ରାଶିଫଳ ୧୮.୨.୨୦୨୬ ବୁଧବାର 

ଫାଲଗୁନ ଶୁ କ୍ଳପକ୍ଷ, ପ୍ରତିପଦା 

ରାଶିଫଳ ୧୮.୨.୨୦୨୬ ବୁଧବାର 
Ipsita Picture
By: Ipsita


ମେଷ- ଧନଲାଭ, କାର୍ଯ୍ୟ ସଫଳ, ସମ୍ମାନ ବୃଦ୍ଧି, ଶୁଭଖବର, ଭୂସମ୍ପତ୍ତି ଲାଭ, ଦୂରଯାତ୍ରା, ଶରୀର ସୁସ୍ଥ, ନୂତନ ନିଯୁକ୍ତି, ଶତ୍ରୁ ପରାଜିତ, ଅର୍ଥଲାଭ, ଅଶ୍ବିନୀ  ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୧, ଆରାଧନା- ମହାଲକ୍ଷ୍ମୀ।
ବୃଷ- ସମ୍ମାନଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶୁଭଖବର, ଆଶାରେ ବିଳମ୍ବ, ଶରୀର ସୁସ୍ଥ, ଶତ୍ରୁ ସମସ୍ୟା, ସମ୍ପତ୍ତି ଚିନ୍ତା, ବିଦ୍ୟାରେ ସଫଳତା, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୦, ଆରାଧନା- ଭଗବାନ ବିଷ୍ଣୁ।
ମିଥୁନ- ଗୃହେ ଉତ୍ସବ, ଅର୍ଥ ସମସ୍ୟା, ଶରୀର ସୁସ୍ଥ, ମାନସିକ ଅଶାନ୍ତି, ଦାମ୍ପତ୍ୟ କଳହ, ବ୍ୟବସାୟରେ ସ୍ବଳ୍ପ ଲାଭ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯,  ଆରାଧନା- ମା ମଙ୍ଗଳା।
କର୍କଟ- ଧନବ୍ୟୟ, ମନସ୍ତାପ, ଶରୀର ସମସ୍ୟା, ନୂତନ କାର୍ଯ୍ୟାରମ୍ଭ,ଜମିଜମା ଗଣ୍ଡଗୋଳ, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା-ମା ବଗଳାମୁଖୀ।
ସିଂହ- ଦ୍ରବ୍ୟଲାଭ, ଆଶା ସଫଳ, ସମ୍ମାନ ପ୍ରାପ୍ତି, ନୂତନ  କାର୍ଯ୍ୟରେ ଲାଭ, ଶରୀର ସୁସ୍ଥ, ଶତ୍ରୁ ପରାଜିତ, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭,  ଆରାଧନା- ମା ଭଗବତୀ।
କନ୍ୟା- ସମ୍ମାନ ବୃଦ୍ଧି, ସମ୍ପତ୍ତିଲାଭ, ଦ୍ରବ୍ୟ ପ୍ରାପ୍ତି, ଶରୀର ସୁସ୍ଥ, କାର୍ଯ୍ୟକ୍ଷେତ୍ରେ ଲାଭ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୯,  ଆରାଧନା-  ଉମାମହେଶ।
ତୁଳା- ଶତ୍ରୁ ସମସ୍ୟା, ଆଶାରେ ବାଧା, ବ୍ୟବସାୟିକ ଲାଭ, ଶୁଭକାର୍ଯ୍ୟରେ ଶାନ୍ତି, ବନ୍ଧୁସାହାଯ୍ୟ, ନୂତନ କର୍ମ ଆରମ୍ଭ ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୮, ଆରାଧନା- ଶଙ୍କର ଭଗବାନ।
ବିଛା- କାର୍ଯ୍ୟରେ ଅସନ୍ତୋଷ, ଶୁଭଖବରରେ ବିଳମ୍ବ, ଶତ୍ରୁ ବୃଦ୍ଧି, ସମ୍ମାନ ବୃଦ୍ଧି, ଦ୍ରବ୍ୟ ନଷ୍ଟ, ନୂତନ କାର୍ଯ୍ୟରେ ଲାଭ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ଖଇରି, ସଂଖ୍ୟା-୪, ଆରାଧନା- ପ୍ରଭୁ ଜଗନ୍ନାଥ।
ଧନୁ-  ଅାୟ ବୃଦ୍ଧି, ବନ୍ଧୁ ଦର୍ଶନ,ଦେବକାର୍ଯ୍ୟରେ ସନ୍ତୋଷ,  ଶତ୍ରୁ ପରାଜିତ, ଦ୍ରବ୍ୟ ଲାଭ, ମାମଲା ସମାଧାନ, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ପ୍ରଭୁ ଲୋକନାଥ।
ମକର- ସୁସମ୍ବାଦ, ଅତିଥି ଚର୍ଚ୍ଚା, ସମ୍ମାନ ପ୍ରାପ୍ତି, ଅର୍ଥ ସମସ୍ୟା, ପାରିବାରିକ କଳହ, କିଣାବିକା, ପଦବୀ ଲାଭ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୭, ଆରାଧନା- ମା ଲକ୍ଷ୍ମୀ।
କୁମ୍ଭ-  ଆଭୂଷଣ ପ୍ରାପ୍ତି, ମାନସିକ ଶାନ୍ତି, ଶୁଭକାର୍ଯ୍ୟରେ ଆଗ୍ରହ, ପାରିବାରିକ ଶତ୍ରୁତା, ସମ୍ପତ୍ତି ଲାଭ,  ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୫,  ଆରାଧନା- କିଚକେଶ୍ବରୀ।
ମୀନ- ମନସ୍ଥାପ, କାର୍ଯ୍ୟରେ ବିଳମ୍ବ, ସମ୍ପର୍କରେ ବାଧା,  ଅର୍ଥ ଲାଭ, ଅତିଥି ଚର୍ଚ୍ଚା,  ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୩, ଆରାଧନା- ମା ଜଗଦ୍ଧାତ୍ରୀ ।
ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮

ସମ୍ବନ୍ଧିତ ଖବର  ରାଶିଫଳ ୧୨.୨.୨୦୨୬ ଗୁରୁବାର 

Tags: