ରାଶିଫଳ ( ୧୪-୧୨୨୦୨୫ ରବିବାର )
ପୌଷ କୃଷ୍ଣପକ୍ଷ ଦଶମୀ
ମେଷ- ଷଷ୍ଠ ଚନ୍ଦ୍ର ଓ ଘାତବାରର ପ୍ରଭାବ ରହିବ ନାହିଁ, ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ଜନସମ୍ପର୍କ ବୃଦ୍ଧି, ରୋଗ ଓ ଶତ୍ରୁଭୟରୁ ସାମୟିକ ମୁକ୍ତି, ନୂତନ ବ୍ୟବସାୟ, ଆୟ ଭଲ ରହିବ, ମହତଜନଙ୍କ ସାନିଧ୍ୟଲାଭ, ଆୟ ଭଲ ରହିବ, କର୍ମରେ ସଫଳତା, ଅଶ୍ୱିନୀ ନକ୍ଷତ୍ର ସତର୍କ ରହିବେ, ଶୁଭରଙ୍ଗ- ଲାଲ, ସଂଖ୍ୟା-୬, ଆରଧନା-ହନୁମାନ ।
ବୃଷ- କାମରେ ସଫଳତା, ମାନସମ୍ମାନ ମିଳିବ, ବ୍ୟବସାୟରେ ଲାଭ, କର୍ମକ୍ଷେତ୍ରେ ବିବାଦ, ଶାରୀରିକ ସୁସ୍ଥ, ମୋକଦ୍ଦମାରେ ଆସ୍ୱସ୍ତି ମିଳିବ, ଶତ୍ରୁ ଅପଯଶ ଦେଇପାରନ୍ତି, ନୂତନ କାର୍ଯ୍ୟ ପାଇଁ ସହଯୋଗ ମିଳିବ, ପିଲାମାନଙ୍କ ବିଦ୍ୟାରେ ଉନ୍ନତି, ମହିଳାମାନେ ଚିନ୍ତିତ, କୃତିକା ନକ୍ଷତ୍ର ସତର୍କ ରହିବେ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୧୨, ଆରଧନା- ମା'ବଗଳାମୁଖି ।
ମିଥୁନ- ଠକାମିରେ ପଡ଼ିବେ, ପାରିବାରିକ ବିବାଦର ସମାଧାନ, ମୋକଦ୍ଦମାରେ ଶୁଭଫଳ, ଶରୀର ସୁସ୍ଥ, ଆୟର ମାର୍ଗ ପ୍ରସନ୍ନ ରହିବ, କର୍ମକ୍ଷେତ୍ରେ ସଫଳତା, ଆୟବ୍ୟୟ ଉତ୍ତମ, ଗୃହରେ ଉତ୍ସବ, ଦୂରଯାତ୍ରା, ବନ୍ଧୁମିଳନ, ପିଲାଙ୍କ ବିଦ୍ୟାରେ ଯଶ ମିଳିବା କଷ୍ଟ, ମହିଳାମାନେ ଅବସାଦଗ୍ରସ୍ତ, ମୃଗଶିରା ନକ୍ଷତ୍ର ଶତର୍କ ରହିବେ, ଶୁଭରଙ୍ଗ ସବୁଜ, ସଂଖ୍ୟା-୮, ଆରଧନା- ମା' ଦକ୍ଷିଣକାଳୀ ।
କର୍କଟ- ନୂତନ କର୍ମାରମ୍ଭ, ଗୃହରେ ଶୁଭକାର୍ଯ୍ୟ, ଦୂରସ୍ଥାନ ଯାତ୍ରା, ଖୁସି ମିଳିବ, ଉତ୍ସବରେ ଯୋଗଦେବେ, ଅଳ୍ପ ଶତ୍ରୁତା ଲାଗିରହିବ, ସ୍ୱଜନ ପରିଜନଙ୍କ ସହ ସମ୍ପର୍କ, ଭାଇଭଉଣୀଙ୍କ ସହଯୋଗ ମିଳିବ, କାମରେ ବାଧା, ସ୍ୱାଦିଷ୍ଟ ଭୋଜନ, କର୍ମକ୍ଷେତ୍ରେ ସମ୍ମାନ, ପୁରୁଣା ବନ୍ଧୁ ବାନ୍ଧବୀଙ୍କ ସହ ସାକ୍ଷାତ, ପୁଷ୍ୟା ନକ୍ଷତ୍ର ସତର୍କ ରହିବେ, ଶୁଭରଙ୍ଗ-ଗୋଲଡ଼େନ, ସଂଖ୍ୟା-୭, ଆରଧନା ମା' ଭଗବତୀ ।
ସିଂହ- କାର୍ଯ୍ୟପ୍ରତି ଅନାଗ୍ରହ, ସମସ୍ୟା ସମାଧାନ, ଗୃହରେ ଉତ୍ସବ, ବ୍ୟବସାୟରେ ଲାଭ କମ୍, ମାନସିକ ଅସ୍ଥିରତା, ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିପାରେ, ଦୂରସ୍ଥାନକୁ ଯାତ୍ରା, ଶୁଭକାର୍ଯ୍ୟରେ ଧନବ୍ୟୟ, ଶତ୍ରୁ ଲାଗିରହିବେ, ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ, ମୋକଦ୍ଦମାରେ ପଡ଼ିପାରନ୍ତି, ପିଲାମାନଙ୍କ ପାଇଁ ଚିନ୍ତିତ, ବିଦ୍ୟାରେ ଉନ୍ନତି, ମଘାନକ୍ଷତ୍ର ସାବଧାନ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରଧନା-ମା' ଭଗବତୀ ।
କନ୍ୟା- ଜନ୍ମଚନ୍ଦ୍ର ଯୋଗୁଁ କାର୍ଯ୍ୟରେ ସଫଳତା, ଶୁଭଖବର ପ୍ରାପ୍ତି, ଗୃହ, ଭୂମି, ଯାନବାହନ କ୍ରୟ କରିପାରନ୍ତି, ମାନସିକ ଅବସାଦ ଦୂର, ଶତ୍ରୁମାନେ ପରାଜିତ ହେବେ ମାତ୍ର ବନ୍ଧୁବିରୋଧ ରହିବ, ବ୍ୟବସାୟରେ ଉନ୍ନତି, ଶୁଭଖବର ମିଳିବ, ଅର୍ଥାଭାବ ଦୂର, ବନ୍ଧୁଗୃହକୁ ଯାତ୍ରା, ଉତ୍ତରାଫାଲ୍ଗୁନି ନକ୍ଷତ୍ର ପ୍ରତି ସାବଧାନ, ଶୁଭରଙ୍ଗ-କଫି, ସଂଖ୍ୟା-୫ ।
ତୁଳା- ବିଧୁ ବିଦେ୍ୱଷ, ଅର୍ଥକଷ୍ଟ ଦେଖାଦେବ, ଗୃହକୁ ଅତିଥି ଆଗମନ, ଯାତ୍ରାରେ ମଧ୍ୟମ ଫଳ, ବ୍ୟବସାୟରେ ଅସନ୍ତୁଷ୍ଟ, ଖର୍ଚ୍ଚ ଲାଗିରହିବ, କର୍ମକ୍ଷେତ୍ରରେ ଖୁସି, ପରିଶ୍ରମ ଅଧିକ ଲାଭ କମ୍, ପିଲାଙ୍କ କ୍ଷେତ୍ରରେ କିଛି ସମସ୍ୟା ଦେଖାଦେବ, ଶତ୍ରୁ ହଇରାଣ କରିପାରନ୍ତି, ମୂଲ୍ୟବାନ ପଦାର୍ଥ ନଷ୍ଟ, ଶାରୀରିକ ପୀଡ଼ା ଅଳ୍ପ, ଚିତ୍ରା ନକ୍ଷତ୍ର ସାବଧାନ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୨, ଆରଧନା ଶିବବନ୍ଦିରରେ କିଛି ଜଳ ଚଢ଼ାନ୍ତୁ ।
ବିଛା- କୌଣସି କାର୍ଯ୍ୟକୁ ନେଇ ଚିନ୍ତିତ, ଅର୍ଥାଭାବ ଦୂରହେବ, ଗୃହରେ ଉତ୍ସବ ଲାଗିରହିବ, ମାନ ସମ୍ମାନ ମିଳିବ, ବ୍ୟବସାୟରେ ଉନ୍ନତି, ଭାଗିଦାରୀ କ୍ଷେତ୍ରେ ଲାଭ, ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟପ୍ରତି ଚିନ୍ତା, କିଛି ସମସ୍ୟା ସମାଧାନ, ନୂତନ କର୍ମନିଯୁକ୍ତି, ପିଲାଙ୍କ ପ୍ରତି ସାବଧାନ, ମହିଳାମାନେ ଖୁସି ରହିବେ, ବିଦ୍ୟାରେ ଉନ୍ନତି, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୫, ଆରଧନା- ଭଗବାନ ବିଷ୍ଣୁଙ୍କୁ ଶୁକ୍ଳପୁଷ୍ପ ଅର୍ପଣ କରନ୍ତୁ ।
ଧନୁ- କିଛି କାର୍ଯ୍ୟରେ ଅପଦସ୍ତ, ମନରେ ସତ୍ଚିନ୍ତା, ସଦ୍ଭାବନାରେ ପ୍ରକାଶ, ବାଣିଜ୍ୟ ବ୍ୟବସାୟ ଓ ପରିବହନ କ୍ଷେତ୍ରେ ଆୟ ଅତି ଉତ୍ତମ, କର୍ମକ୍ଷେତ୍ରେ ଆଶାତୀତ ସଫଳତା, ସମ୍ମାନହାନି, ଶତ୍ରୁ ଉପଦ୍ରବ ଦେଖାଦେବ, ଦୂରସ୍ଥାନକୁ ଯାତ୍ରା, ଗୃହରେ ପୂଜାପାଠ, ଅତିଥି ସତ୍କାର, ମୋକଦ୍ଦମାରେ କିଛି ଖୁସି, ଦାମ୍ପତ୍ୟଜୀବନ ମଧୁର, ପିଲାମାନଙ୍କ ଚିନ୍ତା ଦୂରହେବ, ବିଦ୍ୟାରେ ଉନ୍ନତି, ମୂଳାନକ୍ଷତ୍ର ସାବଧାନ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୨, ଆରଧନା-ଭଗବାନ ବିଷ୍ଣୁ ।
ମକର- ଅର୍ଥହାନି, ମାନସମ୍ମାନ ହାନି, ମାନସିକ ଦୁଃଶ୍ଚିନ୍ତା, ଗୃହରେ ଶୁଭକାର୍ଯ୍ୟ, ବନ୍ଧୁସାକ୍ଷାତ, ଦୂରସ୍ଥାନକୁ ଯାତ୍ରା, ସାବଧାନ ରହିବେ, ପାରିବାରିକ ଖୁସି ମିଳିବ, ମୂଲ୍ୟବାନ ପଦାର୍ଥ ନଷ୍ଟ ହୋଇପାରେ, ବାଣିଜ୍ୟ ବ୍ୟବସାୟରେ ମାନ୍ଦାବସ୍ଥା, ଖର୍ଚ୍ଚ ଅଧିକ, ଉତ୍ତରାଷାଢ଼ା ନକ୍ଷତ୍ରେ ବିପଦ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୩ ଆରଧନା-ମା' ବଗଳାମୁଖି ।
କୁମ୍ଭ- ମନରେ ବିରକ୍ତି ଭାବେ, ବ୍ୟବହାରରେ ବିବାଦିତ ହେବେ, ଆର୍ଥିକ କ୍ଷେତ୍ରେ ଅବନତି, ମନରେ ଅସ୍ତିରତା, ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ବାକିଥିବା କାର୍ଯ୍ୟ ସମ୍ପନ୍ନ, ପରିବହନରେ ମାନ୍ଦାବସ୍ଥା, କାର୍ଯ୍ୟରେ ବିଳମ୍ବ, ପରିଶ୍ରମ ଅଧିକ, ପିଲାଙ୍କ ପ୍ରତି ଖୁସି ରହିବେ, କାର୍ଯ୍ୟକୁ ନେଇ ଚିନ୍ତିତ, ଧନିଷ୍ଠା ନକ୍ଷତ୍ର ପ୍ରତି ସାବଧାନ, ରଙ୍ଗ-କଳା, ଆରଧନା- ପ୍ରଭୁ ନୃସିଂହ ।
ମୀନ- ଅସମ୍ଭବ କାର୍ଯ୍ୟ ସମ୍ଭବ, ଶାରୀରିକ କଷ୍ଟ, ଦୂରସ୍ଥାନକୁ ଯାତ୍ରାକରି ଖୁସି ରହିବେ, ଗୃହକୁ ଅତିଥି ଆଗମନ, ବାକିଥିବା ଧନପ୍ରାପ୍ତି, ସମ୍ମାନ ମିଳିବ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଖୁସି, ସାବଧାନରେ ଗାଡ଼ିଚଳାନ୍ତୁ, କର୍ମକ୍ଷେତ୍ରେ ଉନ୍ନତି, ପିଲାଙ୍କ କାର୍ଯ୍ୟକୁ ନେଇ ଖୁସି, ବିଦାରେ ସଫଳତା, ଉତ୍ତରାଭାଦ୍ର ନକ୍ଷତ୍ର ପ୍ରତି ସାବଧାନ, ରଙ୍ଗ- ଗୋଲାପି, ସଂଖ୍ୟା-୫, ଆରଧନା-ଶ୍ରୀ ଗଣେଶ ।
ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮


