ରାଶିଫଳ ( ୧୫.୧.୨୦୨୬ ଗୁରୁବାର )

ମାଘମାସ କୃଷ୍ଣପକ୍ଷ ଦ୍ବାଦଶୀ

 ରାଶିଫଳ ( ୧୫.୧.୨୦୨୬ ଗୁରୁବାର )
Ipsita Picture
By: Ipsita


ମେଷ _ ଶାରୀରିକ ସୁସ୍ଥତା, ଆଶାରେ ବିଳମ୍ବ, କର୍ମକ୍ଷେତ୍ରେ ଖୁସି, ସ୍ବଳ୍ପଲାଭ, ଉଚ୍ଚବ୍ୟକ୍ତିଙ୍କ ସହିତ ସାକ୍ଷାତ, ଶତ୍ରୁନାଶ, ଗୃହେ ଉତ୍ସବ, ସନ୍ତାନ ଖୁସି, ଦ୍ରବ୍ୟଲାଭ, ବିଦ୍ୟାରେ ସଫଳତା, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୨, ଆରାଧନା- ପ୍ରଭୁ ହନୁମାନ।
ବୃଷ- କର୍ମକ୍ଷେତ୍ରେ ପରିଶ୍ରମ, ଦେବଦର୍ଶନ, ଭୋଜନରେ ବିଳମ୍ବ, ଶରୀର ସୁସ୍ଥ, ବ୍ୟବସାୟ ମାନ୍ଦା, ଶତ୍ରୁ ସମସ୍ୟା, ଲୋକସମ୍ପର୍କ ବୃଦ୍ଧି, ଅଳ୍ପ ବିରୋଧ, ଜମିଗଣ୍ଡଗୋଳ, ବନ୍ଧୁସହଯୋଗ,ସନ୍ତାନଖୁସି, ବିଦ୍ୟାରେ ସଫଳତା, ଦିବା ସାଢ଼େଗୋଟାଏ ପରେ ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ ଶୁଭରଙ୍ଗ-ସବୁଜ, ସଂଖ୍ୟା-୬, ଆରାଧନା- ମହାଲକ୍ଷ୍ମୀ।
ମିଥୁନ- ମାନସିକ ଶାନ୍ତି, ଶରୀର ଅସୁସ୍ଥ, ବ୍ୟବସାୟରେ ସାମାନ୍ୟ ଲାଭ, ଅର୍ଥ ସହଯୋଗ, ଧର୍ମକାର୍ଯ୍ୟରେ ସନ୍ତୁଷ୍ଟ, ପାରିବାରିକ ସହଯୋଗ, ଶତ୍ରୁ ଦେଖାଦେବେ, ଦୂରଯାତ୍ରାରେ ଲାଭ, ନୂତନ କାର୍ଯ୍ୟରେ ଲାଭ, ବିଦ୍ୟାରେ ଅସ,‌ଳ, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୩, ଆରାଧନା- ଶଙ୍କର ଭଗବାନ।
କର୍କଟ- ଧନଲାଭ, ସମ୍ପର୍କରେ ସୁଧାର, ଶୁଭଖବର ପ୍ରାପ୍ତି, ଉଚ୍ଚଆଶା ପୂର୍ଣ୍ଣ, ବ୍ୟବସାୟରେ ଲାଭ, ବନ୍ଧୁ ସହଯୋଗ, ସମସ୍ୟା ସମାଧାନ, ଭୂସମ୍ପତ୍ତି ଲାଭ, ଦାମ୍ପତ୍ୟ ଖୁସି, ଯାନବାହନ କ୍ରୟ, ଶରୀର ସୁସ୍ଥ ଧନଖର୍ଚ୍ଚ, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା- ମା ଭଗବତୀ।
ସିଂହ- ସ୍ବାସ୍ଥ୍ୟସମସ୍ୟା, ଖୁସିଖବର ମିଳିବ, ଦୂରଯାତ୍ରା, ସମ୍ମାନଲାଭ, ତୀର୍ଥାଟନ, ଭଗବାନଙ୍କ ସେବା, ସ୍ବାଦିଷ୍ଟ ଭୋଜନ, ପିଲାଙ୍କ ଚିନ୍ତା, ଅର୍ଥ ସମସ୍ୟାର ସମାଧାନ, କିଣାବିକାର ସୁଯୋଗ, ଶତ୍ରୁ ପରାଜିତ, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୩, ଆରାଧନା- ଭଗବାନ ନୃସିଂହ।
କନ୍ୟା- ବିଭିନ୍ନ କାର୍ଯ୍ୟରେ ଉନ୍ନତି,  ଖୁସିଖବର, ଦୂରଯାତ୍ରା, ବିବାଦର ସମାଧାନ, ଶରୀର ସୁସ୍ଥ, ସମ୍ମାନଲାଭ, ତୀର୍ଥାଟନ, ଶତ୍ରୁ ରହିବେ, ଭୂସମ୍ପତ୍ତି କ୍ରୟ, ଲୋକସମ୍ପର୍କରେ ଉନ୍ନତି, ପାରିବାରିକ ସହଯୋଗ, ଉତ୍ତରା ଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୪, ଆରାଧନା- ଗଣେଶ ଭଗବାନ।
ତୁଳା- ମନସ୍ତାପ, ପାଦବ୍ୟଥା, ଆକସ୍ମିକ ଲାଭ, କର୍ମକ୍ଷେତ୍ରେ ଚିନ୍ତିତ, ବନ୍ଧୁ ଅପ ମାନ, ଗୁରୁଜନେ ସୁମିଷ୍ଠ ଭୋଜନ, ‌ପୁରାତନ ଶତ୍ରୁ ଦେଖାଦେବେ, ବ୍ୟବସାୟରେ ଶତ୍ରୁତା, ଲାଭ କମ୍‌ ଖର୍ଚ୍ଚ ଅଧିକ, ସନ୍ତାନ ସ୍ନେହ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୧୧, ଆରାଧନା- ଶଙ୍କର ଭଗବାନ।
ବିଛା- ପରିଭ୍ରମଣ ଯୋଗ, ମାନସିକ ଅସ୍ଥିରତା, ଶୁଭଖବର ପ୍ରାପ୍ତି, ଅର୍ଥସମସ୍ୟା, ପାରିବାରିକ ଖୁସି, ଦେବଦର୍ଶନ, ଶରୀର ସୁସ୍ଥ, ଉଚ୍ଚଆଶାରେ ବିଳମ୍ବ, ପିଲାଙ୍କ ଚିନ୍ତା, ଶତ୍ରୁ ରହିବେ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଖଇରିଆ, ସଂଖ୍ୟା-୭, ଆରାଧନା- ଭଗବାନ ବିଷ୍ଣୁ।
ଧନୁ- ଶତ୍ରୁରେ ବିଜୟ, ତୀର୍ଥାଟନ, ଦେବଦର୍ଶନ, ଅର୍ଥସମସ୍ୟା ସମାଧାନ, ବ୍ୟବସାୟରେ ସ୍ବଳ୍ପ ଲାଭ, ଉଚ୍ଚପ୍ରଶଂସା, ଗୃହେ ଉତ୍ସବ, ଲୋକସମ୍ପର୍କରେ ଉନ୍ନତି, ଶରୀର ସୁସ୍ଥ, କିଛି କିଣାବିକାର ସୁଯୋଗ ଆସିବ, ମୂଳା ନକ୍ଷତ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୬, ଆରାଧନା- ଗୋମାତା ସେବା।
ମକର- ସୁଖଦିନ, ଖର୍ଚ୍ଚାନ୍ତ ହେବେ, ସମ୍ମାନ ପ୍ରାପ୍ତି, ଦେବଦର୍ଶନ, ସନ୍ଥକୃପା, ଲୋକସମ୍ପର୍କ ବୃଦ୍ଧି, ଶତ୍ରୁ ପରାଜିତ,  ଯାନବାହନରେ ସତର୍କ, ବନ୍ଧୁସମସ୍ୟା, ପାରିବାରିକ ସହଯୋଗ, ବିଦ୍ୟାରେ ସଫଳତା, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୧, ଆରାଧନା- ମା ଭୈରବୀ ଲକ୍ଷ୍ମୀ।
କୁମ୍ଭ - ଚିନ୍ତାମୁକ୍ତି, ଗୁରୁଜନେ ସମସ୍ୟା, ଅର୍ଥସମସ୍ୟା ରହିବ, ଶତ୍ରୁ ପରାଜିତ, ବନ୍ଧୁ ସହଯୋଗ, ତୀର୍ଥାଟନ, ଉତ୍ସବ ପ୍ରତି ଆସକ୍ତ, ବ୍ୟବସାୟରେ ସ୍ବଳ୍ପ ଲାଭ, ପାରିବାରିକ ସହଯୋଗ, ସନ୍ତାନ ଖୁସି, ବିଦ୍ୟାରେ ଅସଫଳ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗେଣି, ସଂଖ୍ୟା-୩, ଆରାଧନା- ପ୍ରଭୁ ଲିଙ୍ଗରାଜ।
ମୀନ- କାର୍ଯ୍ୟରେ ଖୁସିି ଓ ପ୍ରଶଂସା, ବାଧା ଦୂର, କଚେରୀ ମାମଲା ସମାଧାନ, ଶରୀର ସୁସ୍ଥ, ଦେବଦର୍ଶନ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସାକ୍ଷାତ, ଧାର୍ମିକ ଯାତ୍ରା, ମାନସିକ ଶାନ୍ତି, ଦାମ୍ପତ୍ୟ ସୁଖ, ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୨, ଆରାଧନା- ମା ଦକ୍ଷିଣକାଳୀ ।

ସମ୍ବନ୍ଧିତ ଖବର ରାଶିଫଳ ( ୧୪.୧.୨୦୨୬ ବୁଧବାର )

ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮
  

ସମ୍ବନ୍ଧିତ ଖବର ରାଶିଫଳ (୧୨.୧.୨୦୨୬, ସୋମବାର )

Tags: Horoscope

Related Posts