ରାଶିଫଳ ୧୪.୨.୨୦୨୬ ଶନିବାର
ଫାଲଗୁନ କୃଷ୍ଣପକ୍ଷ, ଦ୍ବାଦଶୀ
ମେଷ- ଧନଲାଭ, କାର୍ଯ୍ୟ ସଫଳ, ବିଶିଷ୍ଠ କାର୍ଯ୍ୟରେ ବିଳମ୍ବ, ଶରୀର ସୁସ୍ଥ, ଦୂରଯାତ୍ରା, ବ୍ୟବସାୟରେ ସଫଳ, ଦ୍ରବ୍ୟଲାଭ, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୫, ଆରାଧନା- ପ୍ରଭୁ ସୂର୍ଯ୍ୟନାରାୟଣ।
ବୃଷ- ଶରୀର ଅସୁସ୍ଥ, ଅର୍ଥସମସ୍ୟା, ସମ୍ମାନ ହାନି, ନୂତନ ବ୍ୟବସାୟ, ଦୂରଯାତ୍ରା, କଚେରି ମାମଲା, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୪, ଆରାଧନା- ବିଷ୍ଣୁ ଭଗବାନ।
ମିଥୁନ- ବୃଥା ଭ୍ରମଣ, ମାନସିକ ଅଶାନ୍ତି, ବାଣିଜ୍ୟରେ ଲାଭ, ଜମି ଗଣ୍ଡଗୋଳ, ବନ୍ଧୁଲାଭ, କର୍ମକ୍ଷେତ୍ରରେ ବାଧା, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୮, ଆରାଧନା- ମହାଲକ୍ଷ୍ମୀ।
କର୍କଟ- ସ୍ବାସ୍ଥ୍ୟ ଲାଭ, ସମ୍ପର୍କରେ ବାଧା, ବ୍ୟବସାୟରେ ସ୍ବଳ୍ପ ଲାଭ, ଯାନବାହନରେ ସତର୍କ, ସମ୍ମାନପ୍ରାପ୍ତି, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୨, ଆରାଧନା- ମହାଲକ୍ଷ୍ମୀ।
ସିଂହ- ଶତ୍ରୁ ସମସ୍ୟା, ବନ୍ଧୁଲାଭ,ଦେବଦର୍ଶନ, ହଠାତ୍ ଦୂରଯାତ୍ରା, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହାୟତା, ଆଶା ସଫଳ, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା- କୁବେର ଭଗବାନ।
କନ୍ୟା- କର୍ମେ ଆନନ୍ଦ, ମାନସିକ ଖୁସି, ତୀର୍ଥାଟନ, ସୁସମ୍ପର୍କ, ବନ୍ଧୁଲାଭ, ବିଦ୍ୟାରେ ଅସଫଳ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୮, ଆରାଧନା- ଲକ୍ଷ୍ମୀନାରାୟଣ।
ତୁଳା- ଶରୀର ସୁସ୍ଥ, ଦାମ୍ପତ୍ୟ କଳହ, ଦେବକାର୍ଯ୍ୟରେ ଆଗ୍ରହ, ପାରିବାରିକ ସହଯୋଗ, ବାଣିଜ୍ୟରେ ଲାଭ, ବନ୍ଧୁ ସାହାଯ୍ୟ, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା- ଶଙ୍କର ଭଗବାନ।
ବିଛା- ସମ୍ମାନ ଲାଭ, ନୂତନ ସମସ୍ୟା, ବ୍ୟବସାୟରେ ଲାଭ, ସୁସମ୍ପର୍କ, ଉତ୍ସବ ପ୍ରତି ଆଗ୍ରହ, ମାନସିକ ଅଶାନ୍ତି, ଦୂରଯାତ୍ରାରେ ସମସ୍ୟା, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୨, ଆରାଧନା- ପ୍ରଭୁ ନାରାୟଣ।
ଧନୁ- ନୂତନ ଆୟ, ଶରୀର ସୁସ୍ଥ, ଭାଇଙ୍କ ଚିନ୍ତା,ଲୋକସମ୍ପର୍କରେ ଉନ୍ନତି, ଅର୍ଥଚିନ୍ତା, ସମ୍ପତ୍ତି ଲାଭ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୧, ଆରାଧନା-ରାଧାକୃଷ୍ଣ।
ମକର- ଭୟ ବୃଦ୍ଧି, ଦୂରଯାତ୍ରା, ଉତ୍ସବେ ଖୁସି, ଶରୀର ସୁସ୍ଥ, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୩, ଆରାଧନା- ପ୍ରଭୁ ଲୋକନାଥ।
କୁମ୍ଭ- ଶରୀର ସୁସ୍ଥ, ବନ୍ଧୁମିଳନ, ବ୍ୟକ୍ତି ସହାୟତା, ଧନଲାଭ, ଦ୍ରବ୍ୟଲାଭ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୫, ଆରାଧନା- ମା ଭଗବତୀ।
ମୀନ- ମାନସିକ ଶାନ୍ତି, ଶତ୍ରୁ ପରାଜିତ, ନୂତନ କାର୍ଯ୍ୟାରମ୍ଭ, ବନ୍ଧୁ ସହଯୋଗ, ଲୋକସମ୍ପର୍କ ବୃଦ୍ଧି. ଦ୍ରବ୍ୟଲାଭ, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା- ମା ମଙ୍ଗଳା।
ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮



