ରାଶିଫଳ ( ୨୪-୧୨-୨୦୨୫ ବୁଧବାର  )

ପୌଷ ମାସ ଶୁକ୍ଳପକ୍ଷ ଚତୁର୍ଥୀ

ରାଶିଫଳ  ( ୨୪-୧୨-୨୦୨୫ ବୁଧବାର  )
Ipsita Picture
By: Ipsita



ମେଷ- ପରିଭ୍ରମଣ ଖୁସି, କର୍ମକ୍ଷେତ୍ରେ ଅର୍ଥଲାଭ, ଉଚ୍ଚପଦବୀ ପ୍ରାପ୍ତି, ମାନସିକ ଶାନ୍ତି, ବ୍ୟବସାୟରେ ସନ୍ତୁଷ୍ଟ, ଶତ୍ରୁ ପରାଜିତ, ପରିବାରରେ ଆନନ୍ଦ, ବନ୍ଧୁ ଦର୍ଶନ, ଉତ୍ସବରେ ଆନନ୍ଦ, ପ୍ରିତି ବୃଦ୍ଧି, ବିଦ୍ୟାପ୍ରାପ୍ତି, ଅଶ୍ୱିନୀ ନକ୍ଷତ୍ର ପ୍ରତି ସତର୍କ ରହିବେ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା- ମା ଭୁବନେଶ୍ୱରୀ ।
ବୃଷ- ବ୍ୟବସାୟରେ ସ୍ୱଳ୍ପ ଲାଭ, ଗୃହରେ ଉତ୍ସବ, ଦୂରଯାତ୍ରା, ଲୋକସମ୍ପର୍କ ବୃଦ୍ଧି, ଶାରୀରକ କ୍ଳେଶ, ତୀର୍ଥାଟନ, ଗାଡ଼ିଚାଳନାରେ ସାବଧାନ, କାର୍ଯ୍ୟକ୍ଷେତ୍ରେ ଅସନ୍ତୁଷ୍ଟ, ଜମିଜମା ଗଣ୍ଡଗୋଳ, ଉଚ୍ଚଆଶାରେ ବିଳମ୍ବ, କୃତ୍ତିକା ନକ୍ଷତ୍ର ପ୍ରତି ସତର୍କ ରହିବେ, ଶୁଭରଙ୍ଗ-ଗୋଲଡ଼େନ, ସଂଖ୍ୟା-୭, ଆରାଧନା- ମହାଲକ୍ଷ୍ମୀ ।
ମିଥୁନ- ମାନସିକ ଶାନ୍ତି, ଶରୀର ଅସୁସ୍ଥ, ବ୍ୟବସାୟରେ ସାମାନ୍ୟ ଲାଭ, ଅର୍ଥ ସହଯୋଗ, ଧର୍ମକାର୍ଯ୍ୟରେ ସନ୍ତୁଷ୍ଟ, ପରିବାରରେ ସହଯୋଗ, ଶତ୍ରୁ ରହିବେ, ମୋକଦ୍ଦମାରେ ବିଜୟ, ଦୂରସ୍ଥାନକୁ ଯାତ୍ରା, ବିଦ୍ୟାରେ ଅସନ୍ତୁଷ୍ଟ, ଶୁଭଖବର ପ୍ରାପ୍ତି, ମୃଗଶିରା ନକ୍ଷତ୍ର ପ୍ରତି ସତର୍କ ରହିବେ, ଶୁଭରଙ୍ଗ-ନାଲି, ସଂଖ୍ୟା-୨, ଆରାଧନା- କୁବେର ଭଗବାନ ।
କର୍କଟ- ଅର୍ଥଲାଭ, ସମ୍ପର୍କରେ ଉନ୍ନତି, ଶୁଭଖବର ପ୍ରାପ୍ତି, ଉଚ୍ଚଆଶା ପୂର୍ଣ୍ଣ, ବ୍ୟବସାୟରେ ଖୁସି, ବନ୍ଧୁ ସହଯୋଗ, ଭୂସମ୍ପତ୍ତି ଲାଭ, ଶତ୍ରୁରେ ବିଜୟ, ଅତିଥି ଆଗମନ, ଦାମ୍ପତ୍ୟ ଖୁସି ଯାନବାହନ କ୍ରୟ, ଶରୀର ସୁସ୍ଥ, ବନ୍ଧୁଦର୍ଶନ, ପୁଷ୍ୟା ନକ୍ଷତ୍ର ପ୍ରତି ସତର୍କ ରହିବେ, ଶୁଭରଙ୍ଗ-ମାଟିଆ, ସଂଖ୍ୟା-୮, ଆରାଧନା- ମା ଭଗବତୀ ।
ସିଂହ- ପ୍ରୀତି ବୃଦ୍ଧି, ଖୁସିଖବର ମିଳିବ, ଦୂରଯାତ୍ରା, ବିଦାଦର ସମାଧାନ, ଶରୀର ସୁସ୍ଥ, ସମ୍ମାନଲାଭ, ତୀର୍ଥାଟନ, ଭଗବାନଙ୍କ ସେବା, ସ୍ୱାଦିଷ୍ଟ ଭୋଜନ, ପିଲାଙ୍କ ଚିନ୍ତା, ଅର୍ଥ ସମସ୍ୟା ସମାଧାନ, ଶତ୍ରୁ ରହିବେ, ମଘା ନକ୍ଷତ୍ର ପ୍ରତି ସତର୍କ ରହିବେ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା- ପ୍ରଭୁଜଗନ୍ନାଥ । 
କନ୍ୟା- ଖୁସିଖବର, ଯାତ୍ରାରେ ବିଳମ୍ବ, ସମ୍ମାନରେ ବିରୋଧ, କର୍ମକ୍ଷେତ୍ରେ ସମସ୍ୟା, କାର୍ଯ୍ୟରେ ଅସନ୍ତୁଷ୍ଟ, ଜନସେବା, ମାମଲା ସମାଧାନ, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ଗୃହେ ଉତ୍ସବ, ପିଲାଙ୍କ ଖୁସି, ବିଦ୍ୟାରେ ଉନ୍ନତି, ଉତ୍ତରାଫାଲଗୁନି ନକ୍ଷତ୍ର ପ୍ରତି ସତର୍କ ରହିବେ, ଶୁଭରଙ୍ଗ-କଫି, ସଂଖ୍ୟା-୬, ଆରାଧନା- ପ୍ରଭୁଜଗନ୍ନାଥ ।
ତୁଳା-ପାଦବ୍ୟଥା, ଆକସ୍ମିକ ଲାଭ, କର୍ମକ୍ଷେତ୍ରେ ଚିନ୍ତିତ, ବିବାଦର ସମାଧାନ, ଦୂରଯାତ୍ରା, ବନ୍ଧୁ ଅପମାନ, ଗୁରୁଜନେ ଖୁସି, ପୁରାତନ ରୋଗ ଦେଖାଦେବ, ସୁମିଷ୍ଠ ଭୋଜନ, ବ୍ୟବସାୟରେ ଶତ୍ରୁତା, ଖର୍ଚ୍ଚ ଅଧିକ, ଚିନ୍ତିତ ରହିବେ, ଶତ୍ରୁ ପରାଭବ, ଅନୁରାଧା ନକ୍ଷତ୍ର ପ୍ରତି ସତର୍କ ରହିବେ, ଶୁଭରଙ୍ଗ-ଗୋଲଡ଼େନ, ସଂଖ୍ୟା-୪, ଆରାଧନା- ଭଗବାନ ଶଙ୍କର ।
ବିଛା- ଅସନ୍ତୋଷ, କାର୍ଯ୍ୟକ୍ଷେତ୍ରେ ବାଧା, ଶରୀର ସୁସ୍ଥ, ଧର୍ମ କର୍ମ ପ୍ରତି ଆଗ୍ରହ, ଅତିଥି ଚର୍ଚ୍ଚା, ବନ୍ଧୁ ମନାନ୍ତର, ବ୍ୟବସାୟରେ ଶତ୍ରୁତା, ଉଚ୍ଚଆଶାରେ ବିଳମ୍ବ, ଗାଡ଼ିଚାଳନାରେ ସାବଧାନ, ସ୍ୱଳ୍ପ ଲାଭ, ବହୁ ଖର୍ଚ୍ଚାନ୍ତ, ଜ୍ୟେଷ୍ଠା ନକ୍ଷତ୍ର ପ୍ରତି ସତର୍କ ରହିବେ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା- ମହାକାଳୀ ।
ଧନୁ- ଅପବାଦ, ଶତ୍ରୁ ଲାଗିରହିବେ, ପରିବାରରେ ମନୋମାଳିନ୍ୟ, ଅର୍ଥସମସ୍ୟା ଅଳ୍ପ ସମାଧାନ, ଶରୀର କଷ୍ଟ, ବିଦ୍ୟାରେ ଅଳ୍ପ ଉନ୍ନତି, କର୍ମକ୍ଷେତ୍ରେ ଅସନ୍ତୁଷ୍ଟ, ବାହାରକୁ ଯାତ୍ରା କରିବେ, ଉଚ୍ଚଆଶାରେ ଖର୍ଚ୍ଚାନ୍ତ, ବ୍ୟବସାୟରେ ଲାଭ, ମୂଳା ନକ୍ଷତ୍ର ପ୍ରତି ସତର୍କ ରହିବେ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୦, ଆରାଧନା- ମା ଭଗବତୀ ।
ମକର- ମାନସମ୍ମାନ ପ୍ରାପ୍ତି, ତୀର୍ଥାଟନ, ଅଳ୍ପ ପରିଶ୍ରମରେ ଅଧିକ ଲାଭ, ଅର୍ଥସମସ୍ୟା ସମାଧାନ, ଭୂସମ୍ପତ୍ତି ଲାଭ, ଦୂରଯାତ୍ରାରେ ଓ ମୋକଦ୍ଦମାରେ ବିଜୟ, ଗୃହେ ଉତ୍ସବ, ଅପବାଦରୁ ମୁକ୍ତି, ପିଲାଙ୍କ କାର୍ଯେ୍ୟ ଖୁସି, ଉତ୍ତରାଷାଢ଼ା ନକ୍ଷତ୍ର ପ୍ରତି ସତର୍କ ରହିବେ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୨, ଆରାଧନା- ମହାଲକ୍ଷ୍ମୀ ।
କୁମ୍ଭ- ଖୁସି ରହିବେ, ବ୍ୟବସାୟରେ ମାନ୍ଦା ପରିସ୍ଥିତି, କର୍ମକ୍ଷେତ୍ରେ ଖୁସି, ଅର୍ଥସମସ୍ୟାର ଅଳ୍ପ ସମାଧାନ, ଶତ୍ରୁ ରହିବେ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ, ମାଲିମୋକଦ୍ଦମାରେ ସମସ୍ୟା, ଠକାମିରେ ପଡ଼ିପାରନ୍ତି, ଶାରୀରିକ ସୁସ୍ଥତା, ପୂର୍ବଭାଦ୍ର କୁମ୍ଭ ସତର୍କ ରହିବେ, ଶୁଭରଙ୍ଗ-ନିଳ, ସଂଖ୍ୟା-୨, ଆରାଧନା- ଭଗବାନ ଆଶୁତୋଷ ।
ମୀନ- କର୍ମକ୍ଷେତ୍ରେ ପ୍ରଶଂସା, ବାଧା ଦୂର, କଚେରୀ ମାମଲା ସମାଧାନ, ଶରୀର ସୁସ୍ଥ, ଦେବ ଦର୍ଶନ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସାକ୍ଷାତ, ଧାର୍ମିକ ଯାତ୍ରା, ମାନସିକ ଶାନ୍ତି, ଋଣପରିଶୋଧ କରିବେ, ଦାମ୍ପତ୍ୟ ସୁଖ, ରେବତୀ ନକ୍ଷତ୍ର ସତର୍କ ରହିବେ, ଶୁଭରଙ୍ଗ-ଗୋଲଡ଼େନ, ସଂଖ୍ୟା-୪, ଆରାଧନା- ମା ଦକ୍ଷିଣକାଳୀ ।

ସମ୍ବନ୍ଧିତ ଖବର ରାଶିଫଳ, ( ୨. ୧. ୨୦୨୬ ଶୁକ୍ରବାର )

ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮

ସମ୍ବନ୍ଧିତ ଖବର ରାଶିଫଳ ( ୫.୧.୨୦୨୬, ସୋମବାର )

Tags: