୟ, ଅତିଥି ଚର୍ଚ୍ଚା, ଶୁଭସମାଚାର, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୭, ଆରାଧନା- ପ୍ରଭୁ ଜଗନ୍ନାଥ।
ଧନୁ- ସମ୍ମାନ ବୃଦ୍ଧି, ଅର୍ଥଲାଭ, ବନ୍ଧୁ ଦର୍ଶନ, ବାଣିଜ୍ୟେ ଉନ୍ନତି, ଶରୀର ଅସୁସ୍ଥ, ସମ୍ମାନ ଲାଭ, ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ, ଯାତ୍ରାରେ ସମସ୍ୟା, ଭ୍ରାତୃ ସ୍ନେହ, ଖୁସି ମିଳିବ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୮, ଆରାଧନା-ମା ଭଗବତୀ।
ମକର- ମାନସିକ ଖୁସି, ଦ୍ରବ୍ୟଲାଭ, କର୍ମକ୍ଷେତ୍ରେ ଲାଭ, ଜମିଜମା ଗଣ୍ଡଗୋଳ, ପାରିବାରିକ ଖୁସି, ଶୁଭଖବର, ଦାମ୍ପତ୍ୟ ସୁଖ, ସନ୍ତାନ ଲାଭ, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା- ମା ବଗଳାମୁଖୀ।
କୁମ୍ଭ- ମାନସିକ ଶାନ୍ତି, ବନ୍ଧୁଲାଭ, କର୍ମକ୍ଷେତ୍ରେ ଶାନ୍ତି, କାର୍ଯ୍ୟରେ ଶତ୍ରୁତା, ସମ୍ମାନଲାଭ, ଶୁଭଖବର ପ୍ରାପ୍ତି, ଗୃହେ ଉତ୍ସବ, ଦୂରଯାତ୍ରା, ଶତ୍ରୁ ପରାଜିତ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୪, ଆରାଧନା- ମା ଦକ୍ଷିଣକାଳୀ।
ମୀନ- କାର୍ଯ୍ୟ ସଫଳ, ଦୂରଯାତ୍ରା, ଶାରୀରିକ କ୍ଲେଶ, ସମ୍ପତ୍ତି ବିବାଦ, କର୍ମକ୍ଷେତ୍ରେ ସ୍ଥାନାନ୍ତର, ବନ୍ଧୁ ବିଦ୍ରୋହ, ଅର୍ଥଲାଭ, ଗୃହେ ସମସ୍ୟା, ମାନସିକ ଅଶାନ୍ତି, ବିଦ୍ୟାରେ ଅସଫଳ, ଉତ୍ତରାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା- ମା ମାଣିକେଶ୍ବରୀ।
ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮



