ରାଶିଫଳ ୧୧.୨.୨୦୨୬ ବୁଧବାର 

ଫାଲଗୁନ କୃଷ୍ଣପକ୍ଷ, ନବମୀ 

ରାଶିଫଳ ୧୧.୨.୨୦୨୬ ବୁଧବାର 
Ipsita Picture
By: Ipsita


ମେଷ- ଶରୀର ଅସୁସ୍ଥ, ଅର୍ଥକଷ୍ଟ, ମୋକଦ୍ଦମାରେ ବିଜୟ, ଶତ୍ରୁ ସମସ୍ୟା, ମାନସିକ ଅଶାନ୍ତି, ବ୍ୟବସାୟରେ କଷ୍ଟ, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୭, ଆରାଧନା- ମହାଲକ୍ଷ୍ମୀ।
ବୃଷ- ମାନସିକ ଶାନ୍ତି, ସମସ୍ୟା ସମାଧାନ, ବ୍ୟବସାୟରେ ଲାଭ, କାର୍ଯ୍ୟରେ ବିଳମ୍ବ, ଶତ୍ରୁ ପରାଜିତ, ଶରୀର ସୁସ୍ଥ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା- ଶଙ୍କର ଭଗବାନ।
ମିଥୁନ- ବ୍ୟବସାୟରେ ସ୍ବଳ୍ପ ଲାଭ, ଗୃହେ ଉତ୍ସବ, ମାନସିକ ଶାନ୍ତି, ଶତ୍ରୁ ପରାଜିତ, ଶରୀର ସମସ୍ୟା, ଆଶା ପୂର୍ଣ୍ଣ,ଦ୍ରବ୍ୟ ପ୍ରାପ୍ତି, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୬,  ଆରାଧନା- ମା ଭଗବତୀ।
କର୍କଟ- ମାନସିକ ଖୁସି, ବନ୍ଧୁ ପ୍ରାପ୍ତି, ଦେବକାର୍ଯ୍ୟରେ ଆଗ୍ରହ, ମାମଲା ସମାଧାନ, ସୁମିଷ୍ଠ ଭୋଜନ, ବ୍ୟବସାୟରେ ଲାଭ, ଦୂରଯାତ୍ରା,  ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲଡ଼େନ, ସଂଖ୍ୟା-୯,  ଆରାଧନା- ମା ବୃନ୍ଦାବତୀ।
ସିଂହ- କଳହ, ଶୁଭଖବର, ବନ୍ଧୁଲାଭ, କାର୍ଯ୍ୟରେ ବିଳମ୍ବ, ଦୂରଯାତ୍ରା, ମାନସିକ ଅଶାନ୍ତି, ସମ୍ପର୍କ ହାନି, ଗୃହ ସମସ୍ୟା, ସନ୍ତାନ ଚିନ୍ତା, ଉତ୍ତରା ଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଫି, ସଂଖ୍ୟା-୪,  ଆରାଧନା- ଲକ୍ଷ୍ମୀନାରାୟଣ।
କନ୍ୟା- ସମ୍ମାନ ଲାଭ, ମାନସିକ ଶାନ୍ତି, ଶୁଭଖବର, ବ୍ୟବସାୟରେ ଲାଭ, ଦୂରଯାତ୍ରା ସଫଳ, ଶରୀର ସୁସ୍ଥ, ମାମଲା ସମାଧାନ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା- ପ୍ରଭୁ ଜଗନ୍ନାଥ।
ତୁଳା-  ମାନସିିକ ଅଶାନ୍ତି, ଶୁଭକାର୍ଯ୍ୟ, ପାରିବାରିକ ସହଯୋଗ, ଶୁଭକାର୍ଯ୍ୟରେ ସମସ୍ୟା, ଶତ୍ରୁ ସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୨,  ଆରାଧନା- ପ୍ରଭୁ ସ୍କନ୍ଦ।
ବିଛା- ଭୂମିଲାଭ, ଅର୍ଥପ୍ରାପ୍ତି, ଅନୁଷ୍ଠାନରୁ ଲାଭ, ସମସ୍ୟା ସମାଧାନ, ଆଶା ପୂର୍ଣ୍ଣ, ଶାରୀରିକ ସୁସ୍ଥତା, ବିଦେଶ ଭ୍ରମଣ, ଜ୍ୟେଷ୍ଠା  ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୧୦, ଆରାଧନା- ପ୍ରଭୁ ଜଗନ୍ନାଥ।
ଧନୁ- ବ୍ୟୟ ବୃଦ୍ଧି, ଶୁଭଖବର, ମାନସିକ ଅଶାନ୍ତି, ଶାରୀରିକ କଷ୍ଟ, ଅନୁଷ୍ଠାନରୁ ଲାଭ, ଦେବକାର୍ଯ୍ୟ, ସମ୍ପତ୍ତି କ୍ରୟ ବିକ୍ରୟ, ଉତ୍ତରାଷାଢ଼ା  ନକ୍ଷତ୍ର  ସତର୍କ ରୁହନ୍ତୁ,  ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା-ଗୁରୁଜନଙ୍କ ସେବା।
ମକର- କାର୍ଯ୍ୟ ସଫଳ, ମାମଲା ସମାଧାନ, ବନ୍ଧୁଲାଭ, ଉତ୍ସବ ପ୍ରତି ଆଗ୍ରହ, ଅନୁଷ୍ଠାନରୁ ଲାଭ, ଦୂରଯାତ୍ରାରେ ଲାଭ, ଯାନବାହନରେ ସତର୍କ,  ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୧୦ ଆରାଧନା- ମହାଲକ୍ଷ୍ମୀ।
କୁମ୍ଭ- ସହଯୋଗ ବୃଦ୍ଧି, ଆର୍ଥିକ ଚିନ୍ତା, ମାନସିକ ଅଶାନ୍ତି, ଆଶା ସଫଳ, ଶରୀର ସୁସ୍ଥ, ଯାତ୍ରାରେ କ୍ଷତି, ବାଣିଜ୍ୟରେ ଲାଭ, ପୂର୍ବାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଦାମୀ, ସଂଖ୍ୟା-୫, ଆରାଧନା- ମା ଦକ୍ଷିଣକାଳୀ।
ମୀନ- ସାମାନ୍ୟ ଲାଭ, ବନ୍ଧୁ ବିଦ୍ବେଷ, ନୂତନ ବ୍ୟବସାୟ, କଚେରୀ ମାମଲା, ମନସ୍ଥାପ, ପାରିବାରିକ ଖୁସି, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୬, ଆରାଧନା- ଗଣେଶ ଭଗବାନ।
ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮

ସମ୍ବନ୍ଧିତ ଖବର ରାଶିଫଳ ୫.୨.୨୦୨୬ ଗୁରୁବାର 

Tags: