ରାଶିଫଳ ( ୧୪.୧.୨୦୨୬ ବୁଧବାର )

ମାଘମାସ କୃଷ୍ଣପକ୍ଷ ଏକାଦଶୀ 

ରାଶିଫଳ ( ୧୪.୧.୨୦୨୬ ବୁଧବାର )
Ipsita Picture
By: Ipsita



ସମ୍ବନ୍ଧିତ ଖବର ରାଶିଫଳ ( ୧୧.୧.୨୦୨୬, ରବିବାର)



ମେଷ: ମନସ୍ତାପ, ଗୁରୁଜନେ ସମସ୍ୟା, ଅର୍ଥସମସ୍ୟା ରହିବ, ବନ୍ଧୁଅପମାନ, ଶରୀର ସୁସ୍ଥ, ଲୋକସମ୍ପର୍କ, ଗାଡ଼ିମୋଟର ଚାଳନାରେ ସାବଧାନ, ବ୍ୟବସାୟରେ ସ୍ବଳ୍ପ ଲାଭ, ଲାଭ କମ୍‌ ଖର୍ଚ୍ଚ ଅଧିକ, ପାରିବାରିକ ସମସ୍ୟା, ବିଦ୍ୟାଲାଭ, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୪, ଆରାଧନା- ମା ବଗଳାମୁଖୀ।
ବୃଷ- ଗୃହେ ଉତ୍ସବ, ଲୋକସମ୍ପର୍କରେ ଉନ୍ନତି, ଆର୍ଥିକ ସମସ୍ୟା ସମାଧାନ,  ସନ୍ତାନ ଖୁସି, ଶତ୍ରୁ ପରାଜିତ, ଶରୀର ସୁସ୍ଥ, ବ୍ୟବସାୟରେ ଉନ୍ନତି, ସମସ୍ୟା ସମାଧାନ, କର୍ମକ୍ଷେତ୍ରରେ ପ୍ରଶଂସା, ସମ୍ମାନ ବୃଦ୍ଧି, ଦୂରଯାତ୍ରା, ମୃଗଶିରା ନକ୍ଷତ୍ର  ସତର୍କ ରୁହନ୍ତୁ, ଶୁଭରଙ୍ଗ-ନିଳ, ସଂଖ୍ୟା-୮, ଆରାଧନା-ମହାଲକ୍ଷ୍ମୀ।
ମିଥୁନ- ବନ୍ଧୁମିଳନ, ଉତ୍ସବ ପ୍ରତି ବିମୁଖ, ଅର୍ଥସମସ୍ୟା, ଉଚ୍ଚଆଶାରେ ବିଳମ୍ବ, ବିବାଦର ସମାଧାନ, ଶତ୍ରୁ ରହିବେ, ପାରିବାରିକ ଖୁସି, ଶୁଭଖବର ମିଳିବ, ଅଚାନକ ଦୂରଯାତ୍ରା, ଅନୁଚିତ କାର୍ଯ୍ୟ ପ୍ରତି ଆଶକ୍ତ, ବିଦ୍ୟାରେ ସଫଳତା,  ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ।
କର୍କଟ- ସମ୍ମାନ ବୃଦ୍ଧି, ଶତ୍ରୁ ପରାଜିତ, କିଛି ବିବାଦିତ ରହିବେ, ଅର୍ଥଲାଭ, ଉଚ୍ଚଆଶାରେ ବିଳମ୍ବ, ବ୍ୟବସାୟରେ ଲାଭ, ଯାନ୍ତ୍ରିକ ତ୍ରୁଟି, ଗୃହେ ଉତ୍ସବ, ଦାମ୍ପତ୍ୟ ଖୁସି, ବିଦେଶ ଗସ୍ତ, ଶାରୀରିକ ସମସ୍ୟା ଦେଖାଦେବ, ସନ୍ତାନଲାଭ, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ, ସଂଖ୍ୟା-୮, ଆରାଧନା- ପ୍ରଭୁ ଜଗନ୍ନାଥ।
ସିଂହ- କ୍ଳେଶ ବୃଦ୍ଧି, ଥଣ୍ଡାଜନିତ ରୋଗରେ ଆକ୍ରାନ୍ତ, ଶତ୍ରୁ ସମସ୍ୟା ସମାଧାନ, ଦ୍ରବ୍ୟଲାଭ, ଗୃହେ ଅଶାନ୍ତି, ବ୍ୟବସାୟରେ ସ୍ବଳ୍ପ ଲାଭ, ସୁମିଷ୍ଠ ଭୋଜନ, ଧର୍ମକାର୍ଯ୍ୟରେ ସନ୍ତୁଷ୍ଟ, ଆର୍ଥିକ ସମସ୍ୟାରୁ ମୁକ୍ତି, ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲଡ଼େନ, ସଂଖ୍ୟା-୯, ଆରାଧନା ଲକ୍ଷ୍ମୀନାରାୟଣ। 
କନ୍ୟା- କାର୍ଯ୍ୟରେ ସଫଳତା, ସମ୍ମାନଲାଭ, ଉଚ୍ଚପଦବୀ ପ୍ରାପ୍ତି, ବ୍ୟବସାୟରେ ଶତ୍ରୁ ସମସ୍ୟା, ଅର୍ଥ ସମସ୍ୟାର ସମାଧାନ, ଶରୀର ସୁସ୍ଥ, ଲୋକସମ୍ପର୍କ ବୃଦ୍ଧି, ଗୃହରେ ଉତ୍ସବ, ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ, ଦୂରଯାତ୍ରା ଯୋଗ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନିଳ, ସଂଖ୍ୟା-୨,  ଆରାଧନା- ମା କନକଲକ୍ଷ୍ମୀ।
ତୁଳା- ପ୍ରସନ୍ନ ଚିତ, ଉତ୍ତମ ଭୋଜନ, ଦୂରଯାତ୍ରା ଯୋଗ, ନୂତନ ବ୍ୟବସାୟରେ ଲାଭ, ପାରିବାରିକ ଶାନ୍ତି,  ଦାମ୍ପତ୍ୟ ସୁଖ, ବନ୍ଧୁ ସମସ୍ୟା, ଯାନବାହନରେ ସତର୍କ, ପୁରାତନ ଶତ୍ରୁ ଦେଖାଦେବେ, ବିଦ୍ୟାରେ ଅସଫଳ,  ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୩, ଆରାଧନା- ପ୍ରଭୁ ଶ୍ରୀ ରାଧାବଲ୍ଲଭ।
ବିଛା- ସମ୍ମାନ ପ୍ରାପ୍ତି, ବିଭିନ୍ନ କାର୍ଯ୍ୟରେ ସଫଳତା, ବିବାଦ ସମାଧାନ, ବନ୍ଧୁଲାଭ, ଉଚ୍ଚଆଶା ପୂର୍ଣ୍ଣ, ଅର୍ଥପ୍ରାପ୍ତି, ଲୋକସମ୍ପର୍କ ବୃଦ୍ଧି, ମାନସିକ ଶାନ୍ତି, ଗୃହରେ ଉତ୍ସବ, ସୁଖନିଦ୍ରା, କର୍ମକ୍ଷେତ୍ରରେ ଶାନ୍ତି, ଜ୍ୟେଷ୍ଠାନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯, ଆରାଧନା ଭଗବାନ ଶଙ୍କର।
ଧନୁ- ଯାନବାହନରେ ସତର୍କ, ବ୍ୟବସାୟରେ ସ୍ବଳ୍ପ ଲାଭ, ଅର୍ଥ ସମସ୍ୟା, ପାରିବାରିକ ଶାନ୍ତି, ଉଚ୍ଚଆଶାରେ ବିଳମ୍ବ, ବନ୍ଧୁଦର୍ଶନ, ଦେବକାର୍ଯ୍ୟରେ ଆନନ୍ଦ, ଦାମ୍ପତ୍ୟ ଖୁସି, ଶତ୍ରୁସମସ୍ୟା ଦେଖାଦେବ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ, ସଂଖ୍ୟା-୬, ଆରାଧାନା- ଗ୍ରାମଦେବତୀ।
ମକର- ପଦୋନତି, କର୍ମକ୍ଷେତ୍ରେ ସମ୍ମାନିତ,ଲୋକସମ୍ପର୍କ ବୃଦ୍ଧି, ଶତ୍ରୁ ପରାଜିତ, ବ୍ୟବସାୟିକ ଖୁସି, ବିଦେଶ ଭ୍ରମଣ,  ପାରିବାରିକ ଶାନ୍ତି, ଗୁରୁଜନଙ୍କ ଆଶୀର୍ବାଦ, ନୂତନ ଯୋଜନାରେ ଲାଭ, ଦାମ୍ପତ୍ୟ କଳହ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣି, ସଂଖ୍ୟା-୩, ଆରାଧନା - ଭଗବାନ ନୃସିଂହ।
କୁମ୍ଭ- କାର୍ଯ୍ୟ ସିଦ୍ଧି, ସ୍ବାସ୍ଥ୍ୟ ସମସ୍ୟା, ଦ୍ରବ୍ୟ ପ୍ରାପ୍ତି, ଶତ୍ରୁରୁ ମୁକ୍ତି, ଯାନବାହନ ଲାଭ, ଭୂସମ୍ପତ୍ତି କ୍ରୟ, ଧାର୍ମିକ କାର୍ଯ୍ୟରେ ସନ୍ତୁଷ୍ଟ, ସମ୍ମାନହାନି, ଗାଡ଼ିମୋଟର ଚାଳନାରେ ସତର୍କ, ଭୋଜନନରେ ବିଳମ୍ବ, ସନ୍ତାନ ସମସ୍ୟା, ପାରିବାରିକ ବିରୋଧ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନିଳ, ସଂଖ୍ୟା ୧୦, ଆରାଧନା- ମା ଦକ୍ଷିଣକାଳୀ।
ମୀନ- ଶତ୍ରୁରୁ ମୁକ୍ତି,  ଉଚ୍ଚଆଶା ସଫଳ, ଦେବକାର୍ଯ୍ୟ ପ୍ରତି ଆଶକ୍ତ, ଲୋକସମ୍ପର୍କରେ ଉନ୍ନତି, ଦୂରଯାତ୍ରା, ବିବାଦର ସମାଧାନ, ଜମିଜମା ଗଣ୍ଡଗୋଳ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଶତ୍ରୁତା, ଆର୍ଥିକ ସମସ୍ୟା, ପିଲାଙ୍କ ଚିନ୍ତା ରେବତି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୭, ଆରାଧନା-ମା ଗୌରୀ।
 

ସମ୍ବନ୍ଧିତ ଖବର ରାଶିଫଳ ( ୧୩. ୧. ୨୦୨୬ ମଙ୍ଗଳବାର )

 

ସମ୍ବନ୍ଧିତ ଖବର ରାଶିଫଳ (୧୨.୧.୨୦୨୬, ସୋମବାର )

ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮

Tags: