ରାଶିଫଳ, ( ୬.୧.୨୦୨୬, ମଙ୍ଗଳବାର )

ମାଘମାସ କୃଷ୍ଣପକ୍ଷ ତୃତୀୟା

ରାଶିଫଳ, ( ୬.୧.୨୦୨୬, ମଙ୍ଗଳବାର )
Ipsita Picture
By: Ipsita



ମେଷ: ଶରୀର ପୀଡ଼ା, କର୍ମ କ୍ଷେତ୍ରରେ ସାମାନ୍ୟ ଲାଭ, ଗୃହେ ଅଶାନ୍ତି ଆଦି ସମସ୍ୟାର ସ୍ବଳ୍ପ ସମାଧାନ, ଶତ୍ରୁ ଲାଗି କଷ୍ଟ, ଅଯଥା ଖର୍ଚ୍ଚାନ୍ତ, ଦୂରଯାତ୍ରା, ମାନସିକ ଅସ୍ଥିରତା, ବନ୍ଧୁ ସହଯୋଗ, ସ୍ବଜନ ବିରୋଧ, ବିଶିଷ୍ଟ ବ୍ୟକ୍ତିଙ୍କ ସହ ମିତ୍ରତା। ଭରଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୬,  ଆରଧନା- ମା’ ବଗଳାମୁଖୀ ।
ବୃଷ: କାର୍ଯ୍ୟରେ ସଫଳତା, ମାନସିକ ଶାନ୍ତି, ନୂତନ ଚୁକ୍ତି, ଅର୍ଥ ସମସ୍ୟା, ଅନୁଚିତ କର୍ମ ପ୍ରତି ଆଗ୍ରହ, ଉଚିତ କର୍ମପ୍ରତି ଅନାଗ୍ରହ, ଶତ୍ରୁ ସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ଦାମ୍ପତ୍ୟ ସୁଖ, ଦୂର ଯାତ୍ରା । ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ମେରୁନ, ସଂଖ୍ୟା-୮,  ଆରଧନା- ମହାଲକ୍ଷ୍ମୀ।
ମିଥୁନ: ଋଣରୁ ମୁକ୍ତି, ଅର୍ଥ ସମସ୍ୟା ସମାଧାନ, ତୀର୍ଥାଟନ, ବନ୍ଧୁଗୃହେ ଯାତ୍ରା, ଲୋକସମ୍ପର୍କ ହ୍ରାସ, କର୍ମକ୍ଷେତ୍ରରେ ବିପଦ, ବ୍ୟବସାୟରେ ଉନ୍ନତି, ମାଲିମକଦ୍ଦମା ଭୟ, ଶତ୍ରୁ ସମସ୍ୟା, ସନ୍ତାନ ସୁଖ, ବିଦ୍ୟାରେ ସଫଳତା। ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୭,  ଆରଧନା- ପ୍ରଭୁ ହନୁମାନ ।
କର୍କଟ: କର୍ମନିଯୁକ୍ତି, ଭ୍ରାତୃ ସମ୍ପର୍କ ବୃଦ୍ଧି, ଆର୍ଥିକ ଖୁସି, ମାନସମ୍ମାନ ପ୍ରାପ୍ତି, ବ୍ୟବସାୟରେ ଲାଭ, ପଡୋଶୀ କଳହ, ଦୂରଯାତ୍ରା, ଶୁଭ ଖବର ମିଳିବ, ଜନାବାହନରେ ସତର୍କତା, ମାଲିମକଦ୍ଦମାରେ ବିଜୟ, ଶତ୍ରୁ ନାଶ, ଖୁସି ରହିବେ । ପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲ୍‌ଡେନ, ସଂଖ୍ୟା-୩,  ଆରଧନା- ଗଣେଶ ଭଗବାନ ।
ସିଂହ: ଦ୍ରବ୍ୟ ଲାଭ, ଉଚ୍ଚ ବ୍ୟକ୍ତିଙ୍କ ସହ ସମ୍ପର୍କ, ବ୍ୟବସାୟରେ ମାନ୍ଦା ପରିସ୍ଥିତି, ବାକି ଧନ ପ୍ରାପ୍ତି, ଶରୀରିକ ସୁସ୍ଥତା, ଗୃହ ସମସ୍ୟା ଦେଖାଦେବ, ଭ୍ରାତୃଭଗ୍ନିଙ୍କ ସ୍ନେହ ମିଳିବ, ଶତ୍ରୁ ପରାଜିତ, ନୂତନ ଚୁକ୍ତି ସମ୍ପାଦନ । ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସିଲ୍‌ଭର, ସଂଖ୍ୟା-୫,  ଆରଧନା- ମା’ ସମଲେଶ୍ବରୀ ।
କନ୍ୟା: ବ୍ୟୟ ବୃଦ୍ଧି, ମନ ଅସ୍ଥିର, ଥଣ୍ଡାଜନିତ ରୋଗ, ବନ୍ଧୁ ସହଯୋଗ, ଉତ୍ସବ ପ୍ରତି ଆଗ୍ରହ, ଶତ୍ରୁ ସମସ୍ୟା, ତୀର୍ଥାଟନ, ଋଣ ପରିଶୋଧ କରିବେ, ନୂତନ କାର୍ଯ୍ୟରେ ବିରୋଧ, ବ୍ୟବସାୟରେ ଅସ୍ଥିରତା । ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କଫି, ସଂଖ୍ୟା-୩,  ଆରଧନା- ଲକ୍ଷ୍ମୀନାରାୟଣ ।
ତୁଳା: ଚୁକ୍ତି ସମ୍ପାଦନ, କାର୍ଯ୍ୟକ୍ଷେତ୍ରରେ ଆଗ୍ରହ, ପ୍ରିୟ ପରିଜନଙ୍କ ସହ ଆଳାପ, ଉତ୍ସବରେ ଆନନ୍ଦ, ଅତିଥି ଚର୍ଚ୍ଚା, ପୂଜାପାଠରେ ଆନନ୍ଦ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶତ୍ରୁ କଷ୍ଟ, ଉଚ୍ଚ ବ୍ୟକ୍ତିଙ୍କ ସହିତ ସମ୍ପର୍କ । ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାରଙ୍ଗୀ, ସଂଖ୍ୟା-୨,  ଆରଧନା- ମା’ ଭଗବତୀ ।
ବିଛା: କାର୍ଯ୍ୟରେ ସଫଳତା, ସମ୍ମାନ ଲାଭ, ଲୋକସମ୍ପର୍କ, ଧର୍ମ କାର୍ଯ୍ୟରେ ମନ, ଶତ୍ରୁ ପରାଜିତ, ବ୍ୟବସାୟରେ ଖୁସି, ପୁରାତନ ଦ୍ରବ୍ୟ ପ୍ରାପ୍ତି, ଥଣ୍ଡାଜନିତ ରୋଗ, ଆଶା ସଫଳ, ପିଲାଙ୍କ ଚିନ୍ତା । ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ପିଙ୍କ, ସଂଖ୍ୟା-୪,  ଆରଧନା- ପ୍ରଭୁ ଜଗନ୍ନାଥ ।
ଧନୁ: କର୍ମକ୍ଷେତ୍ରରେ ଅଶାନ୍ତି, ସୁସମାଚାର, ମାଙ୍ଗଳିକ ଉତ୍ସବ ରହିବ, ଦେବଦର୍ଶନ, ଦୂରଯାତ୍ରା, ଶତ୍ରୁ ସମସ୍ୟା, ପରିଶ୍ରମ ବୃଦ୍ଧି, ନୂତନ କାର୍ଯ୍ୟ ଆରମ୍ଭ, ଶାରୀରିକ ସୁସ୍ଥତା, ପୁରାତନ ଦ୍ରବ୍ୟ ଲାଭ, ବ୍ୟବସାୟିକ ଶତ୍ରୁତା ଦେଖାଦେବ। ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୯,  ଆରଧନା- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ।
ମକର: ଶାରୀରିକ ଆଘାତ, କାର୍ଯ୍ୟରେ ଅସଫଳ, ନୂତନ ନିଯୁକ୍ତି, ଅର୍ଥ ଖର୍ଚ୍ଚ, ଶତ୍ରୁ କଷ୍ଟ, ଲୋକସମ୍ପର୍କ ବୃଦ୍ଧି, ଦୂର ସ୍ଥାନକୁ ଯାତ୍ରା, ବ୍ୟବସାୟରେ ଲାଭ, ସ୍ବାଦିଷ୍ଟ ଭୋଜନ ମିଳିବ, ଗୃହେ ଦେବକାର୍ଯ୍ୟ, ବିଦ୍ୟାରେ ଉନ୍ନତି। ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣୀ, ସଂଖ୍ୟା-୧୦,  ଆରଧନା- ମା’ ବଗଳାମୁଖୀ।
କୁମ୍ଭ: ଆର୍ଥିକ ଖୁସି, ଶୁଭ ଆଲୋଚନା, ଅନୁଚିତ କର୍ମ ପ୍ରତି ଆଗ୍ରହ,  ଶତ୍ରୁ ସମସ୍ୟା, ଶାରୀରିକ କଷ୍ଟ, ଦେବ ଦର୍ଶନ, ବାକି ଧନ ପ୍ରାପ୍ତି, ସୁମିଷ୍ଟ ଭୋଜନ ପ୍ରାପ୍ତି, ଗୃହେ ଅଶାନ୍ତି, ପିଲାଙ୍କ ସମସ୍ୟା, ମହିଳାମାନେ ଖୁସି ରହିବେ। ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୪,  ଆରଧନା- ଭଗବାନ ଶଙ୍କର।
ମୀନ: ବ୍ୟବସାୟରେ ଉନ୍ନତି, ଶାରୀରିକ ଖୁସି, ଗୃହେ ଉତ୍ସବ, ଶତ୍ରୁ ପରାଜିତ, ଅତିଥି ଚର୍ଚ୍ଚା, ଲୋକସମ୍ପର୍କ ବୃଦ୍ଧି, ଗାଡ଼ି ଚାଳନାରେ ସାବଧାନ, ମକଦ୍ଦମାରେ ବିଜୟ, ଋଣ ପରିଶୋଧ, ବିଦ୍ୟାରେ ସଫଳତା। ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୨,  ଆରଧନା- ଲକ୍ଷ୍ମୀନୃସିଂହ।

ସମ୍ବନ୍ଧିତ ଖବର ରାଶିଫଳ, ( ୩,୧,୨୦୨୬ ଶନିବାର )

Tags: