୧୯.୪.୨୦୨୬, ରବିବାର
ବୈଶାଖ ଶୁକ୍ଳ ଦ୍ବିତୀୟା
ମେଷ: ଧନ ଲାଭ, କାର୍ଯ୍ୟରେ ସଫଳ, ସମ୍ମାନ ବୃଦ୍ଧି, ଶୁଭ ଖବର, ପାରିବାରିକ ସହଯୋଗ, ଭୂସମ୍ପତ୍ତି ଲାଭ, ଦୂର ଯାତ୍ରା, ଶରୀର ସୁସ୍ଥ, ନୂତନ ନିଯୁକ୍ତି ଅଶ୍ବିନୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୧, ଆରାଧନା- ମା’ ଲକ୍ଷ୍ମୀ
ବୃଷ: ସମ୍ମାନ ଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶୁଭ ଖବର, ଆଶାରେ ବିଳମ୍ବ, ଶରୀର ସୁସ୍ଥ, ଶତ୍ରୁ ସମସ୍ୟା, ସମ୍ପତ୍ତି ଚିନ୍ତା କୃତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୦, ଆରାଧନା- ଭଗବାନ ବିଷ୍ଣୁ
ମିଥୁନ: ଗୃହେ ଉତ୍ସବ, ଅର୍ଥ ସମସ୍ୟା, ମାନସିକ ଅଶାନ୍ତି, ବ୍ୟବସାୟରେ ସ୍ବଳ୍ପ ଲାଭ, ଦୂର ଯାତ୍ରା, ବନ୍ଧୁ ଲାଭ, ସମ୍ମାନ ହାନି ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା- ମା’ ମଙ୍ଗଳା
କର୍କଟ: ଧନ ବ୍ୟୟ, ମନସ୍ତାପ, ଶରୀର ସମସ୍ୟା, ଦ୍ରବ୍ୟ ନଷ୍ଟ, ନୂତନ କର୍ମ ଆରମ୍ଭ, ଜମିଜମା ଗଣ୍ଡଗୋଳ, ଗାଡ଼ି ଚଳାନାରେ ସାବଧାନ ପିନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୮, ଆରାଧନା- ମା’ ବଗଳାମୁଖୀ
ସିଂହ: ଦ୍ରବ୍ୟ ଲାଭ, ସମ୍ମାନ ପ୍ରାପ୍ତି, ସମସ୍ୟା ମୁକ୍ତ, ନୂତନ କାର୍ଯ୍ୟରେ ଲାଭ, ଶୁଭ ଖବର, କର୍ମ କ୍ଷେତ୍ରରେ ଲାଭ, ଶରୀର ସୁସ୍ଥ, ଶତ୍ରୁ ପରାଜିତ ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୭, ଆରାଧନା- ମା’ ଭଗବତୀ
କନ୍ୟା: ମାନସମ୍ମାନ ବୃଦ୍ଧି, ଆର୍ଥିକ ଖୁସି, ସମ୍ପତ୍ତି ଲାଭ, ଦ୍ରବ୍ୟ ପ୍ରାପ୍ତି, ଭ୍ରାତୃଭଗ୍ନିଙ୍କ ସମସ୍ୟା, ଶରୀର ସୁସ୍ଥ, କର୍ମକ୍ଷେତ୍ରରେ ଲାଭ, ଯାତ୍ରାରେ ସଫଳ ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶି, ସଂଖ୍ୟା-୯, ଆରାଧନା- ଉମାମହେଶ
ତୁଳା: ବାନ୍ଧବୀ କଷ୍ଟ, ଶତ୍ରୁ ସମସ୍ୟା, ଆଶାରେ ବାଧା, ମାନସିକ େକ୍ଳଶ, ଗୃହେ ଶୁଭ ଆଲୋଚନା, ବ୍ୟବସାୟରେ ଲାଭ, ଶରୀର ସୁସ୍ଥ ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୮, ଆରାଧନା- ଶଙ୍କର ଭଗବାନ
ବିଛା: କାର୍ଯ୍ୟରେ ଅସନ୍ତୋଷ, ଶତ୍ରୁ ବୃଦ୍ଧି, ଯାତ୍ରା କଷ୍ଟ, ଶରୀର ସୁସ୍ଥ, ସମ୍ମାନ ବୃଦ୍ଧି, ଦ୍ରବ୍ୟ ନଷ୍ଟ, ନୂତନ କାର୍ଯ୍ୟରେ ଲାଭ ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଖଇରିଆ, ସଂଖ୍ୟା-୪, ଆରାଧନା- ପ୍ରଭୁ ଜଗନ୍ନାଥ
ଧନୁ: ଆୟ ବୃଦ୍ଧି, ବନ୍ଧୁ ଦର୍ଶନ, ଶତ୍ରୁ ପରାଜିତ, ଦ୍ରବ୍ୟ ଲାଭ, ଦୂର ଯାତ୍ରାରେ ଲାଭ, ପାରିବାରିକ ସହଯୋଗ, ମାମଲା ସମାଧାନ ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୦, ଆରାଧନା-ପ୍ରଭୁ ଲୋକନାଥ
ମକର: ସୁସମ୍ବାଦ, ଅର୍ଥ ଚର୍ଚ୍ଚା, ସମ୍ମାନ ପ୍ରାପ୍ତି, ଅର୍ଥ ସମସ୍ୟା, ପାରିବାରିକ କଳହ, ଦାମ୍ପତ୍ୟ ଖୁସି, ଭୋଜନରେ ବ ିଳମ୍ବ, ତୀର୍ଥ ଯାତ୍ରା, ଦ୍ରବ୍ୟ ଲାଭ, ପୁରାତନ ବିବାଦ ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୭, ଆରାଧନା- ମା’ ଲକ୍ଷ୍ମୀ
କୁମ୍ଭ: ଆଭୁଷଣ ପ୍ରାପ୍ତି, ଶୁଭ କାର୍ଯ୍ୟରେ ଆଗ୍ରହ, ପାରିବାରିକ ଶତ୍ରୁତା, ବ୍ୟକ୍ତି ସହାୟତା, ରାଜସମ୍ମାନ ଯୋଗ, ସମ୍ପତ୍ତି ଲାଭ, ମାମଲା ସମାଧାନ, ଉଚ୍ଚ ଆଶା ପୂର୍ଣ୍ଣ ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୫, ଆରାଧନା- ମା’ କିଚକିଶ୍ବରୀ
ମୀନ: ମନସ୍ତାପ, କାର୍ଯ୍ୟ ବିଫଳ, ଦାମ୍ପତ୍ୟ ଖୁସି, ପିଲାଙ୍କ ସମସ୍ୟା, ସମ୍ପର୍କରେ ବାଧା, ଆର୍ଥିକ ଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶରୀର ସୁସ୍ଥ ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୩, ଆରାଧନା- ମା’ ଜଗଧାତ୍ରୀ



